Home Left

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଜି ଆକାଉଣ୍ଟକୁ ଆସିବ ଦରମା

ଭୁବନେଶ୍ୱର, ୨୬।୯: ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର।  ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳିବ। ଦଶହରା ପରି ପାର୍ବଣ…

ଗାହାକିଆ ଠାରୁ ଗସାପାଙ୍ଗା ଭୂସ୍ଖଳନ ଘଟଣା: ମରାମତି ଜୋରଦା,ର ରାସ୍ତାରୁ ହଟିଲା…

ଦାରିଙ୍ଗବାଡି,୨୬।୯ (ଅରୁଣ ସାହୁ):ଗାହାକିଆ ଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟଣା ଖବର ପ୍ରକାଶିତ ପରେ ରାସ୍ତା ମରାମତି କରାଯିବା ସହ ରାସ୍ତା ଉପରେ ପଡିଥିବା ବଡ଼ବଡ଼ ପଥରକୁ ହଟାଯାଇ ଯାତାୟାତ ସ୍ବଭାବିକ କରାଯାଇଛିା ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ…

ଗିରଫ ହେଲେ ଓ୍ବାଙ୍ଗଚୁକ, ଏନଜିଓ ଲାଇସେନ୍ସ ବାତିଲ ନେଇ ସରକାରଙ୍କୁ ଦେଇଥିଲେ ଚେତାବନୀ

ଲଦାଖ,୨୬।୯: ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଲଦାଖରେ ସମ୍ପ୍ରତି ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୮୦ରୁ ଅଧିକ ଆହତ ହୋଇଥିବା…

ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ସଚ୍ଛତା ହିଁ ସେବା ୨୦୨୫ ପକ୍ଷ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ମୋଦିଙ୍କ ସହ କିଏ ସେହି ମହିଳା IAS ଯାହାଙ୍କୁ ନେଇ ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ,୨୬।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶର ପାପୁମପାରେ ଜିଲାରେ ଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଲୋକପ୍ରିୟ IAS ଅଧିକାରୀ ବିଶାଖା ଯାଦବ ସ୍ବାଗତ କରିଥିଲେ। ଏହି ଅଭିବାଦନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। IAS…

ରୌଫ, ସାହିବଜାଦାଙ୍କ ବିରୋଧରେ ବିସିସିଆଇ ଆଣିଲା ବଡ଼ ଅଭିଯୋଗ

ଦୁବାଇ,୨୬ା୯: ଗତ ରବିବାର ଭାରତ ବିପକ୍ଷ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ବେଳେ ଉସୁକାଇବା ଭଳି ବ୍ୟବହାର ଲାଗି ପାକିସ୍ତାନର ହାରିସ ରୌଫ ଓ ସାହିବଜାଦା ଫର୍ହାନଙ୍କ ବିରୋଧରେ ଭାରତ ପକ୍ଷରୁ ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଛି। ଯଦି…

ମାସକୁ କେତେ ଥର କରାଯାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଜାଣନ୍ତୁ କେମିତି ହୁଏ

ନୂଆଦିଲ୍ଲୀ,୨୬।୯: ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କେବଳ ବ୍ୟକ୍ତିଗତ ନୁହେଁ, ବରଂ ଜାତୀୟ ଗୁରୁତ୍ୱର ବିଷୟ ବୋଲି ବିବେଚନା କରାଯାଏ। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପ୍ରାୟତଃ କଡ଼ାକଡ଼ି ଭାବରେ ତଦାରଖ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ବ୍ୟବଧାନରେ ନିୟମିତ…

ବଢୁଛି ବନ୍ୟା ଭୟ, ମୁଣ୍ଡୁଳି ଛୁଇଁଲା ହୀରାକୁଦ ପାଣି

ଭୁବନେଶ୍ୱର,୨୬।୯: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଫଳରେ ପ୍ରାୟ ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏପଟେ ହୀରାକୁଦର ୨୦ଟି ଗେଟ ଖୋଲାଥିବାରୁ ଏବେ ମହାନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ମୁଣ୍ଡୁଳିରେ ହୀରାକୁଦ ପାଣି ପହଞ୍ଚିବା ଫଳରେ ତଳିଆ…

କଳିଙ୍ଗାଘାଟିରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ: ରାଜସ୍ଥାନରୁ ଆସିବେ ବିଶେଷଜ୍ଞ ଟିମ୍‌

ଜି ଉଦୟଗିରି, ୨୬/୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଭୁସ୍ଖଳନ ଘଟିଥିବା କଳିଙ୍ଗା ଘାଟିରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଶୁକ୍ରବାର ସିମେଣ୍ଟ କଂକ୍ରିଟ ପକାଯାଉଛି । ଉଭୟପଟକୁ ରାସ୍ତା ସଂଯୋଗ ହୋଇ ଠିକା ସଂସ୍ଥାର ରାସ୍ତା ତିଆରି…

୨୭ରେ ଓଡ଼ିଶା ଆସିବେ ମୋଦି: ସ୍ଥିତି ପରଖୁଛନ୍ତି ଡିଜି

ଝାରସୁଗୁଡା, ୨୬।୯(ଆଶିଷ ରଞ୍ଜନ ଦାଶ): ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡାରେ ରାଜ୍ୟ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଆଜି ସୁରକ୍ଷା ବିଷୟକୁ…

ମାଆବାପାଙ୍କୁ ଭୁଲିଗଲେ! ନୂଆ ଦଳ ଗଢିଲେ ତେଜ ପ୍ରତାପ କହିଲେ, ଏହା ଆଣିବ ସମ୍ପୂର୍ଣ୍ଣ ପରିବର୍ତ୍ତନ

ପାଟନା,୨୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (ପୂର୍ବ ଟୁଇଟର) ରେ ଏକ ପୋଷ୍ଟରେ ଏହି ସୂଚନା ଶେୟାର…

୯/୧୧ ପୀଡିତଙ୍କ ଚିକିତ୍ସା କରିଥିବା ଡାକ୍ତର ଆନନ୍ଦଙ୍କୁ ୧୪ ବର୍ଷ ଜେଲଦଣ୍ଡ, କାରଣ ଜାଣିଲେ ଆଶ୍ଚର୍ଯ ଲାଗିବ

ନୂଆଦିଲ୍ଲୀ,୨୬।୯: ଆମେରିକାରେ, ୪୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀଲ କେ. ଆନନ୍ଦଙ୍କୁ ସ୍ବାସ୍ଥ୍ୟ ବୀମା ଠକେଇ ପାଇଁ ୧୪ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। ପେନସିଲଭାନିଆର ଏହି ଡାକ୍ତର ରୋଗୀଙ୍କୁ ଅଯଥା ଔଷଧ ପୂର୍ବରୁ ଲେଖି ବୀମା କମ୍ପାନୀଗୁଡ଼ିକୁ ୨.୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri