Home Left

କେଦାରନାଥରେ ଅଘଟଣ: ପାହାଡ଼ରେ ମାଡ଼ ହୋଇଗଲା…

କେଦାରନାଥ,୧୭।୫: କେଦାରନାଥରେ ଶନିବାର ଏକ ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଏକ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନର ଶେଷ ଭାଗ ପାହାଡରେ ମାଡ଼ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି...

ସଚିନ ତେନ୍ଦୁଲକରଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ସଫଳତା, ଗାଭାସ୍କରଙ୍କ ପରେ ପାଲଟିଲେ ଦ୍ୱିତୀୟ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୭।୫: କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି। ଏଥିରେ ୧୦୦ଟି ଶତକ ଦେଖାଯାଇଛି। ବିସିସିଆଇ ଏହାର ଭିଡିଓ ସୋସିଆଲ...

ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, IPL 2026 ଖେଳିବାକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୭।୫: ପୁଣି ଥରେ IPL 2025 ଶନିବାର ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଲିଗର ୧୮ତମ ସିଜିନକୁ ମଝିରେ ବନ୍ଦ କରିବାକୁ ପଡିଥିଲା। ଏହି ସିଜିନରେ ୫ ଥର ଚାମ୍ପିଅନ ଚେନ୍ନାଇ ସୁପର...

ୟୁନୁସ-ବାଲାଂଦେଶୀ ପ୍ରକୃତ ମୁସଲମାନ ନୁହନ୍ତି! କାହିଁକି ସେମାନଙ୍କୁ ଧର୍ମାନ୍ତରିତ କହୁଛି ପାକିସ୍ତାନ… 

ଢାକା,୧୭।୫: ଆଜିକାଲି ଇସଲାମିକ୍‌ ଭାଇଚାରା ନାମରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ପାକିସ୍ତାନ ସହିତ ହାତ ମିଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ପଶ୍ଚିମ ପାକିସ୍ତାନର ମୁସଲମାନମାନେ ପୂର୍ବ ପାକିସ୍ତାନ(ବାଂଲାଦେଶ)ର ମୁସଲମାନମାନଙ୍କୁ କେବେବି ପ୍ରକୃତ ମୁସଲମାନ ବୋଲି ଭାବନ୍ତି ନାହିଁ। ତାଙ୍କୁ...

କୁକୁର ସହ ପାକିସ୍ତାନକୁ ତୁଳନା କଲେ ଓଓ୍ବାଇସି କହିଲେ, ‘ଏମାନଙ୍କ ଲାଞ୍ଜ ସିଧା କରନ୍ତୁ …’

ନୂଆଦିଲ୍ଲୀ,୧୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆକ୍ରମଣ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ ଏହା ଭାରତରେ ସାମ୍ପ୍ରଦାୟିକ ହିଂସାକୁ ଉସକାଇ ପାରିବ। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ...

ଚାଞ୍ଚଲ୍ୟକର ବୟାନ ଦେଲେ ଲବ ହାଁସଦାଙ୍କ ଭାଇ, କହିଲେ ସେ ପୂର୍ବରୁ ବିବାହିତ…

ଭୁବନେଶ୍ୱର,୧୭ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାରେ ଗୁରୁତର ଭାବେ ଫଶିଛନ୍ତି ଲବ। ଏନେଇ ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ...

ତୁର୍କୀ ବିରୋଧରେ ବଡ଼ ଆକ୍ସନ ନେଲେ ଭାରତୀୟ, ମାଳଦ୍ୱୀପ ପରି ହୋଇଯିବ ବରବାଦ…

ନୂଆଦିଲ୍ଲୀ,୧୭।୫: ତୁର୍କୀ ଆଜିକାଲି ଭାରତରେ ଖବରର ଶିରୋନାମାରେ ଅଛି ଏବଂ ଏହାର କାରଣ ହେଉଛି ଏହାର ଭାରତ ବିରୋଧୀ ମନୋଭାବ। ସମ୍ପ୍ରତି ତୁର୍କୀ ଭାରତ ବିପକ୍ଷରେ ପାକିସ୍ତାନକୁ ସମର୍ଥନ କରିଥିଲା। ଏହା ଭାରତୀୟ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା।...

ସାଙ୍ଗମେଳରେ ଗାଧୋଇଯାଇଥିଲେ ୫ ବର୍ଷର ଶିଶୁ କନ୍ୟା , ଆଉ ଫେରିଲେନି  ଘରକୁ …

ଖଜୁରୀପଡ଼ା,୧୭।୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ...

୧୭ ବର୍ଷ ହେଲା ନଦୀ ପାଲଟିଛି ଅଳିଆ ଗଦା, ରୂପ ବଦଳାଇବ ୪୦୦ କୋଟି ଟଙ୍କାର ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସନ ସମୟରେ ୧୮୮୩ରେ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଲୋହରାଖଣ୍ଡି ସେତୁକୁ ୨୦୦୮ ପୂର୍ବରୁ ଭାଙ୍ଗି ସେଠାରେ ଏକ ନୂଆ ସେତୁ ଯୋଜନା ହୋଇଥିଲା। କିନ୍ତୁ ସେତୁର ଛାତକୁ ଭାଙ୍ଗିବା ପରେ ପିଲାରଗୁଡ଼ିକୁ ଭାଙ୍ଗିବା ଯୋଜନା...

ପ୍ରତି ମାସରେ ସରପଞ୍ଚଙ୍କୁ ଭେଟୁଛନ୍ତି ବିଡିଓ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ):  ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏଥିସହ...

LOCରୁ ତଳକୁ ଯିବନି ବୁନ୍ଦାଏ ପାଣି…ପାକିସ୍ତାନ ବିରୋଧରେ ମୋଦିଙ୍କ ଜୋରଦାର ଆକ୍ସନ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍‌ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ...

ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ

ଭୁବନେଶ୍ୱର,୧୭।୫: ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରବିବାର ଲଣ୍ଡନରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri