ଆଲୋଚନାକୁ ଯିବେନି, ହୋହଲ୍ଲାକରି ବନ୍ଦ କରିବେ
ଭୁବନେଶ୍ୱର, ୧୮।୯(ସୁନିତ୍ ମିଶ୍ର): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିବ। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ବିଜେଡି ବିଧାୟକ ଦଳ ବୈଠକରେ…
ବ୍ଲକ ସ୍ତରୀୟ କବାଡି-ଖୋକୋରେ ଅଂଶ ଗ୍ରହଣ ନେଇ ସନ୍ଦେହ, ବୀରମହାରାଜପୁର ଜୋନରେ ହୋଇନି ଜୋନ ସ୍ତରୀୟ ଚୟନ
ଅମରପାଲି,୧୮।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ହାଇସ୍କୁଲ ରେ ଗୁରୁବାର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ହେବ। ଏଥିରେ ବ୍ଲକର ତିନୋଟି ଜୋନରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ମାତ୍ର ବ୍ଲକ ସ୍ତରୀୟ…
ବାୟୁ ପ୍ରଦୂଷଣ ରୋକିବାକୁ ୩ ସପ୍ତାହରେ ଯୋଜନା କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮ା୯(ପି.ଟି.): ପାର୍ବଣ ଆରମ୍ଭ ସହ ଶୀତଋତୁର ଆଗମନ ହେବାକୁ ଯାଉଛି। ଏହି ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ବିଶେଷକରି ସହରାଞ୍ଚଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ମୁକ୍ତବାୟୁର ଅଭାବ ଲୋକଙ୍କ ପାଇଁ ନାନା ରୋଗକୁ ଡାକିଆଣିଥାଏ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ…
ଏସ୍ଆଇଆର୍: ଅର୍ଦ୍ଧାଧିକ ଭୋଟରଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ
ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ…
ଦିଶା ପାଟନୀଙ୍କ ଘରେ ଗୁଳିଚାଳନା ମାମଲା: ଦୁଇ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ
ଗାଜିଆବାଦ,୧୭।୯: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ୧୨ ସେପ୍ଟେମ୍ବରରେ ହୋଇଥିବା ଗୁଳିଚାଳନା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର (୧୭ ସେପ୍ଟେମ୍ବର) ଏନକାଉଣ୍ଟରରେ ନିହତ କରିଛି। ହରିୟାଣା ଏସଟିଏଫ ଏସପି ଓ୍ଵାସିମ ଅକ୍ରମଙ୍କ ସୂଚନାନୁସାରେ, ଗାଜିଆବାଦର ଟ୍ରୋନିକା ପୋଲିସ…
ଏହି ସହଜ ଉପାୟରେ Instagramରେ କୋଟି କୋଟି ଟଙ୍କା ରୋଜଗାର ସହ ବଢାନ୍ତୁ ଫଲୋଅର୍ସ
ନୂଆଦିଲ୍ଲୀ,୧୭।୯: ଇନଷ୍ଟାଗ୍ରାମ ଏବେ କେବଳ ଫଟୋ ଓ ରିଲ୍ସ ଶେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ କୋଟି କୋଟି ଟଙ୍କା ରୋଜଗାର ଓ ଲୋକପ୍ରିୟତା ଅର୍ଜନର ମାଧ୍ୟମ ହୋଇଛି। କ୍ରିଏଟରମାନେ କିଛି ସହଜ ଟିପ୍ସ ଅନୁସରଣ କରି ଫଲୋଅର୍ସ ଓ ଆୟ…
ସ୍କୂଲ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ଓଡ଼ିଶା ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର,୧୭।୯: ସ୍କୂଲ ଛାତ୍ରୀଛାତ୍ରଙ୍କ ପାଇଁ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମବିଏସ) ଯୋଜନା ଅଧୀନରେ ‘ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରା’କୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧, ୨୦୨୫ରେ ଅନୁଷ୍ଠିତ…
ସୁସ୍ଥ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଖୁବଶୀଘ୍ର ହେବେ ଡିସଚାର୍ଜ
କଟକ,୧୭।୯: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେପ୍ଟେମ୍ବର ୧୬ରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ସାମାନ୍ୟ ସଂକ୍ରମଣ ଏବଂ ଚିନ୍ତାର କୌଣସି…
ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ସମ୍ବଲପୁର,୧୭।୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମେଲୋନି
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଶୁଭେଚ୍ଛା ଜଣାଇଛନ୍ତି। ମେଲୋନି ତାଙ୍କ ଏକ୍ସ ପୋଷ୍ଟରେ ମୋଦିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି, ତାଙ୍କର ଶକ୍ତି ଓ ନିଷ୍ଠାକୁ “ପ୍ରେରଣାର ଉତ୍ସ” ବୋଲି କହିଛନ୍ତି।…
ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ”ଏକ ପେଡ୍ ମା’ କେ ନାମ“
ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ମା’ କୁ ସମ୍ମାନ ଦେବା ଲକ୍ଷରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଆଇଆଇସି ରାଜେଶକୁମାର ନାୟକଙ୍କ ସଂଯୋଜନାରେ ବୁଧବାର ଜଗତର ମା ’ କୁହାଯାଉଥିବା…
ମୋମୋରେ ନିଶା ଔଷଧ ମିଶାଇ ସ୍ତ୍ରୀଙ୍କୁ ଦେଲେ ଖାଇବାକୁ, ଆଉ ନିଜ ସାଙ୍ଗଙ୍କ ସହ ମିଶି କଲେ…
ଭୋପାଳ,୧୭।୯: ମଧ୍ୟପ୍ରଦେଶର ଛତରପୁରରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ କଳଙ୍କିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ମୋମୋରେ ଏକ ନିଶାଦ୍ରବ୍ୟ ମିଶାଇ ତା’ପରେ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରିଛନ୍ତି। ପୀଡିତାଙ୍କ ବୟାନକୁ ଆଧାର କରି…
Archives


