ଏସିଆ କପ ଜିତିବା ପରେ ଟିମ୍ ଇଣ୍ଡିଆ ପାଇଁ ନାହିଁ କିଛି ଭଲ ଖବର, ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ଯିବା ମୁସ୍କିଲ
ନୂଆଦିଲ୍ଲୀ,୩୦।୯: ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ ମ୍ୟାଚରେ କେବଳ ଗୋଟିଏ ଓଭର ବୋଲିଂ କରିଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ସୀମିତ ଓଭର ସିରିଜ ଖେଳିପାରିବେ ନାହିଁ। ବିସିସିଆଇ ସୂତ୍ର ଅନୁଯାୟୀ, ତାଙ୍କୁ ଚାରି ସପ୍ତାହ ବିଶ୍ରାମ…
ଶ୍ୱଶୁରଙ୍କ ସମ୍ପତ୍ତିରୁ ଭାଗ ନେଇପାରିବେ ଜ୍ୱାଇଁ? ଜାଣନ୍ତୁ କ’ଣ କହୁଛି ଭାରତୀୟ ଆଇନ
ନୂଆଦିଲ୍ଲୀ,୩୦।୯: ଭାରତରେ, ଝିଅମାନେ ନିଜ ପିତାଙ୍କ ସମ୍ପତ୍ତି ଉପରେ ନିଜର ଅଧିକାର ଦାବି କରିବା ସହିତ ବିବାଦ କରିବା ସାଧାରଣ କଥା। କେତେକ ସମୟରେ ଏହି ମାମଲାଗୁଡ଼ିକ କୋର୍ଟରେ ପହଞ୍ଚେ, ଯେତେବେଳେ ଅନ୍ୟ ମାମଲାଗୁଡ଼ିକ ପରିବାର ମଧ୍ୟରେ ଚାପି ଦିଆଯାଏ। ଏପରି…
ଦେହ ବେପାର କରୁଥିଲେ ୧୬ ବର୍ଷିୟା ଯୁବତୀ: ପୋଲିସ ଧରିବାରୁ ଜଣାପଡ଼ିଲା ସବୁ କଥା…
ଆଗ୍ରା,୩୦।୯: ଉତ୍ତର ପ୍ରଦେଶ ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ଦେହବେପାର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏଠାରେ ଏକ ହୋଟେଲରେ ଦେହ ବେପାର ଚାଲିଥିବାବେଳେ ପୋଲିସ ଧରପଗଡ଼ କରିଛି। ଯୁବତୀଙ୍କୁ ଚାକିରି ଦେବାକୁ କହି ସେମାନଙ୍କୁ ଦେହ ବେପାରରେ ଲଗାଉଥିଲେ…
ଗାଜା ଶାନ୍ତି ଚୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନ ପାଇଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ କରିବାକୁ ସମସ୍ତ ଦେଶକୁ କଲେ ବଡ଼ ଅପିଲ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୩୦।୯: ଗାଜାରେ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ସେପ୍ଟେମ୍ବର ୩୦) ଟ୍ରମ୍ପଙ୍କ ଯୋଜନାକୁ ସ୍ବାଗତ…
ଏମିତି ଗରବା ନାଚିଲେ ଏହି ଆଧୁନିକା ମହିଳା ଇଣ୍ଟରନେଟରେ ହେଉଛନ୍ତି ଟ୍ରୋଲ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୦।୯: ନବରାତ୍ରିର ପର୍ବ ଚାଲିଛି। ସବୁଠି ପେଣ୍ଡାଲ ସଜାଯାଇଛି, ଦାଣ୍ଡିଆ ଖେଳାଯାଉଛି, ଏବଂ ଲୋକମାନେ ଗରବାରେ ମଗ୍ନ। କୁହାଯାଏ ଯେ ଗରବା ଏବଂ ଦାଣ୍ଡିଆ ଧାର୍ମିକ ପର୍ବ, ଏବଂ ପୋଷାକ ଉପଯୁକ୍ତ ହେବା ଉଚିତ। ତଥାପି, ଜଣେ ମହିଳାଙ୍କ ଗରବା ପ୍ରଦର୍ଶନ…
ଲକ୍ଷ୍ମୀପୂଜା ପୂର୍ବରୁ ମଦକୋଠି ବନ୍ଦ କର, ନ ହେଲେ ଆନ୍ଦୋଳନ
ନୂଆପଡ଼ା,୩୦ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ମାନିଗୁଡା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରୟକୁ ବିରୋଧ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନିଗୁଡା ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟାସଭ୍ୟ…
