Home Left

କଞ୍ଚା ଲଙ୍କା ଚାଷ କରି ମାଲାମାଲ:  ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରି

ଦାରିଙ୍ଗବାଡି,୧୬।୯ (ଅରୁଣ ସାହୁ): କଞ୍ଚା ଲଙ୍କା ଚାଷ କରି ମାଲାମାଲ ହେଉଛନ୍ତି ମହିଳା ଚାଷୀ। ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରିବଟା କରିସାରିଲେଣି। ଆଗକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା ଆଶା ବାନ୍ଧିଛନ୍ତି ଏସ୍‌ଏଚଜି ମହିଳା ଗ୍ରୁପ…

ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା: ପୋଲିସ-ଦୋକାନୀ ଧସ୍ତାଧସ୍ତି

ଭଦ୍ରକ,୧୬।୯: ଭଦକ ସହରରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦକୁ ବିରୋଧ କରି ଦୋକାନୀ-ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଛନ୍ତି। ସହରର ବାଇପାସ୍‌ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏଭଳି ପରିସ୍ଥିତି…

ଅଟୋରେ ଯୁବତୀଙ୍କୁ ଅସଦାଚରଣ: ମନା କରିବାରୁ ମାରିଲେ ଗୋଇଠା ବିଧା, ପରେ…

ଭୁବନେଶ୍ୱର,୧୬।୯: ରାଜଧାନୀରେ ଚାଞ୍ଚଲ୍ୟ। ଗ୍ୟାରେଜ ଛକ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ କରାଯାଇଛି। ତଳେ ପକାଇ ଗୋଇଠା ବିଧା ମାରିଲେ ଯୁବକ।

ଶ୍ରୀମୟୀଙ୍କୁ କାଉଣ୍ଟର କଲେ ପ୍ରମିଳା: ଖୋଲିଦେଲେ ଭିତିରି କଥା

ଭୁବନେଶ୍ୱର,୧୬।୯: ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ବିଜେଡିର ପ୍ରତିକ୍ରିୟା। ଶ୍ରୀମୟୀଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି,ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ। କେତେବେଳେ ସନ୍ତୁଷ୍ଟ ଥିଲେ,…

ତେଲିପାଲିରେ ମଦ ବନ୍ଦ ନିଷ୍ପତ୍ତି ନେଲେ ମହିଳା, ଯିଏ ନିୟମ ଉଲ୍ଲଙ୍ଘନ କରିବ…

ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳର ଗାଁଗାଁ ରେ ହେଉଛି ବ୍ୟାପକ ମଦ ବିକ୍ରି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଥିବାରୁ ଚୋରି ଓ ଦେଶୀ ମଦ ବିକ୍ରି ବଢ଼ିବାରେ ଲାଗୁଛି। ଫଳରେ ଅଞ୍ଚଳର ଲୋକେ…

ରାଜନୀତିରେ ହଇଚଇ: ଭାଜପା ବିଧାୟକଙ୍କ ନିକଟରେ ବିଜେଡିର ଆଗଧାଡ଼ିର ନେତା, ଫଟୋ ଭାଇରାଲ ପରେ…

ଗଞ୍ଜାମ,୧୬।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ,ଆଦିତ୍ୟ ବିର୍ଲାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ…

ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି

କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫୁସ୍‌ଫୁସ୍‌ ସଂକ୍ରମଣ ଜନୀତ ସମସ୍ୟା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତର…

PCBକୁ ICCର ଶକ୍ତ ଧକ୍କା, ପାକିସ୍ତାନ ଏବେ କରିବ କ’ଣ?

ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ରେ ‘ହ୍ୟାଣ୍ଡସେକ ନାହିଁ’ ବିବାଦ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଦାବିକୁ ICC ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। PCB ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲା, କିନ୍ତୁ ICC…

ବେଟିଂ ଆପକୁ ନେଇ ଅଡୁଆରେ ଯୁବରାଜ ସିଂ, ରବିନ ଉଥପ୍ପା

ନୂଆଦିଲ୍ଲୀ,୧୬।୯: ବେଆଇନ ବେଟିଂ ଆପ 1xBet ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ପଚରାଉଚରା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ସମନ କରାଯାଇଛି। ED ପୂର୍ବତନ…

ତାତିଲେ ଚାଷୀ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା, ପଞ୍ଜୀକରଣ ଅବଧି ବୃଦ୍ଧି ନ ହେଲେ…

ବରଗଡ଼,୧୬।୯ ( ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି…

ବଲାଙ୍ଗୀର ସହରରେ ଦିନକୁ ଦିନ ବଢି ଚାଲିଛି ବାଇକ ଚୋରି, ଦୃଷ୍ଟି ଦେଉନି ପୋଲିସ

ବଲାଙ୍ଗୀର,୧୬।୯ (ସୁନିଲ ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ ବାଇକ ଚୋରି ବଢ଼ିବାରେ ଲାଗିଛି । ଗତ ସୋମବାର ରାତିରେ କଦମ ପଡା ମୁକେଶ ନାଗ( ୪୫)ଙ୍କ ବୁଲେଟ ଗାଡି ଚୋରି ହୋଇଥିବା ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି ।…

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିନା ସୁଧରେ ମିଳିବ ଶିକ୍ଷା ଋଣ

ପାଟନା,୧୬।୯: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହା ପୂର୍ବରୁ କେନ୍ଦ୍ର ଏବଂ ବିହାର ସରକାର ରାଜ୍ୟବାସୀଙ୍କ ଉପରେ ଉପହାର ବର୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (ସେପ୍ଟେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri