ସୋନମଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର: ଘର ଆଗରେ ଟାଙ୍ଗିଥିଲେ…
ଇନ୍ଦୋର,୧୮।୬: ହନିମୁନ୍ ମର୍ଡର ମିଷ୍ଟ୍ରିରେ ଦିନକୁ ଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ରାଜା ରଘୁବଂଶୀ ମାମଲାରେ ସୋନମ କେବଳ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏବେ ସୋନମଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆସିଛି।...
ବିଜେଡିର ଅନେକ ତୁଙ୍ଗ ନେତା ଭାଜପାରେ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଲେ ସ୍ବାଗତ
ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ଥରିୟ ମିଶ୍ରଣ ପର୍ବ ପଦ୍ମପୁର ଅଶୋକ ପଡିଆଠାରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲା ଉପସଭାପତି ସରୋଜ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...
ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ
ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ମଙ୍ଗଳବାରଠୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏଭଳିସ୍ଥିତିରେ ସମୁଦ୍ର ଉତ୍ତାଳ...
ଯାଜପୁର ଝାଡ଼ାବାନ୍ତି ସ୍ଥିତିରେ ଆସିଛି ସୁଧାର
ଧର୍ମଶାଳା,୧୮ା୬(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଯାଜପୁର ଜିଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଜିଲାରେ ମୋଟ୍ ୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଊଦ୍ଧର୍ବ...
ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଲୋକେ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତରେ ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ। ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର...
ଅହମଦାବାଦ ବିମାନ ଦୁର୍ଘଟଣା ପରେ ୬୬ ଡ୍ରିମଲାଇନର ଉଡାଣ ବାତିଲ, ସାମ୍ନାକୁ ଆସିଲା ଚମକାଇବା ଭଳି କାରଣ
ନୂଆଦିଲ୍ଲୀ,୧୮।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେବେଠାରୁ ବୋଇଂ କମ୍ପାନୀର ୬୬ଟି ଡ୍ରିମଲାଇନର ଉଡ଼ାଣ ବାତିଲ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ ଯାନ୍ତ୍ରିକ ସମସ୍ୟା ଯୋଗୁ ଏହି ଉଡ଼ାଣଗୁଡ଼ିକୁ...
ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍ତାର, ନିଜେ ହୋଇଗଲେ ଶିକାର
ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜକୁ ଗୋଟିଏ ପରେ ଗୋଟିଏ ବିପଦ ଗୋଡ଼ାଉଛ। ଦୁଇଦିନ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାର ପ୍ରକୃତ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।...
ପାକିସ୍ତାନରେ ହାଇଜାକ ହୋଇଥିବା ଜାଫର ଏକ୍ସପ୍ରେସ ଏବେ ହେଲା ଡିରେଲ, ଟ୍ରାକରେ ବିସ୍ଫୋରଣ ପରେ…
ଇସଲାମାବାଦ,୧୮।୬: ପାକିସ୍ତାନର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ଜାଫର ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନଟି ପେଶାୱରରୁ କ୍ୱେଟା ଯାଉଥିଲା। ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ଯୋଗୁ...
ଜାତି ଜନଗଣନାକୁ ନେଇ ଆରମ୍ଭ ହେଲାଣି ରାଜନୀତି, ସଚିନ ପାଇଲଟ କହିଲେ…
ନୂଆଦିଲ୍ଲୀ,୧୮।୬: ମୋଦି ସରକାରଙ୍କ ଜନଗଣନା ଘୋଷଣା ଏବଂ ଏଥିରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ସତ୍ତ୍ୱେ, ଏହି ପ୍ରସଙ୍ଗରେ କଂଗ୍ରେସର ଆକ୍ରମଣାତ୍ମକ ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ଜନଗଣନା ସମ୍ପର୍କରେ ସୋମବାର ଜାରି ହୋଇଥିବା ବିଜ୍ଞପ୍ତି ସମ୍ପର୍କରେ, କଂଗ୍ରେସ ପ୍ରଶ୍ନ ଉଠାଇଛି...
ରାଜା ରଘୁବଂଶୀ ନୁହେଁ ସୋନମକୁ ବିବାହ ପରେ ଉଜୁଡି ଯାଇଥାଆନ୍ତା ଆଉ ଏକ ପରିବାର, ଭୟଙ୍କର ଭବିଷବାଣୀ କରିଥିଲେ ଜ୍ୟୋତିଷ
ଇନ୍ଦୋର,୧୮।୬: ୨୩ ମଇ ୨୦୨୫। ସୋନମ ରଘୁବଂଶୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଏହି ଦିନଟିକୁ ବାଛିଥିଲେ। ରାଜା ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଯେ ଏହା ତାଙ୍କ ଜୀବନର ଶେଷ ଦିନ ହେବ। ସେ ସୋନମଙ୍କ...
ଗୋପାଳପୁର ଗଣବଳାତ୍କାର: ରିପୋର୍ଟ ମାଗିଲେ ଏନ୍ସିଡବ୍ଲ୍ୟୁ
ଭୁବନେଶ୍ୱର,୧୮ା୬(ସତ୍ୟଜିତ୍ ରାଉତ/ସୁନିତ୍ ମିଶ୍ର): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ସୋମବାର ସନ୍ଧ୍ୟାରେ ଜଣେ ୨୦ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ(ଏନ୍ସିଡବ୍ଲ୍ୟୁ)। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଓଡ଼ିଶା ସରକାରଙ୍କଠାରୁ...
ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ
ଓ୍ବାଶିଂଟନ୍,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର...
Archives