ଏହି ଦିନ ମଇଦାନକୁ ଓହ୍ଲାଇବେ କୋହଲି-ରୋହିତ: ଜାଣନ୍ତୁ ଟିମ ଇଣ୍ଡିଆର ଆଗାମୀ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୩୦।୯: ୨୦ ଦିନ ଧରି ଚାଲିବାକୁ ଥିବା ଏସିଆ କପ ୨୦୨୫ ଶେଷ ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ତେବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବହୁତ ଶୀଘ୍ର…
ଟ୍ରଫି ଜିତି ସ୍ବଦେଶ ଫେରିଲେ ଭାରତୀୟ ଟିମ୍: ବିମାନବନ୍ଦରରେ ଭବ୍ୟ ସ୍ବାଗତ
ମୁମ୍ବାଇ,୩୦।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ୨୦୨୫ ଟ୍ରଫି ଜିତି ଭାରତ ଫେରିଛି। ଖେଳାଳିମାନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ତିଲକ ବର୍ମାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏକାଠି ହୋଇଥିଲେ। ତିଲକ ଫାଇନାଲରେ ୬୯ ରନର…
ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ
ଦାରିଙ୍ଗବାଡି,୩୦।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚକଭାବେ ଜଣାଶୁଣା କିରିକୁଟି ପଞ୍ଚାୟତର ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ ଯୋଗୁ ଯାତାୟତରେ ବାଧାପ୍ରାପ୍ତ ଦେଖାଯାଇଛି। ପ୍ରକାଶ ଯେ, ଅଞ୍ଚଳରେ ଦୈନିକ ବର୍ଷା ଲାଗିରହିଥିବା ବେଳେ ଗତ କିଛି ଦିନ ହେଲା…
‘ପାକିସ୍ତାନ କ୍ରିକେଟର ଜାହାଜ ବୁଡିଗଲା’,ମୋହସିନ ନକଭିଙ୍କୁ ଟାର୍ଗେଟ କଲେ ଇମ୍ରାନ, ଜାଣନ୍ତୁ ମୁନିରଙ୍କୁ କ’ଣ କହିଲେ
ଇସଲମାବାଦ,୩୦।୯: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ୨୦୨୫ର ଫାଇନାଲରେ, ଟିମ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ପୁଣି ଥରେ କପ ଜିତିଛି। ଭାରତଠାରୁ ହାରିବା ପରେ, ପାକିସ୍ତାନ ପୁଣି ଥରେ କେବଳ ଉପହାସର ସମ୍ମୁଖୀନ ହେଉ…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ କହିଲେ ଏହି କ୍ରିକେଟର୍, ଏସିଆ କପ୍ର ଗୋଟିଏ ଦିନ ପରେ..
ଲଣ୍ଡନ,୩୦।୯:ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର କ୍ରିସ ୱକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଖେଳାଳିଙ୍କୁ ଶେଷ ଥର ପାଇଁ ଭାରତ ବିପକ୍ଷରେ ଓଭାଲ ଟେଷ୍ଟରେ ଦେଖିବାକୁ ମିଳିଥିଲା। ଆଶେସ ସିରିଜ ପାଇଁ ଇଂଲଣ୍ଡ ଦଳରୁ ବାଦ ପଡ଼ିବା ପରେ…
ବରିଷ୍ଠ ଭାଜପା ନେତାଙ୍କ ପରଲୋକ: ରାଜନୈତିକ ମହଲରେ ଖେଳିଗଲା ଶୋକର ଛାୟା
ନୂଆଦିଲ୍ଲୀ,୩୦।୯: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ଭାଜପାର ପ୍ରଥମ ସଭାପତି ପ୍ରଫେସର ବିଜୟ କୁମାର ମାଲହୋତ୍ରାଙ୍କର ମଙ୍ଗଳବାର ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଦିଲ୍ଲୀର ଏମସରେ ଚିକିତ୍ସାଧୀନ ଥିଲେ। ସେ ଆଜି ସକାଳ…
Archives


