Home Left

ପୁଣି ସିଟ୍‌କୁ ଫେରିଲେ ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୨।୩: ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଲୋକସଭା ବାଚସ୍ପତି ଆସନରେ ବସିଛନ୍ତି ଓମ୍‌ ବିର୍ଲା। ଏହି ଅବସରରେ ବାଚସ୍ପତି ବିରୋଧୀଙ୍କ ପ୍ରତିଟି ଅଭିଯୋଗର ଉତ୍ତର ରଖିଛନ୍ତି। ଗୃହର କୌଣସି ସଦସ୍ୟ ନିୟମ ଊଦ୍ଧର୍‌ବରେ ନୁହଁନ୍ତି ବୋଲି କହିବା ସହ ଗୃହ କାର୍ଯ୍ୟକୁ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ବୃକ୍ଷଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି। ସେ ହେଲେ ବ୍ରହ୍ମପୁରର ଏକ ସରକାରୀ…

୧୭ ବର୍ଷ ଧରି ଦୁଇ ଦୁଇଟି ସରକାରୀ ଚାକିରି କରୁଥିଲେ ବ୍ୟକ୍ତି, ମିଳୁଥିଲା ଡବଲ ଦରମା, ପର୍ଦ୍ଦାଫାଶ ହେଲା ପରେ…

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ବାରବାଙ୍କି ଏବଂ ପ୍ରତାପଗଡ଼ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇର ଘଟଣା ସାମ୍ନାକୁ ଆସିଛି। ଜୟପ୍ରକାଶ ସିଂହ ନାମକ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ଭିନ୍ନ ସରକାରୀ ବିଭାଗରେ ଚାକିରି ପାଇବା ପାଇଁ ଜାଲ କାଗଜପତ୍ର ବ୍ୟବହାର କରିଥିଲେ।…

ଯୁଦ୍ଧ ଟେନଶନ ଭିତରେ ବଢିବ କି ପେଟ୍ରୋଲ ଦର? ସରକାର ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଅଶୋଧିତ ତୈଳ ଦର ଆକାଶଛୁଆଁ ହେଉଛି, ଯାହା ଫଳରେ ଭାରତରେ ସାଧାରଣ ଜନତା ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି…

କେଉଁ ପ୍ରକାର ସଙ୍କେତ? ନୀଳଚକ୍ରରୁ ଛିଣ୍ଡିଗଲା ବାନା, ବଡ଼ ବିପଦ….

ପୁରୀ,୧୨।୩( ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା ମାଳମାଳ ମାନସିକ ବାନା ଛିଣ୍ଡିଯାଇଛି । ଯାହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ…

ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ପ୍ରସ୍ତାବ ମଞ୍ଜୁରୀ, ନିଷ୍ପତ୍ତି ପଛର କାରଣ…

ଡେରାଡୁନ,୧୨ା୩: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ଉତ୍ତରାଖଣ୍ଡରେ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ୪୭ଟି ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି। ଯେଉଁଥିରେ ବଦ୍ରିନାଥ ଏବଂ କେଦାରନାଥ ମଧ୍ୟ ଅନ୍ତର୍ଭୁକ୍ତ। BKTC ସଭାପତି ହେମନ୍ତ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଖରାପ ଖବର ଆସିଛି। ଏହି ଯୁଦ୍ଧରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଓମାନ ଉପକୂଳରେ ଇରାନ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ଏବେ, ଇରାକରେ ହୋଇଥିବା…

ସ୍ତ୍ରୀ ଏବଂ ଝିଅଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସ୍ବାମୀ, କାରଣ ଜାଣିଲେ ଥରି ଉଠିବ….

ଜୟପୁର,୧୨।୩: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବିଚୁନ୍ ଗାଁରେ ଜଣେ ବ୍ୟକ୍ତି ଘରୋଇ କଳହକୁ ନେଇ ତାଙ୍କ ସ୍ତ୍ରୀ ଏବଂ ନିର୍ଦ୍ଦୋଷ ଝିଅକୁ ଖଣ୍ଡାରେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏହି ଘଟଣା ଗାଁରେ…

ଇରାନକୁ ଖୋଲା ଚ୍ୟାଲେଞ୍ଜ ଦେଲା ପାକିସ୍ତାନ. ଚାଇନା-ରୁଷିଆକୁ ଦେଲା ଚକ୍‌ମା!

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି । ବାହାରିନ ନେତୃତ୍ବରେ ଏହି ପ୍ରସ୍ତାବରେ ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ସାମ୍ପ୍ରତିକ କ୍ଷେପଣାସ୍ତ୍ର ଓ…

BCCI Awards: ଶୁଭମନ ଗିଲ୍ ହେଲେ ଶ୍ରେଷ୍ଠ କ୍ରିକେଟର, ରାହୁଲ ଦ୍ରାବିଡ…..

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଟିମ୍ ଖୁବ୍ ଶୀଘ୍ର ସମ୍ମାନିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ଟ୍ରଫି ଜିତିଥିଲା। ତଥାପି, ଏଥର ବିଶ୍ୱକପ୍ ଜିତିବା ପରେ…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ତାଙ୍କ ଅନୁସାରେ, ଗିଲ୍‌ଙ୍କ ପାଇଁ ଭାରତୀୟ ଟି-୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri