ଯୁଦ୍ଧ! ଗର୍ବ, ଗୌରବ ଓ ପରାକ୍ରମ ପ୍ରଦର୍ଶନର ଏକ ମାଧ୍ୟମ। ଏଥିରେ ବିଜୟ ଯାହାର ହେଉ ନା କାହିଁକି ଅଯଥାରେ ବହେ ଲହୁ। କାହାର ଶୂନ୍ୟ ହୋଇଯାଏ…
ମୁମ୍ବାଇ,୬।୯: ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଏବେ ସଞ୍ଜୟ ରାଉତ କହିଛନ୍ତି କଙ୍ଗନା ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ।…
ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫…
ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର ଲୋକଙ୍କୁ…
ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…
ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍କାଉଣ୍ଟ୍ ସେଲ୍ରେ କମ୍ ଦାମରେ ଜିନିଷ କିଣିବା…
ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍ଡାଉନ୍ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ ପୋକ୍ସୋ…
ମିରଟ, ୬।୯: ଗାଡ଼ିରେ ଲାଲ୍ ରଙ୍ଗ ପକାଇ ଲୁଟ୍ କରୁଥିବା ଠକ୍ ଠକ୍ ଗ୍ୟାଙ୍ଗ୍ର ୫ ସଦସ୍ୟଙ୍କୁ ଉତ୍ତରପ୍ରଦେଶର ମିରଟ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍…
ଭୁବନେଶ୍ୱର,୬।୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଶନିବାର ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ୩ୟ ‘ଦଧୀଚି ପ୍ରତିଭା ସମ୍ମାନ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୭ଜଣଙ୍କୁ ‘ଦଧିଚି ପ୍ରତିଭା…
କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା ଉପୁଜିବାରୁ…