ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଅନିୟମିତତା, ତଦନ୍ତ କରିବେ ବିଡିଓ
ଲୋଇସିଂହା,୭ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ବ୍ଲକ ପ୍ରଶାସନ ସମ୍ବେଦନ ସହ ନେଇଛନ୍ତି। ଏହି…
ଲଗାଣ ବର୍ଷାରେ ଗୁମାଡି ନଦୀରେ ବଢିଲା ପାଣି: ସିମନବାଡି-ବୁଡ଼ାଗୁଡା ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛିଦିନ ହେଲା ବର୍ଷା ହେଉଥିବା ବେଳେ ରବିବାର ପୂର୍ବାହ୍ନ ୧୦ଟାଠାରୁ ବର୍ଷା ଲାଗିରହିଛି। ଫଳରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଉଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି…
ଶୁଭମନ ଗିଲ ଭାରତର ନୂଆ ଦିନିକିଆ ଅଧିନାୟକ! ରୋହିତ ଶର୍ମାଙ୍କ ବିଦାୟ ନିଶ୍ଚିତ
ମୁମ୍ବାଇ,୭ା୯: ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ଶୁଭମନ ଗିଲଙ୍କୁ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ଘୋଷଣା କରାଯିବା ପରେ ଏବେ ସେ ଦିନିକିଆ ଦଳର ଅଧିନାୟକ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ରୋହିତ ଶର୍ମାଙ୍କର ଦିନିକିଆ…
ପ୍ରେମିକାଙ୍କ ଫୋନ ବ୍ୟସ୍ତ ଆସିବାରୁ ସାରା ଗାଁର ବିଜୁଳି କାଟିଦେଲେ ଯୁବକ, Video ଭାଇରାଲ ପରେ…
ବର୍ତ୍ତମାନ ସମୟରେ ଯୋଗାଯୋଗ କରିବାର ବଡ଼ ମାଧ୍ୟମ ପାଲଟିଛି ଟେଲିଫୋନ। ଏଣୁ ପ୍ରେମିକ ପ୍ରେମିକାମାନେ ସହଜରେ ପରସ୍ପର ସହ କଥା ହୋଇ ପାରୁଛନ୍ତି। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ପ୍ରେମିକାଙ୍କ ଉପରେ…
ଜନ୍ମଦିନ ପାଳିବାକୁ ଡାକି ଯୁବତୀଙ୍କୁ ଗଣବଳାତ୍କାର: ଦୁଇ ଅଭିଯୁକ୍ତ ଫେରାର
କୋଲକାତା,୭ା୯: କୋଲକାତାର ରିଜେଣ୍ଟ ପାର୍କ ଅଞ୍ଚଳରେ ଶୁକ୍ରବାର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଜନ୍ମଦିନ ଉତ୍ସବ ନାଁରେ ଦୁଇ ଜଣ ପରିଚିତ ବ୍ୟକ୍ତି ଦ୍ୱାରା ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଚନ୍ଦନ ମଲ୍ଲିକ…
୮୨ ଲକ୍ଷ ଇପିଏଫ୍ ପେନ୍ସନ୍ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ, ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ
ଭଞ୍ଜନଗର,୭ା୯(ବାବୁଲା ପ୍ରଧାନ): ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମସ୍ତ ନାଗରିକଙ୍କ ସାମାଜିକ ସୁରକ୍ଷା ଚିନ୍ତା କରିବା କଥା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ବର୍ତ୍ତମାନ ଦେଶରେ ୮୨…
ପରକୀୟା ପ୍ରୀତି ଜଣାପଡ଼ିବାରୁ ସ୍ୱାମୀଙ୍କୁ ହତ୍ୟା କଲେ ତୃତୀୟ ସ୍ତ୍ରୀ; ଦ୍ୱିତୀୟ ସ୍ତ୍ରୀ କୂଅରୁ ମିଳିଲା ମୃତଦେହ
ଭୋପାଳ,୭ା୯: ମଧ୍ୟପ୍ରଦେଶର ଅନୁପପୁର ଜିଲାର ସାକାରିଆ ଗାଁରେ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ବସ୍ତା ଓ କମ୍ବଳରେ ବନ୍ଧା ଅବସ୍ଥାରେ ମିଳିଛି। ପ୍ରଥମେ ଏକ ସାଧାରଣ ହତ୍ୟା ମାମଲା ପରି ଲାଗୁଥିବା ଏହି ଘଟଣା ପରେ ଏକ ବିଶ୍ୱାସଘାତକତା ଓ…
ଚନ୍ଦ୍ରଗ୍ରହଣ: ଏସବୁ ରାଶି ଉପରେ ପଡ଼ିବ ବିଶେଷ ପ୍ରଭାବ; ଆକସ୍କିକ ଧନଲାଭ ଯୋଗ, ଜାଣନ୍ତୁ କ’ଣ…
ଭାଦ୍ରପଦ ପୂର୍ଣ୍ଣିମା ଅବସରରେ ୭ ସେପ୍ଟେମ୍ବର ୨୦୨୫ରେ କୁମ୍ଭ ରାଶିରେ ଚନ୍ଦ୍ର ଗ୍ରହଣ ଲାଗୁଛି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ଗ୍ରହଣ ସମୟରେ ରାହୁ କୁମ୍ଭରେ, ସୂର୍ଯ୍ୟ ସିଂହରେ ଏବଂ ଗୁରୁ ମିଥୁନ ରାଶିରେ ରହିବେ। କୁମ୍ଭର ସ୍ବାମୀ ଶନି ଅଟନ୍ତି। ଏହି…
ପୁଅର ମୁଥ ମାଡରେ ଚାଲିଗଲା ମା’ର ଜୀବନ
ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)। ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ…
ପଥରଖଣିରେ ଡ୍ରିଲିଂ ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ
ଢେଙ୍କାନାଳ,୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲାପ୍ରସାଦ ଥାନା କାସିପୁର ଲହଡ଼ାସ୍ଥିତ ଏକ ପଥର ଖଣିରୁ ରବିବାର ସକାଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣକ ହେଲେ ପାଣ୍ଡୁ ତିରିଆ (୨୦)। ତାଙ୍କ ଘର ନିକଟସ୍ଥ…
ବୃଦ୍ଧଙ୍କୁ ଚାପିଦେଲା କାର୍, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…
ଆଗକୁ ପାର୍ବଣ: ଏବେଠୁ ବଢ଼ିଲାଣି କ୍ରାଇମ୍, ଦୁଇ ଦିନରେ ୨ ବାଇକ୍ ନେଇଗଲେ ଦୁର୍ବୃତ୍ତ
ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍ ଚୋରି ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍ଟିକୁ ଘର ସମ୍ମୁଖରେ…
Archives


