Home Left

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ ଓ…

3 years ago

ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ

ରାୟଗଡ଼ା(ସ୍ବ.ପ୍ର.)/ନବରଙ୍ଗପୁର(ବି.ପ୍ର.),୧୦ା୧: ବେଆଇନ ଭାବେ ରାତିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ରାୟଗଡ଼ା ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଦ୍ୱାରା…

3 years ago

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୨୦ରୁ ଦୂରଦର୍ଶନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓଆର୍‌ଏସ୍‌ଏସି) ଦ୍ୱାରା ପ୍ରସ୍ତୁତ ଶିକ୍ଷାଭିତ୍ତିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ ହେବ।…

3 years ago

ମାର୍ଚ୍ଚ ୩୧ ସୁଦ୍ଧା ପାଠ୍ୟପୁସ୍ତକ ଯୋଗାଣ ସରିବ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୨.୫ କୋଟି ଖଣ୍ଡ ପାଠ୍ୟପୁସ୍ତକ ଓ ୧.୫ କୋଟି ଖଣ୍ଡ ଅନ୍ୟାନ୍ୟ ପାଠ୍ୟପୁସ୍ତକ ବିତରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି…

3 years ago

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧୦।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହାର ୧୦ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍‌ ରିଅଲ୍‌ମି ୧୦ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା…

3 years ago

‘ବାପା ଜଲ୍‌ଦି ଫେରିଆସନ୍ତୁ’

ଥିରୁଭାନନ୍ତପୁରମ୍‌: ‘ଆମେ ତାଙ୍କୁ ବହୁତ ମନେପକାଉଛୁ। ଆମେ ଚାହୁଁଛୁ, ସେ ଆମମାନଙ୍କ ପାଖକୁ ଜଲ୍‌ଦି ଫେରିଆସନ୍ତୁ’। କିଛି ଏମିତି କହି ଆଫଗାନିସ୍ତାନରେ ଫସିଥିବା ବାପାଙ୍କୁ ଫେରାଇ ଆଣିବାକୁ…

3 years ago

ଭାବନା ପରିପ୍ରକାଶରେ ଭାଷା

ସଭ୍ୟତାର ବିକାଶ ସହିତ ସମାଜରରେ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥିଲା। କାରଣ ଭାବନା ପରିପ୍ରକାଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା। ଅଧିକ ସଂଖ୍ୟକ ଲୋକ…

3 years ago

ଶଙ୍ଖ ଫୁଙ୍କିବାକୁ ନେଇ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ବୋଲ୍ଡ୍‌ ଲୁକ୍‌ ପାଇଁ ସେ ବେଶ୍‌ ଜଣାଶୁଣା। ତାଙ୍କର ଏକ ଝଲକ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଥାନ୍ତି। ଅଧିକାଂଶ…

3 years ago

କାନ୍‌ପୁରରୁ ହିମାଳୟାନ୍‌ ଶାଗୁଣା ଉଦ୍ଧାର

ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍‌ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍‌ନାକୁ ଆସିଛି, ଯେଉଁଥିରେ…

3 years ago

ମେଟାରେ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାର ଗ୍ଲୋବାଲ ବିଜନେସ୍‌ ଗ୍ରୁପ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅଭିଜ୍ଞ ବିକାଶ ପୁରୋହିତଙ୍କୁ ନିକଟରେ ନିଯୁକ୍ତ କରାଯାଇଛି। ଏ…

3 years ago