୨ ନାବାଳକ ପୁଅକୁ ସ୍କୁଲ ଆଣିବାକୁ ଯାଇଥିଲେ ବାପା: ଜଙ୍ଗଲରେ ପିଆଇଦେଲେ ବିଷ
ଅନୁଗୋଳ,୧୯।୯: ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ। ୧୨ ଓ ୮ ବର୍ଷର ନାବାଳକ ପୁଅ ଅସୁସ୍ଥ ହୋଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…
ବିଜେଡିର ବଡ଼ ନେତାଙ୍କୁ ଉଠାଇନେଲା EOW, ରାଜ୍ୟ ରାଜନୀତିରେ ଚହଳ
କଟକ, ୧୯।୯: ବିଜେଡିର ବଡ଼ ନେତାଙ୍କୁ ଉଠାଇ ନେଇଛି EOW। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ…
ସେପ୍ଟେମ୍ବର ୨୨ରୁ ଶସ୍ତା ହୋଇଯିବ LPG ସିଲିଣ୍ଡର? ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୧୯।୯: ସାମ୍ପ୍ରତିକ ଜିଏସଟି ପରିଷଦ ବୈଠକ ପରେ, ଜିଏସଟି ହାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହା ଫଳରେ ସାମ୍ପୁ, ସାବୁନ, ଶିଶୁ ଉତ୍ପାଦ, ସୱାସ୍ଥ୍ୟ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଶସ୍ତା ହେବ। ଏବେ…
ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ୨ଟା ଗୁପଚୁପ ପାଇଁ ବିଚ ରାସ୍ତାରେ ମହିଳାଙ୍କ ହାଇଭୋଲଟେଜ ଡ୍ରାମା, ଜାମ ହେଲା ଟ୍ରାଫିକ, ଦେଖନ୍ତୁ ଭିଡିଓ
ଭଦୋଦରା,୧୯।୯: ଗୁଜୁରାଟ ଭଦୋଦରାର ଏକ ଘଟଣା ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ସୃଷ୍ଟି କରିଛି। ଏହା ପୋଲିସ ଏବଂ ପଥଚାରୀଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରିଛି। ଦୁଇଟି କମ ପାଣିପୁରୀ ବା ଗୁପଚୁପ ପାଇବାକୁ ନେଇ ଜଣେ ମହିଳା ବିକ୍ରେତାଙ୍କ…
ଦେବାଶିଷଙ୍କୁ ଏଭଳି କହି ଟାର୍ଗେଟ୍ କଲେ କଟକ ମେୟର
କଟକ,୧୯।୯: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି ମେୟର କହିଛନ୍ତି। ଦେବାଶିଷ କେତେବେଳେ କେଉଁ ଅବସ୍ଥାରେ ଥାଆନ୍ତି, କ’ଣ କୁହନ୍ତି ସେ…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ବିଦ୍ୟାଳୟରେ ନୂଆ ନିୟମ, ମାନିବାକୁ…
ଭୁବନେଶ୍ୱର,୧୯।୯: ବିଦ୍ୟାଳୟରେ ଭଗବତ୍ ଗୀତାର ଶ୍ଳୋକଗାନ କରିବେ ଛାତ୍ରଛାତ୍ରୀ। ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଭଗବତତ୍ ଗୀତାର ଶ୍ଳୋକଗାନ କରିବେ। ଏ ନେଇ ପ୍ରସ୍ତାବ ରଖାଯାଇଥି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବିଧାୟକ ସିଂତାଶୁ ମହାପାତ୍ରଙ୍କ ପ୍ରଶ୍ନରେ…
ଋଷିକୂଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ଦାବି
ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୁଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ନିମନ୍ତେ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଧୀନ ପ୍ରୟାଗୀ, କଲରାବାଡ଼ି, ସିଦ୍ଧାନ୍ତନଗର, ପୋଡମପେଟା, କଣ୍ଟିଆଗଡ଼, ଗୋଖରକୁଦା,…
ଜନଧନ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ବର ୩୦ରେ ବନ୍ଦ ହୋଇଯିବ…
ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ୧୦ ବର୍ଷ ପୂରଣ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପରେ ପ୍ରତିବର୍ଷ KYC (Know Your Customer) ବାଧ୍ୟତାମୂଳକ। ତେଣୁ, ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ…
ପରସ୍ପରକୁ ଭେଟିବେ ମୋଦି-ଟ୍ରମ୍ପ! କେବେ ଆଉ କେଉଁଠି ହେବ ଦେଖା? ଜାଣନ୍ତୁ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୯: ଶୁଳ୍କ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସମ୍ଭବ ହୋଇପାରେ କି? ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଭାରତ-ଆମେରିକା ସମ୍ପର୍କକୁ ପୁନର୍ବାର ସ୍ଥାପନ କରିବ କି? ଏମିତି ଅନେକ ପ୍ରଶ୍ନ,…
ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଦଶହରାରେ ୧୭ଦିନ ଛୁଟି ରହିବ ସ୍କୁଲ!
ନୂଆଦିଲ୍ଲୀ,୧୯।୯: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ଦଶହରାରେ ମିଳିବ ୧୭ଦିନର ଛୁଟି! ଏନେଇ ରାଜ୍ୟ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଦଶହରା ସମୟରେ ସ୍କୁଲ ବନ୍ଦ ରହିବ। ଦଶହରା ଛୁଟି ସମୟରେ କର୍ନାଟକ, ତେଲେଙ୍ଗାନା…
ଆରବ ଦେଶ ପାଇଁ ଦୁଆର ଖୋଲା, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୯।୯: ସାଉଦି ଆରବ ସହିତ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ ଭବିଷ୍ୟତରେ ଅଧିକ ଆରବ ଦେଶ ଏହି ଚୁକ୍ତିରେ ସାମିଲ ହୋଇପାରିବେ। ସେ କହିଛନ୍ତି ଯେ ଯଦି ଆରବ ଦେଶମାନେ ଏପରି…
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ବାସ୍ଥ୍ୟସେବା
ବରଗଡ଼,୧୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗୁରୁବାର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ହଠାତ୍ ବ୍ୟବହୃତ ମେଶିନ ଅଚଳ ହୋଇପଡ଼ିଥିଲା। ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ସଂଗଠନ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ…
Archives


