ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ କୃଷି ବିରୋଧୀ ନୀତି ଯୋଗୁ…
ଦିଗପହଣ୍ଡି,୨୨ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିଠାରେ ଓଡିଶା କୃଷକ ସଭାର ଅଷ୍ଟାଦଶ ଗଞ୍ଜାମ ଜିଲା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବଜାର ସାହି ଗୁଣ୍ଡିଚା ମନ୍ଦିର ଛକ ସଭାସ୍ଥଳରେ ପହଞ୍ଚତ୍ଥିଲା। କୃଷକ…
ବିବାହର ଏକ ବର୍ଷ ମଧ୍ୟରେ ୫ କୋଟି କ୍ଷତିପୂରଣ ଦାବି: ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଗୁରୁବାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଜଣେ ମହିଳାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି, ଯିଏ ମାତ୍ର ଏକ ବର୍ଷର ବିବାହକୁ ଶେଷ କରିବା ପାଇଁ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଚାରପତି ପର୍ଦିୱାଲାଙ୍କ…
ନବରାତ୍ରି ପାଇଁ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ: ଶୈଳିପୁତ୍ରି ବେଶରେ ଦର୍ଶନଦେଲେ ଦୁଇଭଉଣୀ
ପୁରୁଷୋତ୍ତମପୁର,୨୨।୯(ସୀମାଞ୍ଚଳମିଶ୍ର): ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର…
ଆଇନଜୀବୀ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଗଞ୍ଜାମ , ୨୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକି (ମିଟୁ ସାର )ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଥିଲା । ସ୍ବର୍ଗତ ବାରିକଙ୍କ…
ଧରିତ୍ରୀ ପ୍ରଭାବ: ଖାଲ ଢିପ ରାସ୍ତାକୁ ପିଚୁ ପକାଇ ମରାମତି କଲା ପ୍ରଶାସନ
ଗଞ୍ଜାମ,୨୨।୯(ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସହର ବିଭିନ୍ନ ଗଲି ରାସ୍ତା ସହ ତ୍ରିବେଣୀ ମଠ ଛକ ଠାରୁ ବଡ଼…
ଅବସରରୁ ଫେରିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର; ପାକିସ୍ତାନ ଗସ୍ତ ପାଇଁ ତିନି ଅଧିନାୟକ ଘୋଷଣା
ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍-ରକ୍ଷକ କ୍ୱିଣ୍ଟନ ଡି’କକ୍ ୨୦୨୩ ଦିନିକିଆ ବିଶ୍ୱକପ ପରେ ଅବସର ନେଇଥିବା ଦିନିକିଆ କ୍ରିକେଟ୍ରୁ ଦୁଇ ବର୍ଷ ପରେ ଫେରିବାକୁ ପ୍ରସ୍ତୁତ। ସୋମବାର ପାକିସ୍ତାନ ଗସ୍ତ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକାର ଦିନିକିଆ ଓ ଟି-୨୦…
୨୮ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା, ଆସନ୍ତାକାଲି ପାଇଁ ଏହି ୨ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି
ଭୁବନେଶ୍ୱର,୨୨।୯: ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।…
+୨ କରିଥିଲେ ସୁବର୍ଣ୍ଣ ସୁଯୋଗ: ବିନା ପରୀକ୍ଷାରେ ସିଧାସଳଖ ଭର୍ତ୍ତି, ମାସିକ ଦରମା ୩୦ ହଜାର
ନୂଆଦିଲ୍ଲୀ,୨୨।୯: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ର ସଲିଡ ଷ୍ଟେଟ ଫିଜିକ୍ସ ଲାବୋରେଟୋରୀ (SSPL) ନିଯୁକ୍ତି ଘୋଷଣା କରିଛି, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ଲମ୍ବା…
ଡାଇବେଟିସ୍ ରୋଗୀଙ୍କ ପାଇଁ ବରଦାନ ଗାଜର, ନିୟନ୍ତ୍ରଣରେ ବି ରହିବ ବ୍ଲଡ୍ପ୍ରେସର
ଗାଜର ଆମ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ସ, ଫାଇବର୍ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରିହୋଇ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ତେବେ ଏହାର ଆଉ…
ଶୁଣ୍ଢରେ ଟେକି ଯୁବକଙ୍କୁ କଚାଡ଼ିଲା ହାତୀ…
କେନ୍ଦୁଝର,୨୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନାୟାକୋଟ ଥାନା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଦଅଁଳା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କ ପୁଅ ସୁନିଆଁ ମୁଣ୍ଡା(୨୫)। ମିଳିଥିବା ସୂଚନା ମୁତାବକ,…
ଅନାସ୍ଥା ନୋଟିସ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ, ଗାନ୍ଧିମୂର୍ତ୍ତି ତଳେ ଦେଲେ ଧାରଣା
ଭୁବନେଶ୍ୱର,୨୨।୯: ଅନାସ୍ଥା ନୋଟିସ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ। କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ଭାଜପା, ବିଜେଡି ମିଶିକି ଗୃହକୁ…
ସାର ପାଇଁ ଲୋକଙ୍କ ଲମ୍ବା ଲାଇନ୍: କାଏମା-ଜାରକାକୁ ସଂଯୋଗ କରୁଥିବା ରାସ୍ତା ଜାମ
ଧର୍ମଶାଳା,୨୨।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଭୟପୁର ପ୍ରାଥମିକ କୃଷି ସମବାୟ ସମିତିଠାରେ ସୋମବାର ସାର ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ରବିବାର ଛୁଟି ଥିବାବେଳେ ସୋମବାର ସକାଳୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ଲୋକେ…
Archives


