ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ
ଦୁବାଇ,୨୬।୯: ଏସିଆ କପ୍ରେ ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ…
ବ୍ରାହ୍ମଣୀଗାଁରେ ଆର୍ଏସଏସର ୧୦୦ ବର୍ଷ ପୁର୍ତ୍ତି ପାଳନ
ବ୍ରାହ୍ମଣୀଗାଁ,୨୬।୯( ମନୋରଞ୍ଜନ ରଣା ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘସ୍ର ୧୦୦ ବର୍ଷ ପୂର୍ତ୍ତି ଅବସର ଭାରତର କୋଣ ଅନୁକୋଣରେ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ବ୍ରାହ୍ମଣୀଗାଁରେ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଛି…
ସରକାରଙ୍କ ବଡ଼ ଘୋଷଣା, ୫ଦିନ ସ୍କୁଲ-କଲେଜ, ଅଫିସ ଛୁଟି!
ନୂଆଦିଲ୍ଲୀ,୨୬।୯: ସରକାରଙ୍କ ବଡ଼ ଘୋଷଣା। ଦଶହରା ସହ ଏବେ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ଘୋଷଣା ହୋଇଛି । ଏଥିରେ ସବୁ ସ୍କୁଲ-କଲେଜ ଓ ଅଫିସ ଛୁଟି ରହିବ। ତେବେ ଅକ୍ଚୋବର ୩ର ଆଉ ଗୋଟିଏ ଦିନ ଛୁଟି ଦେବାକୁ ଅନୁରୋଧ…
ଅଧ୍ୟୟନ ପାଇଁ ଦାରିଙ୍ଗବାଡିକୁ ବାଛୁଛନ୍ତି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ଲାଗି ଆସୁଛନ୍ତି ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ। ସେମାନେ ଏସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଦାରିଙ୍ଗବାଡିର ଦୁର୍ଗମ ଓ ଅପହଞ୍ଚ ଗ୍ରାମକୁ ବାଛୁଛନ୍ତି। ବେଙ୍ଗୁଲୁରରେ ଏଭଳି ଏକ ବିଶ୍ୱବିଦ୍ୟାଳୟ…
ଭାଜପା ପକ୍ଷରୁ ସେବାପକ୍ଷ ପାଳିତ: ସଂଗ୍ରହ କଲେ…
ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଭାଜପା ପକ୍ଷରୁ ସେବାପକ୍ଷ ପାଳନ କରାଯାଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭାଜପାର ଜିଲା ସଭାପତି ପଣ୍ଡିତ ବିଶି ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାପକ୍ଷର ଉଦ୍ଦେଶ୍ୟ ଏବଂ ଜିଲାରେ…
ଶେଷ ମୁହୂର୍ତ୍ତରେ କାହିଁକି ବାଟ ବଦଳାଇଲେ ନେତାନ୍ୟାହୁ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ
ଜେରୁଜେଲମ,୨୬।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ଏହି ସପ୍ତାହରେ ନ୍ୟୁୟର୍କ ଯାତ୍ରା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ତେଲ ଅଭିଭରୁ ଜେଏଫକେ ବିମାନବନ୍ଦରକୁ ବିମାନ ଯାତ୍ରା ସାଧାରଣତଃ ୧୦.୫ ଘଣ୍ଟା ସମୟ ନେଇଥାଏ,…
ସିମନବାଡି ଗ୍ରାମପଞ୍ଚାୟତରେ ଆଦି ସେବା କେନ୍ଦ୍ର ଉଦ୍ଘାଟିତ
ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତରେ ଆଦି ସେବା କେନ୍ଦ୍ରର ଉଦ୍ଘାଟିତ ହୋଇଛି। ଏଥିରେ ସରପଞ୍ଚ ଅମିତା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜାଗୃତି କାର୍ଯ୍ୟାଳୟର ଧ୍ରୁବ ଚରଣ ନାୟକ ଯୋଗଦେଇଥିଲେ। ଏହି କେନ୍ଦ୍ରଟି ଗ୍ରାମବାସୀଙ୍କ ପାଇଁ ଏକ…
ସିନ୍ଦୁର ପାଇଁ ପ୍ରେମିକା ଟାଙ୍ଗିଆ ଚୋଟରେ ପ୍ରେମିକ ଗୁରୁତର
କଳିଙ୍ଗନଗର,୨୬।୯(ଶୁଭାଷି ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ବାରବାଙ୍କି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କ ଧାରୁଆ ଟାଙ୍ଗିଆରେ ପ୍ରେମିକ ଗୁରୁତର ହୋଇଛନ୍ତି। ଆହାତ ଯୁବକ ଗ୍ରାମର ସ୍ବର୍ଗତ ସାଲଖାନ ସୋରେନଙ୍କ ପୁଅ ପିଠ (୨୩)।…
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି: ହାଇଆଲର୍ଟରେ ଝାରସୁଗୁଡ଼ା
ଭୁବନେଶ୍ୱର,୨୬।୯: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ହାଇଆଲର୍ଟରେ ରହିଛି ଝାରସୁଗୁଡ଼ା ସହର। ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ ଆସନ୍ତାକାଲି ଝାରସୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ପୂର୍ବାହ୍ନ ୧୧ଟା ୧୦…
ଜିଲା ପାଇଁ ଗୌରବ ଆଣିଲେ ଜନକ: ଅଦମ୍ୟ ଇଚ୍ଛାଶକ୍ତି ପାଇଁ ପାଇଲେ OPSC
ଗଞ୍ଜାମ,୨୬।୯ (ଅଖିଳ ତରାଇ/ବିଦ୍ୟାଧର ସାହୁ):ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା ୨୦୨୩ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ସେହିପରି ଗଞ୍ଜାମ ବ୍ଲକର ରାମଗଡ଼…
ସବୁସୀମା ଟପିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ପାକିସ୍ତାନ ଆସିବାକୁ ଟ୍ରମ୍ପଙ୍କୁ କଲେ ନିମନ୍ତ୍ରଣ, ବେଇଜ୍ଜତ ପରେ ବି…
ଓ୍ବାଶିଂଟନ,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କ ସାମ୍ପ୍ରତିକ ସାକ୍ଷାତ ସମୟରେ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ। ଶେହବାଜ ଏବଂ ଟ୍ରମ୍ପ ଗୁରୁବାର ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ…
ସ୍ବାମୀଙ୍କ ନାଁରେ ସଙ୍ଘୀନ ଅଭିଯୋଗ: ୩ ବର୍ଷର ପୁଅକୁ ଧରି ଥାନା ଆଗରେ ବସିଲେ ମହିଳା
ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ଆଗରେ ଶାଶୁଘର ଲୋକେ ଯୌତୁକ ନିଯର୍ୟାତନା ଦେଉଥିବା ଅଭିଯୋଗ କରି ଜନୈକା ପୀଡ଼ିତା ମହିଳା ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ନିକଟସ୍ଥ ଚମ୍ପାପୁର…
Archives


