ବଙ୍ଗୋପସାଗରରେ ଶକ୍ତିଶାଳୀ ହେବ ଲଘୁଚାପ: ଓଡ଼ିଶାର ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୨୭।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଞ୍ଚଳରେ ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ନିମ୍ନଚାପ ପାଶ୍ଚାତ୍ୟ-ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ...
ବ୍ୟବହାର ହେବନାହିଁ ଡିଆର୍ଏସ୍ ଟେକ୍ନୋଲୋଜି, ଜାଣନ୍ତୁ କ’ଣ ପାଇଁ…
ଲାହୋର,୨୭ା୫: ବାଂଲାଦେଶ ବିପକ୍ଷରେ ହେବାକୁ ଯାଉଥିବା ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆରମ୍ଭ ହେଉଥିବା ସିରିଜ୍ରେ ପ୍ରଶଂସକ ଓ ପ୍ରାୟୋଜକଙ୍କ ମଧ୍ୟରେ ଇଚ୍ଛାର ଅଭାବ...
ଚିନ୍ତା ବଢ଼ାଇଲା IMD ଡିଜିଙ୍କ ଆକଳନ: ଏହି ସବୁ ଜିଲାରେ ପ୍ରବଳ ଛେଚିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ...
ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି! ଭିଡିଓ ଭାଇରାଲ, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୨୭।୫: ସମସ୍ତଙ୍କ ସାମ୍ନାରେ ମାଡ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି। ଆଉ ସେ ବି ନିଜ ସ୍ତ୍ରୀଙ୍କ ହାତରୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି...
ଭାରତରେ ପୁଣି ବଢ଼ିଲା ସୁନା ମୂଲ୍ୟ: ଜାଣନ୍ତୁ ୨୪ କ୍ୟାରେଟ ଦାମ୍ କେତେ
ନୂଆଦିଲ୍ଲୀ,୨୭।୫: ଭାରତରେ ସୁନା ମୂଲ୍ୟ ୨୭ ମେ’ରେ ସାମ୍ପ୍ରତିକ ବଜାରର ଉତ୍ଥାନ-ପତନକୁ ଅନୁସରଣ କରିଛି, ତୀବ୍ର ହ୍ରାସ ପରେ ବିଭିନ୍ନ ସ୍ତର ମୂଲ୍ୟରେ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯,୮୧୩ ଟଙ୍କା ଥିଲା,...
ଲୁଚିଲୁଚି ବାହା ହୋଇଗଲେ ଖାନ୍ ସାର୍, ସ୍ତ୍ରୀଙ୍କ ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୨୭।୫: ଖାନ ସାର୍ ସାରା ଦେଶରେ ଲୋକପ୍ରିୟ। ତାଙ୍କର ପାଠପଢ଼ା ଶୈଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ। ତଥାପି, ନିକଟରେ ଖାନ ସାରଙ୍କ ଏକ ଖବର ସମସ୍ତଙ୍କୁ ଚକିତ କରିଛି। ସୋସିଆଲ ମିଡିଆରେ ଏକ ଭିଡିଓ...
ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ
ଦାରିଙ୍ଗବାଡ଼ି,୨୭।୫(ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷା ମଙ୍ଗଳବାର ଅପରାହ୍ନରୁ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା...
ଆତଙ୍କବାଦୀ ୧୯୪୭ରେ ଶେଷ ହୋଇଯାଇଥାନ୍ତେ, ସର୍ଦାର ପଟେଲଙ୍କ କଥାକୁ କରାଯାଇଥିଲା ଅଣଦେଖା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୫: କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ୧୯୪୭ରେ ଦୃଢ଼ ଭାବେ ମୁକାବିଲା କରାଯିବା ଉଚିତ ଥିଲା, ଯେତେବେଳେ ବିଭାଜନ ପରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଆଜି ଭାରତ ଯାହା ଅନୁଭବ କରୁଛି ତାହା ଦଶନ୍ଧି ଧରି ଦେଶକୁ ପୀଡ଼ିତ କରୁଥିବା...
କ୍ଲିନିକ ଖୋଲି କରୁଥିଲେ ଚିକିତ୍ସା: ଧରାପଡ଼ିଲେ ଦଶମ ଫେଲ ଡାକ୍ତର
ଛତ୍ରପୁର,୨୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲି ପଞ୍ଚାୟତ ବଡ଼ ଆର୍ଯ୍ୟପଲି ଗାଁରୁ ଜଣେ ଦଶମ ଫେଲ କୁଆକ୍ ଡାକ୍ତର ଗିରଫ ହୋଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ ସରକାର। ତାଙ୍କୁ ଆର୍ଯ୍ୟପଲି ସାମୁଦ୍ରିକ ଥାନା...
ସୀମାରେ ମୁହାଁମୁହିଁ ହୋଇଗଲେ ଭାରତ-ବାଂଲାଦେଶ ସେନା? ଆଗକୁ…
ଢାକା,୨୭।୫: ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ...
ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଦଳ ଛାଡ଼ିଲେ ହାଡ଼କୋର୍ ମାଓବାଦୀ
ରାୟଗଡ଼ା,୨୭।୫(ଆଶିଷ ରଞ୍ଜନ ପଣ୍ଡା): ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର...
ବାହାରିଲା ସିବିଏସଇ ପରୀକ୍ଷା ଫଳ: ୧୧୮୫ରୁ ୩୦୦ ଛାତ୍ରୀଛାତ୍ର କୃତକାର୍ଯ୍ୟ
ପଦ୍ମପୁର,୨୭।୫(ପ୍ରଦୀପ୍ତ ଦାଶ): ବହୁଚର୍ଚ୍ଚିତ ପଦ୍ମପୁର ଉପଖଣ୍ଡରେ ପ୍ରକାଶ ପାଇଛି ସିବିଏସଇ ରେଜଲ୍ଟ । ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏ ନେଇ ପଦ୍ମପୁର ଆଇନଜୀବୀ ଅଜିତ...
Archives


