Home Left

ଭାରତରେ ବୋଲ୍ଟଙ୍କ ଠାରୁ ଦ୍ରୁତତମ ଧାବକ

ବାଙ୍ଗାଲୋର,୧୪।୨- ବିଶ୍ୱର ସବୁଠୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବୋଧ ହୁଏ ପ୍ରତିଦ୍ୱନ୍ଦ୍ୱୀ ମିଳିଯାଇଛି। କର୍ନାଟକର ଏକ ଗ୍ରାମରେ ଅନୁଷ୍ଠିତ ପାରମ୍ପରିକ…

6 years ago

ଶାହୀନ ବାଗ ଆସିବାକୁ ଭିନ୍ନ ଢଙ୍ଗରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ,୧୪।୨: ରାଜଧାନୀର ଶାହୀନ ବାଗରେ ଗତ ପ୍ରାୟ ୨ ମାସେ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ବିରୋଧ ପ୍ରଦର୍ଶନକୁ ନେଇ…

6 years ago

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି ଗତିବିଧି…

6 years ago

ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍‌ସ ଡେ’ ପାଳିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ…

6 years ago

କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍‌ କଲେ ଅମୀର

ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍‌ କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ ଛୁଟି…

6 years ago

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ…

6 years ago

ଦୀପିକାଙ୍କୁ ଗାଳି ଦିଅନ୍ତି ଶଶୁର, ଜାଣନ୍ତୁ କାହିଁକି

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ…

6 years ago

ଛାତ୍ରୀଙ୍କୁ ଆଡ୍‌ମିଟ୍‌ କାର୍ଡ ମିଳି ନ ଥିବା ପ୍ରସଙ୍ଗ: ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବାପା

ଗଞ୍ଜାମ,୧୪।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ଗଞ୍ଜାମ ବ୍ଲକ ହୁମାଠାରେ ଥିବା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି…

6 years ago

ଚେନ୍ନାଇ, ମୁମ୍ବାଇ ଆଇପିଏଲ ଫ୍ରାଞ୍ଚଇଜ ମିଶିଲେ ମଧ୍ୟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଆଗରେ

ଆଇପିଏଲ ଇତିହାସର ସବୁଠୁ ବଡ଼ ତଥା ଲାଭବାନ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। କିନ୍ତୁ ଦୁଇ ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ…

6 years ago

ଲାଇଭ୍‌ ବୁଲେଟିନ୍‌ରେ ଭାବବିହ୍ବଳ ହେଲେ ନ୍ୟୁଜ୍‌ ଆଙ୍କର, ଜାଣନ୍ତୁ କାରଣ

ଲାଇଭ୍‌ ବୁଲେଟିନ୍‌ ଚାଲିଥିବା ସମୟରେ ଜଣେ ନ୍ୟୁଜ୍‌ ଆଙ୍କର ଭାବବିହ୍ବଳ ହୋଇପଡ଼ିଛନ୍ତି। କାରଣ ଜାଣିଲେ ଆପଣ ମଧ୍ୟ ସାବାସ୍‌ କହିବେ। ଶ୍ରୀଜା ଶ୍ୟାମ୍‌ ନାମକ ଜଣେ ଆଙ୍କର…

6 years ago