Home Left

କ୍ରିକେଟ ଇତିହାସରେ ପ୍ରଥମ ଥର

ମାଞ୍ଚେଷ୍ଟର,୧୧ା୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ଓପନର ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ପ୍ରତ୍ୟେକ ୧ ରନ୍‌ ଲେଖାଏ କରି ଆଉଟ୍‌…

6 years ago

ସଂସଦ ଭବନ ପରିସରରେ ଫୁଟବଲ ଖେଳିଳେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ୍‌ ଏମ୍‌ପି ପ୍ରସୁନ ବାନାର୍ଜୀ ଗୁରୁବାର ସଂସଦ ଭବନ ପରିସରରେ ଯେତେବେଳେ ଫୁଟବଲ ଖେଳିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାନାର୍ଜୀ ଅନ୍ତର୍ଜାତୀୟ…

6 years ago

ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ

ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ ଭୟଙ୍କର…

6 years ago

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌…

6 years ago

ନକଲି ଡିଗ୍ରୀ ମାମଲା: ଅଭିଷେକ ବାନାର୍ଜୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ ଏମ୍‌ପି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି କରିଛନ୍ତି।…

6 years ago

କଦଳୀ ଚାଷ କରି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି ମାନସିକ ଅସୁସ୍ଥ ବ୍ୟକ୍ତି

ନାଗପୁର,୧୧।୭: ମହାରାଷ୍ଟ୍ର ନାଗପୁରରେ ଥିବା ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଥିବା ମାନସିକ ଅସୁସ୍ଥ ରୋଗୀମାନେ କଦଳୀ ଚାଷ କରି ପ୍ରାୟ ୧ ଲକ୍ଷ ୩୪ ହଜାର ଟଙ୍କା…

6 years ago

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍‌…

6 years ago

ଭାରତୀୟ କ୍ରିକେଟ ଟିମ୍‌ର ପରାଜୟ ପରେ କଶ୍ମୀରଘାଟିରେ ଉତ୍ସବ ମନାଇଲେ ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୧୧।୭: ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଜମ୍ମୁ କଶ୍ମୀର ଅଞ୍ଚଳରେ ଉତ୍ସବ ପାଳନ କରାଯାଇଛି। କଶ୍ମୀର ଘାଟିରେ କେତେକ ବିଚ୍ଛିନ୍ନତାବାଦୀ ରାସ୍ତା…

6 years ago

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ କନିଷ୍ଠ କିରାଣି

ଲଖନପୁର,୧୧।୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଇନକ୍ରିମେଣ୍ଟ କରାଇ ଦେବା…

6 years ago

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ ପାର୍କିଂ…

6 years ago