ବର୍ଷା ହେଲେ ଏହି ଦଳ ଜିତିଯିବ ମ୍ୟାଚ୍! ବିଜୟୀ ହେବ…
ଦୁବାଇ,୨୮।୯: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ଏସିଆ କପ ୨୦୨୫ର ଫାଇନାଲ ହାଇ ଭୋଲଟେଜ ମ୍ୟାଚ ହେବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଛି। ଏହି ସମୟରେ,…
ଏହି ଦେଶ ପାଖରେ ରହିଛି ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ହାଇ ଟେକ୍ନୋଲୋଜିରେ ହୋଇଛି ତିଆରି
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ କାହା ପାଖରେ ଅଛି? ଏହି ପ୍ରଶ୍ନ ପ୍ରାୟତଃ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ରଣନୀତି ଏବଂ ବୈଷୟିକ କ୍ଷମତା ସହିତ ଜଡ଼ିତ। ଆଧୁନିକ ଯୁଗରେ ଅନେକ ଦେଶ ସେମାନଙ୍କର ଲଢ଼ୁଆ ବିମାନ ବିଷୟରେ ଗର୍ବ କରନ୍ତି,…
ଚମକାଇଲା BSNL ପ୍ଲାନ, ମାତ୍ର ୨୨୫ ଟଙ୍କାରେ…
ନୂଆଦିଲ୍ଲୀ,୨୮।୯: ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା…
ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ୨ ଜୀବନ
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ…
ବିହାର ବିଧାନସଭା ସହ ହେବ ନୂଆପଡ଼ା ଉପନିର୍ବାଚନ!
ନୂଆପଡ଼ା,୨୮ା୯: ବିହାର ବିଧାନସଭା ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ସୂଚନା ବି ଦେଇଛନ୍ତି। ୩୨୦ ଆଇଏଏସ୍ଙ୍କ ୬୦ ଆଇପିଏସ୍ ଏବଂ ୯୦ ଆଇଆର୍ଏସ୍…
ଆଜି IND vs PAK ମହାମୁକାବିଲା: ମାଗଣାରେ କେବେ, କେଉଁଠି ଦେଖିବେ ଏସିଆ କପ୍ର ଫାଇନାଲ…
ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲରେ ରବିବାର ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସଲମାନ ଅଲି ଆଗାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ସହ ମୁହାଁମୁହିଁ ହେବ। ମେନ ଇନ ବ୍ଲୁ ଏହି ଟୁର୍ନାମେଣ୍ଟରେ ମେନ ଇନ ଗ୍ରିନ ଉପରେ ୨-୦ର…
ମନ୍ଥର ଗତିରେ ବ୍ରିଜ ମରାମତି କାର୍ଯ୍ୟ, ଲୋକଙ୍କୁ ମରଣମୁହଁକୁ ଠେଲୁଛି ପୂର୍ତ୍ତବିଭାଗ, ଆମ୍ବୁଲାନ୍ସ ଅଟକିବାରୁ…
ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପୂର୍ତ୍ତବିଭାଗର ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ବ୍ରହ୍ମପୁର ଓ ପୁରୁଷୋତ୍ତମପୁରକୁ ସଂଯୋଗ କରୁଥିରା ମୁଖ୍ୟରାସ୍ତା (ଏନ୍ଏଚ୍ ୩୨)ର ପାଣ୍ଡିଆଛକ ନିକଟରେ ଥିବା ଋଷିକୂଲ୍ୟା…
ବେପାରୀ ଟ୍ରମ୍ପଙ୍କ ସମର୍ଥନ ହାସଲ ପାଇଁ ଚାଇନାକୁ ଧୋକା ଦେବ ପାକିସ୍ତାନ, ଦୁର୍ଲଭ ଖଣିଜ ପଦାର୍ଥ ଧରି ପହଞ୍ଚିଲେ ଅସିମ୍ ମୁନୀର
ନୂଆଦିଲ୍ଲୀ,୨୮।୯: ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ ଅସିମ୍ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ କରି…
ନୂଆ ଅଧ୍ୟକ୍ଷ ଘୋଷଣା କଲା BCCI, ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା କ୍ରିକେଟରଙ୍କୁ…
ନୂଆଦିଲ୍ଲୀ,୨୮।୯: ମିଥୁନ ମନ୍ହାସ BCCIର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀର ଏହି ପୂର୍ବତନ ଅଧିନାୟକ BCCIର ଅଧ୍ୟକ୍ଷ ହେବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ପ୍ରଥମେ ସୂଚନା ଦେଇଥିଲେ। ସେ ଜଣାଇଛନ୍ତି ଯେ…
ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ନିୟମ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଦେବୀଦେବତାଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ ହେବା…
ପଡକାଷ୍ଟରେ ଆସି ମନଇଚ୍ଛା ଗପିଲେ…, ଅଭିନବଙ୍କୁ କଡା ଜବାବ ଦେଲେ ସଲମାନ
ମୁମ୍ବାଇ: ଗତ କିଛି ଦିନ ଧରି, ଦବଙ୍ଗର ନିର୍ଦ୍ଦେଶକ ଏବଂ ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପରିବାର ବିଷୟରେ ବିବାଦୀୟ ବୟାନ ଦେଉଛନ୍ତି। ଏକ ସାକ୍ଷାତକାରରେ ସେ ସଲ୍ଲୁ ମିଆଁଙ୍କୁ ଗୁଣ୍ଡା ବୋଲି…
ସୂର୍ଯ୍ୟକୁମାରଙ୍କୁ ହଠାତ୍ ଆସିଲା ଫୋନ୍, ହୋଇପାରେ ବଡ଼ ଓଲଟପାଲଟ! ଖେଳିବେନି…
ଦୁବାଇ,୨୮।୯: ଯେତେବେଳେ କ୍ରିକେଟ ଆଉ କେବଳ ଏକ ଖେଳ ହୋଇ ରହିନଥାଏ, ଯେତେବେଳେ ପ୍ରତ୍ୟେକ ସୀମା ଏବଂ ପ୍ରତ୍ୟେକ ୱିକେଟ ଏକ ଜାତିର ସମ୍ମାନର ପ୍ରତୀକ ହୋଇଯାଏ, ସେତେବେଳେ ଏହା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ଏକ ମିଶନ ହୋଇଯାଏ।…
Archives


