Home Left

ପଡ଼ିଆରେ ଥାଇ ଅନୁଷ୍କାଙ୍କୁ ‘ଫ୍ଲାଇଙ୍ଗ କିସ୍‌’ ଦେଲେ ବିରାଟ କୋହଲି: ଜବାବରେ ମିଳିଲା…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି କ୍ୱାଲିଫାୟର ୧ରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଲିଗ ପର୍ଯ୍ୟାୟରେ RCBର ଯାତ୍ରା ୨ ନମ୍ବରରେ ଶେଷ ହୋଇଛି। RCB ୧୪ ମ୍ୟାଚରେ ୯ମ ବିଜୟ...

ପୁଣି ରାଜ୍ୟକୁ ଫେରିଲାଣି କରୋନା: ଆଜି ଜଣେ କି ଦୁଇ ଜଣ ନୁହନ୍ତି ଏକାବେଳକେ ୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୮।୫: ପୁଣି ଚିନ୍ତା ବଢ଼ାଇଲାଣି କରୋନା। ରାଜ୍ୟରେ ଚିହ୍ନଟ ହେଲେ ୫ କୋଭିଡ ପଜିଟିଭ୍‌। ଭୁବନେଶ୍ବରରୁ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି।...

ବଡ଼ ଘୋଷଣା କଲେ ସିଦ୍ଧୁ ମୁସେୱାଲାଙ୍କ ପିତା, ପଞ୍ଜାବର ଏହି ବିଧାନସଭା ଆସନରୁ…

ମାନସା,୨୮।୫: ପଞ୍ଜାବୀ ଗାୟକ ସ୍ବର୍ଗତ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂହ ୨୦୨୭ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ଜିଲା କଂଗ୍ରେସ ଦ୍ୱାରା ଆୟୋଜିତ ସମ୍ବିଧାନ ବଚାଓ ରାଲି ପରେ ଗଣମାଧ୍ୟମ...

ମେ ୩୧ରେ ଶେଷ ହେବ ପିଏମ୍‌ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ

ଭୁବନେଶ୍ୱର, ୨୮ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର...

ଓ୍ବାଟ୍‌କୋ-କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରାଉ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ବିଶୁଦ୍ଧ ପାନୀୟ ଜଳଯୋଗାଣକୁ ନେଇ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବୁଧବାର ଓ୍ବାଟ୍‌କୋ ଓ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଭାଗୀୟ ଖାମଖିଆଲି ନୀତି...

ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ

ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ...

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ଆସିଲା ବଡ଼ ରାୟ: ପୁଞ୍ଜିଲାଲଙ୍କୁ ଏହି ଦଣ୍ଡ ଶୁଣାଇଲେ କୋର୍ଟ  

ବଲାଙ୍ଗୀର/ପାଟଣାଗଡ଼,୨୮ା୫(ସୁନିଲ କୁମାର ମହାନ୍ତି/ ସଚ୍ଚିଦାନନ୍ଦ ମହାକୁର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ...

ବୁଲିଲା ବୁଲ୍‌ଡୋଜର, ପାଲବଣିରୁ ମେଡିକାଲ କଲେଜ ରାସ୍ତା ଉଚ୍ଛେଦ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ଓ ବାରିପଦା ପୌରପରିଷଦ ପକ୍ଷରୁ ସରକାରୀ ଜମି ଉପରେ ବୁଲଡୋଜର ବୁଲୁଛି। ପାଲବଣିରୁ ପିଆରଏମ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଭାରତ ସହିତ ଉତ୍ତେଜନା ମଧ୍ୟରେ ଶେହବାଜଙ୍କ ଟେନ୍‌ସନ ବଢାଇଲେ ଇମ୍ରାନ: କହିଲେ, ମୁଁ ଶପଥ ନେଉଛି…

ଇସଲାମାବାଦ୍‌,୨୮।୫: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ୍‌ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ସ୍ବେଚ୍ଛାଚାର ଏବଂ ଦମନର ଶିକାର ହେବା ଅପେକ୍ଷା ତାଙ୍କ ସମଗ୍ର ଜୀବନ ଜେଲରେ ବିତାଇବାକୁ ପସନ୍ଦ କରିବେ। ସେ ସାମରିକ ପ୍ରତିଷ୍ଠାନକୁ...

ପୁଣି ଆକାଶରେ ଡ୍ରୋନ୍‌: ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ , ଏବେ ସବୁ ଛାନିଆ

କଟକ,୨୮।୫: ପୁଣି ଆକାଶରେ ଡ୍ରୋନ୍‌। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍‌। ଯାହାକୁ ଦେଖି ଲୋକେ ଛାନିଆ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାରଙ୍ଗ ଥାନା ରତାଗଡ଼ ଗାଁରେ। ଡ୍ରୋନ ଆତଙ୍କରେ ପୁରା...

ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ: ଜାଣନ୍ତୁ କେତେ ହେଲା

ଭୁବନେଶ୍ୱର,୨୮।୫: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଏକ ନୋଟିସ୍‌ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇ ଏହି...

IPL 2025 Playoffs Schedule: ଆଇପିଏଲ୍‌ ପ୍ଲେ-ଅଫ୍‌ରେ କିଏ କାହାକୁ ଭେଟିବ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଲକ୍ଷ୍ନୌ, ୨୭।୫:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ୨୦୨୫ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଅଧିନାୟକ ରିଷଭ ପନ୍ତଙ୍କ ଶତକ ସହାୟତାରେ ଲକ୍ଷ୍ନୌ ୨୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri