Home Left

କରୋନା ସହାୟତା: ଜକର ପଞ୍ଚାୟତର ୩୭ ଏସ୍‌ଏଚ୍‌ଜି ଗ୍ରୁପ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪୦ହଜାର

ପୋଲସରା, ୧୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଜକର ପଞ୍ଚାୟତର ୩୭ଟି ଏସଏଚ୍‌ଜି ଗ୍ରୁପ୍‌ ମିଶି ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୦ହଜାର ଟଙ୍କା ପ୍ରଦାନ କରିଛନ୍ତି।…

6 years ago

ଅନ୍‌ଲାଇନ୍‌ରେ ମଦ ବିକ୍ରି ନାଁରେ ଲକ୍ଷାଧିକ ଠକେଇ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ ଅଭିଯୋଗ…

6 years ago

କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।…

6 years ago

କରୋନା ସହ ଲଢିବାକୁ ଗରିବଙ୍କୁ ବଣ୍ଟାଗଲା ‘ମୋଦି ଗାମୁଛା’

ବରାଣସୀ,୧୩।୪: କରୋନା ଯୁଦ୍ଧରେ ଜିତିବାକୁ ହେଲେ ମାସ୍କ, ସାନିଟାଇଜର ଆଦି ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଏମିତିକି କେତେ ଗୁଡିଏ ରାଜ୍ୟରେ ମାସ୍କ ନ ପିନ୍ଧିଲେ…

6 years ago

ଗଞ୍ଜାମ ଜିଲାର ୭.୨ ଲକ୍ଷ ଘରେ ସର୍ଭେ : ଫ୍ଲୁ ଥିବା ବ୍ୟକ୍ତିଙ୍କର ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିନିଂ

ଛତ୍ରପୁର, ୧୩।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ତିନି ଦିନ ହେଲା ଗଞ୍ଜାମ ଜିଲାର ୭ ଲକ୍ଷ ୨ ହଜାର ୭୪୮ ଘରକୁ…

6 years ago

ମତ୍ସ୍ୟଜୀବୀଙ୍କୁ ମାଛ ବିକ୍ରି ଚିନ୍ତା

ପୁରୀ ଅଫିସ,୧୩ା୪: ପୁରୀ ଜିଲାର ପେଣ୍ଠକଟା, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି। କରୋନା ପାଇଁ ବେଉସା ବନ୍ଦ…

6 years ago

କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବା…

6 years ago

ମହାବିଷୁବ ସଂକ୍ରାନ୍ତି: ଭକ୍ତଙ୍କୁ ମନ୍ଦିର ମନା, ୬ ଟିମ୍‌ ରଖିଛି କଡ଼ା ନଜର

ଦାରିଙ୍ଗବାଡ଼ି,୧୩ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇର୍ଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ସ୍ଥାନୀୟ ପୋଲିସ…

6 years ago

ଆସାମ ଡିଟେନଶନ୍‌ ସେଣ୍ଟର: ୩ ବର୍ଷରେ ୩୦ ବିଦେଶୀଙ୍କ ଘଟିଛି ମୃତ୍ୟୁ

ନୂଆଦିଲ୍ଲୀ,୧୩।୪: ଭାରତରେ ବିନା କୌଣସି ବୈଧ ପ୍ରମାଣପତ୍ରରେ ବାସ କରୁଥିବା ଲୋକଙ୍କୁ ଡିଟେନଶନ୍‌ ସେଣ୍ଟରରେ ରଖାଯାଇଥାଏ। ଦେଶରେ ଏଭଳି ଲୋକଙ୍କୁ ରଖିବା ପାଇଁ ୨୦୦୯ରେ ୬ଟି ଡିଟେନଶନ୍‌…

6 years ago

ସାନିଟାଇଜ ହେଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରାଇସୁଆଁ,୧୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ବିଧିବଦ୍ଧ ଭାବେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର…

6 years ago