ସୁନ୍ଦରଗଡ଼,୧୨।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ନିଖୋଜ ହୋଇଯାଇଛନ୍ତି। ସେ ଗତ ୪ ତାରିଖରେ ଅନୁଗୋଳ ଜିଲା ଖମାର ସ୍କୁଲରେ ପଢୁଥିବା ପୁଅକୁ…
ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଦିଲ୍ଲୀ ଏମସିଡି ମେୟର ନିର୍ବାଚନକୁ ନେଇ ଉତ୍ତେଜନା ଏ ପର୍ଯ୍ୟନ୍ତ ବନ୍ଦ…
ମୁମ୍ବାଇ: ଭାରତୀୟ ରାଜନୀତି ହେଉ ଅବା ସମାଚାରର ହେଡଲାଇନ୍ସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଅଯୋଧ୍ୟାର ରାମ ମନ୍ଦିର । ଏହାରି ଭିତରେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ…
ପ୍ୟାରିସ୍,୧୨।୧: ପ୍ୟାରିସ୍ର ଗାରେ ଡୁ ନୋର୍ଡ ବ୍ୟସ୍ତବହୁଳ ରେଳଷ୍ଟେଶନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ୬ଜଣଙ୍କୁ ଛୁରି ଭୁସି ଆହତ କରିଥିବା ଫ୍ରାନ୍ସର ଆଭ୍ୟନ୍ତରୀଣ…
ଭୁବନେଶ୍ୱର,୧୨।୧(ବ୍ୟୁରୋ): ଜଜାନୁୟାରୀ ୧୩ ଅର୍ଥାତ୍ ଶୁକ୍ରବାରଠୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ୮୧…
ହାଇଦ୍ରାବାଦ: ଆର୍ଆର୍ଆର୍ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆର୍। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ଜିତିଛି। ତେବେ କେବଳ…
ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ ଭରଦ୍ୱାଜଙ୍କ…
ଭୁବନେଶ୍ୱର,୧୨।୧(ବ୍ୟୁରୋ): ମଧ୍ୟ-ଭାରତରେ ସକ୍ରିୟ ଗୁରୁଚାପ ବଳୟ ବର୍ତ୍ତମାନ ପୂର୍ବ-ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି। ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ…
ନୂଆଦିଲ୍ଲୀ,୧୨।୧: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି ସରକାର…
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ରିଲିଜ୍ ହୋଇଛି। କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଯୋଡିକୁ ପୁଣିଥରେ ଦର୍ଶକ ପରଦାରେ ଦେଖିବାକୁ…