IPL ୨୦୨୬ପୂର୍ବରୁ CSKକୁ ବଡ଼ ଝଟକା! ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଖେଳାଳି…
ନୂଆଦିଲ୍ଲୀ,୨୩।୧: ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା। ପରବର୍ତ୍ତୀ ସମୟରେ ସେମାନେ ନିଲାମରେ ଯୁବ ଉତ୍ତର ପ୍ରଦେଶ ସ୍ପିନ ଅଲରାଉଣ୍ଡର ପ୍ରଶାନ୍ତ…
UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍ କେତେ? ଜାଣନ୍ତୁ ସବିଶେଷ…
ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଦୁଇଟି ମଧ୍ୟରେ…
ପାଟକୁରାରୁ ମାଡିଆସିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ: ବଢ଼ିଲା ନବୀନ ନିବାସ ସୁରକ୍ଷା
ଭୁବନେଶ୍ୱର,୨୩।୧: ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ…
ବାଇକ୍କୁ ଧକ୍କା ଦେଲା ‘ଆମ ବସ’: ଦୁର୍ଘଟଣା ପରେ ୩ଟି ବସ୍କୁ ଭାଙ୍ଗିଦେଲେ ଲୋକେ, ପ୍ରାଣ ବିକଳରେ ଦୌଡିଲେ…
ଭୁବନେଶ୍ବର,୨୩।୧: ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଛନ୍ତି। ୩ଟା ‘ଆମ ବସ’କୁ ଭାଙ୍ଗିଦେଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ‘ଆମ ବସ’ ସହ ଆଉ ୨ଟି ଆମ ବସ ଭାଙ୍ଗିଦେଲେ…
ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…
ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର ଉଜ୍ଜ୍ୱଳ ଶନି ଗ୍ରହ ନିକଟରେ ଏବଂ ମଳିନ ନେପଚ୍ୟୁନ ନିକଟରେ ମଧ୍ୟ ରହିବ,…
ଚାଲିଥିଲା ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ପୋଲିସ, ତା’ପରେ…
ପାଟଣା,୨୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ ସମୟରେ ତୁରୁମୁଙ୍ଗା ପୋଲିସ ଚଢାଉ କରିଛି। ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର…
ଗୋଟିଏ ରକେଟ ଲଞ୍ଚ କରିବା ବେଳେ ୧୯ ଲକ୍ଷ ଲିଟର ପାଣି ଖର୍ଚ୍ଚ କରେ ନାସା, କାରଣ ଜାଣିଲେ ଚକିତ ହେବେ
ଫ୍ଲୋରିଡା: ଯେତେବେଳେ NASAର କୌଣସି ବଡ଼ ରକେଟ ଯେମିତି Space Launch System (SLS) କିମ୍ବା ପୂର୍ବରୁ ସ୍ପେସ ଶଟଲ ଲଞ୍ଚ ହୁଏ, ସେତେବେଳେ ଲଞ୍ଚ ପ୍ୟାଡ ଉପରେ ଲକ୍ଷାଧିକ ଲିଟର୍ ପାଣିର ବର୍ଷା ଦେଖାଯାଏ। ଏହି ପାଣି ରକେଟର ବେଗକୁ…
ବଦଳିବନି ରାତି ତାପମାତ୍ରା: ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ…
ରାଜ୍ୟରେ ଶୀତର ପ୍ରକୋପ କମିବା ସହିତ ଏବେ ତାପମାତ୍ରା ଧୀରେ ଧୀରେ ବଢି ଚାଲିଛି। ତେବେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି…
ବାବା ଭୋଙ୍ଗାଙ୍କ ଚକିତ କଲା ଭଳି ଭବିଷ୍ୟବାଣୀ: ମାର୍ଚ୍ଚ- ଏପ୍ରିଲରେ ଘଟିବ…
ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ବକ୍ତା ବାବା ଭୋଙ୍ଗାଙ୍କ ୨୦୨୬ ପାଇଁ ଭବିଷ୍ୟବାଣୀ ଏକ ନୂତନ ବିପଦ ସହିତ ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ, ସେ ଗତ ବର୍ଷ ଡିସେମ୍ବରରେ ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ। ସୁନାର ବୃଦ୍ଧି ପାଉଥିବା…
ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। କେରଳର ତିରୁବନନ୍ତପୁରମଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର…
ଏହି ରାଶିର ଲୋକଙ୍କ ଉପରେ ୧୨ ମାସ ଯାଏ ରହିବ ଶୁକ୍ର ଏବଂ ବୃହସ୍ପତିଙ୍କ ଆଶୀର୍ବାଦ: ବୃଦ୍ଧି ପାଇବ ଆୟ
ବୁଧ, ଶୁକ୍ର ଏବଂ ବୃହସ୍ପତି ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଯାହା ୨୦୨୬ରେ କନ୍ୟା ରାଶିକୁ ଲାଭଦାୟକ ହେବ। ବୁଧଙ୍କ ଆଶୀର୍ବାଦ ବର୍ଷସାରା କିଛି ଛାତ୍ରଙ୍କୁ ଲାଭଦାୟକ ହେବ, ଯେତେବେଳେ ଅନେକ ବ୍ୟବସାୟ ମାଲିକ ଲାଭରେ ଦ୍ରୁତ ବୃଦ୍ଧି ପାଇବେ। ବୃହସ୍ପତି…
ସରସ୍ବତୀ ପୂଜାରେ ପୁରୀରେ ବଡ ଅଘଟଣ: ଜଗନ୍ନାଥ ବସ ଧକ୍କାରେ…
ପୁରୀ,୨୩।୧: ସରସ୍ବତୀ ପୂଜା ଅବସରରେ ପୁରୀରେ ଏକ ବଡ ଅଘଟଣ ଘଟିଛି। ଜଗନ୍ନାଥ ବସ ଧକ୍କାରେ ବୃଦ୍ଧା ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ…
Archives


