ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ ପରେ…
ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍ କରାଯିବା…
ଅନୁଗୋଳ ଅଫିସ, ୬ା୨: ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ାରୁ ମିଳିଛି ନକଲି ବିଦେଶୀ ମଦ ବ୍ୟବସାୟର ଲିଙ୍କ୍। ଶନିବାର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ମିଳିତ…
କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି। କୁହାଯାଏ, ଗୋଟିଏ ଘଟଣା ପାଇଁ…
ବମ୍ବେ,୬।୨: ମା’ ସରସ୍ବତୀଙ୍କ ବିସର୍ଜନରେ ବାହୁଡ଼ିଗଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର। ଏହାପରେ ତାଙ୍କର ଶେଷକୃତ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ପ୍ରାୟ…
ପଦ୍ମପୁର, ୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ସମିତି ଓ ମହାସଂଘର ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। ଫଳରେ ଶୁକ୍ରବାର ତୁହାକୁ ତୁହା ବର୍ଷାରେ…
ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍ଥଳେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଦମକଳ…
କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବର ସମ୍ରାଜ୍ଞୀ। ଆଠ ଦଶକରେ…
ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର ଜୀବନ୍ତ…
ଚଣ୍ଡିଗଡ଼/ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଦେଖାଦେଇଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ…