Home Left

ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। କଟକ ତୁଳସୀପୁର ସ୍ଥିତ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିକଟରେ ଏସ୍‌ପି ତ୍ରିନାଥ…

ପ୍ରେମିକାଙ୍କ ସହ ରୋମାଣ୍ଟିକ୍‌ ଡିନର୍‌ କଲେ ଯୁବକ, ବିଲ୍‌ ୧୮ ହଜାର ଆସିବାରୁ…

ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍‌ ଡେଟ୍‌ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍‌ ପାଖାପାଖି ୧୮ ହଜାର ଟଙ୍କା ଆସିଥିଲା। ଏହା ଜାଣିବା ପରେ ପ୍ରେମୀ ଯୁଗଳ ସେଠୁ…

ଅପହରଣ ମାମଲାରେ ଜେଲଗଲେ ଭାଜପା ଯୁବମୋର୍ଚ୍ଚା ସଭାପତି

ସମ୍ବଲପୁର,୨୧ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ନିଶିକାନ୍ତ ଦୀକ୍ଷିତଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଭାଜପାର ୭ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ସେମାନେ ହେଲେ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି,…

ପୋଲିସ ହାତରୁ ଦୁଇ ଯୁବକଙ୍କୁ ଛଡ଼ାଇନେଲେ ବିଜେଡି କର୍ମୀ

ସଜନାଗଡ଼,୨୧।୨(ଡି.ଏନ୍‌.ଏ): ପୁଣି ଜଣେ ଖବରଦାତା ଆକ୍ରମଣର ଶିକାର ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଖବରଦାତା ଜଣକ ଫଟୋ ଉଠାଉଥିବା ବେଳେ ତାଙ୍କୁ ମାଡ଼ ମରାଯାଇ ହତ୍ୟା ଧମକ ଦିଆଯାଇଛି। ଖବରଦାତା ଆହତ ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।…

ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଟଙ୍କା ଜରିମାନା

ପାଟନା,୨୧ ।୨: ଗୋଖାଦ୍ୟ ଦୁର୍ନିତି ମାମଲାର ସବୁଠାରୁ ବଡ ତଥା ପଞ୍ଚମ ମାମଲାରେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।…

ଆଜିଠୁ ବଦଳିବ ପାଗ, ୨୪ରେ ପୁଣି ବର୍ଷା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ରାତ୍ରି ତାପମାତ୍ରା ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏ ତଳକୁ ଖସିବ । ୩ ଦିନ ପରେ…

ଗାଙ୍ଗୁଲିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ଜର୍ନାଲିଷ୍ଟଙ୍କ ମେସେଜର ସ୍କ୍ରିନଶଟ୍‌ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଶାହାଙ୍କ ସହ ଜଣେ ଜର୍ନାଲିଷ୍ଟଙ୍କ ସହ ମେସେଜରେ…

ବିବାହକୁ ନେଇ ଚର୍ଚ୍ଚା

ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ବହୁବାର ସୁପରହିଟ୍‌ ହୋଇଛି। ତାଙ୍କ ଯୋଡିକୁ ମଧ୍ୟ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ନିକଟରେ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା ରିଲିଜ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ଯାଇଛନ୍ତି।…

କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ମିଳିଲେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୨୧।୨: କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ସୋମବାର ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲୋକକବିରତ୍ନ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ନରସିଂହ…

ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯିବା ଘଟଣା…

ରିଦ୍ଧିମାନଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପଛର କାରଣ

କୋଲକାତା,୨୧।୨: ଦକ୍ଷିଣ ଆଫ୍ରିକା ସିରିଜ୍‌ ପରେ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମୋତେ ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ଭେଟେରାନ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଏଭଳି ବୟାନ ପରେ କୋଚ୍‌ ଡ୍ରାଭିଡ୍‌ ସୋମବାର…

ସମିତି ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଗଲାଣି ଘୋଡାଦୌଡ

ଝାରସୁଗୁଡ଼ା ଅଫିସ୍‌,୨୧।୨: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ୨ପର୍ଯ୍ୟାୟରେ ଶେଷ ହୋଇଛି। ଏଥିମଧ୍ୟରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦ ହୋଇ ରହିଛି। ଆସନ୍ତା ୨୬, ୨୭, ୨୮ତାରିଖରେ ପର୍ଯ୍ୟାୟକ୍ରମେ ଭୋଟ୍‌ଗଣତି ହୋଇ ବିଧିବଦ୍ଧଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri