କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ ଭାରତ…
ବ୍ରିସବେନ,୧୬।୧୧: ଅଷ୍ଟ୍ରେଲିଆର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ମାର୍ଶ କପ୍ର ଏକ ମ୍ୟାଚ୍ ବେଳେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରୁ ହେଲମେଟ ଉଡାଇ ଦେଇଛନ୍ତି ବୋଲର। ଗାବାଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ…
କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ…
ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର ଏକ…
ମୁମ୍ବାଇ,୧୫।୧୧: ମୁମ୍ବାଇର କାଞ୍ଜୁରମାର୍ଗସ୍ଥିତ ସାମସଙ୍ଗ ସର୍ଭିସ ସେଣ୍ଟରରେ ସୋମବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ ଏ ପର୍ଯ୍ୟନ୍ତ କୌଣସି ମୃତାହତ ରିପୋର୍ଟ ଆସି ନାହିଁ।…
ବରଗଡ଼ ଅଫିସ୍,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।…
ସୋନପୁର,୧୫।୧୧(ନି.ପ୍ର.):ଚଞ୍ଚକତା କରି ୬ଜଣ ବ୍ୟକ୍ତି ସୋନପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୯ଲକ୍ଷ ଟଙ୍କା ଋଣ ନେବାରେ ସକ୍ଷମ ହୋଇଛନ୍ତି। ବ୍ୟାଙ୍କ ଅଡିଟ୍ ସମୟରେ ଏହି ଘଟଣା ଜଣାପଡିଛି।…
ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ବର୍ତ୍ତମାନ ନୂଆଦିଲ୍ଲୀ ଭଳି ଜୟପୁରରେ…
ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ…
ବାରଣାସୀ,୧୫।୧୧: ୧୦୮ ବର୍ଷ ପରେ କାନାଡାରୁ ଫେରିଥିବା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ବାରଣାସୀର କାଶି ବିଶ୍ୱନାଥ ମନ୍ଦିରରେ ସୋମବାର ପ୍ରତିଷ୍ଠା କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଯୋଗ…