Home Left

୯/୧୧ ପୀଡିତଙ୍କ ଚିକିତ୍ସା କରିଥିବା ଡାକ୍ତର ଆନନ୍ଦଙ୍କୁ ୧୪ ବର୍ଷ ଜେଲଦଣ୍ଡ, କାରଣ ଜାଣିଲେ ଆଶ୍ଚର୍ଯ ଲାଗିବ

ନୂଆଦିଲ୍ଲୀ,୨୬।୯: ଆମେରିକାରେ, ୪୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀଲ କେ. ଆନନ୍ଦଙ୍କୁ ସ୍ବାସ୍ଥ୍ୟ ବୀମା ଠକେଇ ପାଇଁ ୧୪ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। ପେନସିଲଭାନିଆର ଏହି ଡାକ୍ତର ରୋଗୀଙ୍କୁ ଅଯଥା ଔଷଧ ପୂର୍ବରୁ ଲେଖି ବୀମା କମ୍ପାନୀଗୁଡ଼ିକୁ ୨.୪…

ସ୍ମୃତିରେ ରହିଯିବ ଶତ୍ରୁଙ୍କ ଛାତି ଥରାଇ ଦେଉଥିବା MiG-21

ନୂଆଦିଲ୍ଲୀ,୨୬।୯: ଦଶନ୍ଧି ଧରି ଭାରତୀୟ ବାୟୁସେନାର ସବୁଠାରୁ ଭୟଙ୍କର ଯୁଦ୍ଧ ବିମାନ MiG-21, ଶୁକ୍ରବାର ସେପ୍ଟେମ୍ବର ୨୬ ତାରିଖରେ ଅବସର ନେଉଛି। ଏହା ଭାରତର ପ୍ରଥମ ସୁପରସୋନିକ ଯୁଦ୍ଧ ବିମାନ ଥିଲା, ଯାହା ୧୯୬୫, ୧୯୭୧ ଏବଂ ୧୯୯୯ ଯୁଦ୍ଧରେ ପାକିସ୍ତାନୀମାନଙ୍କୁ…

ପାକିସ୍ତାନର ଅସଲ ସ୍ଥାନ କେଉଁଠି ତାହା ଦେଖାଇଦେଲେ ଟ୍ରମ୍ପ, ଅପେକ୍ଷା କରାଇଲେ ହେଲେ…

ଓ୍ବାଶିଂଟନ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନର ଓଭାଲ ଅଫିସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ (COAS) ଅସୀମ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି। ତଥାପି, ହ୍ବାଇଟ ହାଉସ ବୈଠକର କୌଣସି ସରକାରୀ ଫଟୋ କିମ୍ବା ଭିଡିଓ…

ମହିଳାଙ୍କୁ ମୋଦିଙ୍କ ବଡ଼ ଉପହାର, ଖାତାକୁ ଯିବ ୧୦ ହଜାର ଟଙ୍କା

ପାଟନା,୨୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜ୍ୟରେ ନିରନ୍ତର ବିକାଶମୂଳକ ପ୍ରକଳ୍ପ ଘୋଷଣା କରୁଛନ୍ତି। ଏହି ସମୟରେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ସେ ଏହି ଯୋଜନାର…

ଶୋଇଥିଲେ ସାନ ଭାଇ ଗଳା କାଟିଦେଲେ ବଡ଼: ଆଉ ତା’ପରେ…

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବବକରପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବଡ଼ ଭାଇ ମାରଣାସ୍ତ୍ର ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ନେଇଥିଲେ।…

ବିକାଶ ଅପେକ୍ଷାରେ ବତିଘର ପଞ୍ଚାୟତ:ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରୁଛି ରାସ୍ତା ସମସ୍ୟା

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ):ପୂର୍ବ ଉପକୂଳର ପ୍ରଥମ ଲାଇଟ ହାଉସ କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ହୋଇଥିଲା। ଏହାର ପାରିପାର୍ଶ୍ୱିକ ଉନ୍ନତି ସମ୍ପର୍କରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ବିଧାନସଭାରେ ପ୍ରଶ୍ନ…

ନାଗ ସହ ଖେଳୁଥିଲେ ସାପ ଧରାଳୀ: ଜିଭକୁ ମାରିଲା ଚୋଟ, ଆଉ ତା’ପରେ ଘଟିଗଲା…

ବଲାଙ୍ଗୀର,୨୬।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପ ଚୋଟରେ ଜଣେ ସାପ ଧରାଳୀଙ୍କ ଜୀବନ ଯାଇଛି। ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା। ସୂଚନାଯୋଗ୍ୟ, ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ…

ଫାଇନାଲ ପୂର୍ବରୁ ଭାରତର ‘ନାକ କଟିଲା’: ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୬।୯: ୨୦୨୫ ଏସିଆ କପ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଅଭିଯୋଗର ଶୁଣାଣି ଶେଷ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଭିଯୋଗ ପରେ ଆଇସିସି ଏହି ପ୍ରକ୍ରିୟା ଆରମ୍ଭ କରିଥିଲା। ୧୪ ସେପ୍ଟେମ୍ବରରେ ପାକିସ୍ତାନ…

ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ତିନି ଗୁରୁତର

ଧର୍ମଶାଳା ୨୬।୯(ଶିବପ୍ରସାଦ ମହାନ୍ତି) ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ବାଲେଶରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନିଜଣ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ଓ…

“ମୋ ଉପରେ ଥିଲା ଶାଗୁଣା ପରି ନଜର”, ବାବାଙ୍କ ବିରୋଧରେ ୨୦୧୬ରେ ମାମଲା କରିଥିଲେ ମହିଳା

ନୂଆଦିଲ୍ଲୀ,୨୬ା୯: ୨୦୧୬ରେ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀ ବା ସ୍ୱାମୀ ପାର୍ଥସାରଥୀ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ବାବାଙ୍କର “ଶାଗୁଣା ପରି ନଜର” ତାଙ୍କ ଉପରେ ଥିଲା। ୬୨ ବର୍ଷୀୟ ଚୈତନ୍ୟାନନ୍ଦ,…

ଜଳସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ବେଖାତିର

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ତିଖାଳିଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ୍‌ ବିସ୍ଥାପିତ ନାମରେ କେଳେଙ୍କାରି ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କୋମନା ବ୍ଲକ ବେଲଗଁା, ହରିପୁର, ଲମ୍ବିପାଣି, କାଳିମାଟି,…

ଓଡ଼ିଶାକୁ ଦେଶର ଶୀର୍ଷ ତିନି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ପହଞ୍ଚାଇବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨୬।୯: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟବାସୀଙ୍କୁ ଓଡ଼ିଶାକୁ ଦେଶର ଶୀର୍ଷ ତିନି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଅଂଶଗ୍ରହଣ କରି ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri