Home Left

JEE ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ, ରଜିତ୍‌ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ,୨ା୬: JEE ଆଡଭାନ୍ସଡ ରେଜଲ୍ଟ ୨୦୨୫ ସୋମବାର ପ୍ରକାଶ ପାଇଛି। IIT ଦିଲ୍ଲୀ ଜୋନ୍‌ର ରଜିତ୍‌ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରଜିତ୍‌ ୩୬୦ ମାର୍କରୁ ୩୩୨ ମାର୍କ ପାଇ କମନ ରାଙ୍କ ଲିଷ୍ଟ (CRL)ରେ ଶୀର୍ଷ ସ୍ଥାନ...

ଭାରତ ସହ ବିବାଦ ମଧ୍ୟରେ ପାକିସ୍ତାନର ବଡ଼ ଚାଲ୍‌, ଏୟାରବେସ୍‌ରେ ମୁତୟନ କଲା…

ଇସଲାମବାଦ,୨।୬: ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଦୁଇଥର ଧକ୍କା ଖାଇଛି। ଗୋଟିଏ ପଟେ ଭାରତ ଅପରେଶନ ସିନ୍ଦୂର ପରେ ହୋଇଥିବା ସାମରିକ ସଂଘର୍ଷରେ ତା’ର ପିଠି ଭାଙ୍ଗି ଦେଇଛି, ଅନ୍ୟପଟେ ଏହା ତାର ଆଭ୍ୟନ୍ତରୀଣ ସମସ୍ୟା। ପାକିସ୍ତାନର ଆବେଦନ...

IPLରେ ଐତିହାସିକ ରେକର୍ଡ କଲେ ଶ୍ରେୟସ ଆୟର: ଏକମାତ୍ର ଖେଳାଳି ଭାବେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୨।୬: IPL-2025 ରେ କ୍ୱାଲିଫାୟର-୨ ଖେଳାଯାଇଥିଲା। ଏଥିରେ ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ପଞ୍ଜାବ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ପୂର୍ବରୁ ୨୦୧୪ ମସିହାରେ ଦଳ ଟାଇଟଲ ମ୍ୟାଚ ଖେଳିଥିଲା। ଏହି ସିଜିନର...

‘ହଁ ମୁଁ ଦୋଷୀ…’, IPLରୁ ବାହାରିବା ପରେ କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ,୨।୬: IPL ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ସହିତ ମୁକାବିଲା କରିଥିଲା। ଏହି ମ୍ୟାଚରେ ଶ୍ରେୟସ ଆୟରଙ୍କ ୮୭ ରନର ଅପରାଜିତ ଇନିଂସ ଆଧାରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇକୁ ୫ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ବିଜୟ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବନ୍ଧା ହେଲେ ସ୍ବାମୀ-ଶ୍ୱଶୁର

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି):ଗତ ମେ ମାସ ୨୯ରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ହଟିଛି l ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି।...

ଆଇପିଏଲ ଫାଇନାଲ ଜିତିଯିବ ପଞ୍ଜାବ କିଙ୍ଗ୍ସ! ଅନେଇ ରହିଯିବ RCB

ନୂଆଦିଲ୍ଲୀ,୨।୬: ଗତ ୧୭ ସିଜିନ ଧରି IPL ଟାଇଟଲ ଜିତିପାରିନଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଚାମ୍ପିଅନ ହେବାର ଦ୍ୱାରଦେଶରେ ଅଛି। IPL 2025ରେ, ରଜତ ପତିଦାରଙ୍କ ନେତୃତ୍ୱରେ ଏହି ଦଳ ଦୃଢ଼ ପ୍ରଦର୍ଶନ ସହିତ ଫାଇନାଲରେ...

IPL 2025:ଶ୍ରେୟସ ଆୟରଙ୍କ ଉପରେ ବଡ଼ ଆକ୍ସନ ନେଲା BCCI, ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨।୬: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ପଞ୍ଜାବ କିଙ୍ଗ୍ସ ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦଳ ୨୦୩ ରନ କରିଥିଲା। ଆୟରଙ୍କ ଅଧିନାୟକତ୍ୱ ଇନିଂସ ସହାୟତାରେ, ପଞ୍ଜାବ...

ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍‌ଭାବେ ଚାଲିପାରୁଛନ୍ତି, ନା ଠିକ୍‌ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ...

କାହିଁକି ଭାଙ୍ଗି ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପଡ଼ିଆ ମଝିରେ କାନ୍ଦି କାନ୍ଦି ବେହାଲ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୬: ଜୁନ ୧ ରାତି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଅନ୍ଧକାର ରାତି ଥିଲା। ବର୍ଷା ଯୋଗୁଁ IPL ୨୦୨୫ କ୍ୱାଲିଫାୟର-୨ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚରେ ମୁମ୍ବାଇ ପଞ୍ଜାବକୁ ୨୦୪ ରନର ଟାର୍ଗେଟ ଦେଇଥିଲା, ସେଠାରେ ଶ୍ରେୟସ...

ସମୁଦ୍ର ତଳେ ଭୟାନକ ଦୁନିଆ, ପାଣିରେ ପହଁରୁଛି ୬୦୦୦ କଙ୍କାଳ! ଦେଖଇଲେ ଥରି ଉଠିବେ…

ଯେପରି ମହାକାଶରେ ଅନେକ ରହସ୍ୟ ଲୁଚି ରହିଛି, ସେହିପରି ସମୁଦ୍ରର ଗଭୀରତା ମଧ୍ୟ ଏପରି ଅନେକ ରହସ୍ୟ ରଖିଛି, ଯାହା ବିଷୟରେ ଆମେ ମଣିଷମାନେ ମଧ୍ୟ ଅଜଣା। ଇଣ୍ଡୋନେସିଆରେ ସମୁଦ୍ର ଭିତରେ କିଛି ଫୁଟ ଗଭୀରରେ ସମାନ ଏକ ରହସ୍ୟମୟ...

ଆତଙ୍କବାଦୀ ଆକ୍ରମଣରେ ଥରିଉଠିଲା ଆମେରିକା, ଅନେକ ମୃତାହତ ଆଶଙ୍କା

କଲରାଡୋ,୨।୬: ଆମେରିକାର କଲୋରାଡୋରେ ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ଦୃଷ୍ଟିରୁ ପଶ୍ଚିମରେ ବ୍ରଡୱେ, ଉତ୍ତରରେ ପାଇନ ଷ୍ଟ୍ରିଟ, ପୂର୍ବରେ ୧୬ ତମ ଷ୍ଟ୍ରିଟ ଏବଂ ଦକ୍ଷିଣରେ ୱାଲନଟ ଷ୍ଟ୍ରିଟଠାରୁ ସମଗ୍ର ଅଞ୍ଚଳକୁ ଖାଲି କରିଦିଆଯାଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ବୋଲ୍ଡରର...

ୟୁକ୍ରେନର ବଡ଼ ଆଟାକ୍‌ ପରେ ରାଗିଗଲା ରୁଷିଆ, ପୁଟିନ୍‌ କଲେ ବଡ଼ ଘୋଷଣା!

ମସ୍କୋ,୨।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହାରି ଭିତରେ ୟୁକ୍ରେନ ଡ୍ରୋନ ସାହାଯ୍ୟରେ ରୁଷ ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଏହା ପାଞ୍ଚଟି ରୁଷୀୟ ଏୟାରବେସ ନଷ୍ଟ କରିଛି। ଦାବି କରାଯାଉଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri