ହୋଲି

ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ। ଭାରତ…

ହୋଲିରେ ମସ୍‌ଗୁଲ୍‌ ଗାଁଠୁ ସହର

ବାଲିଗୁଡ଼ା,୮ା୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ। ପରସ୍ପର ମଧ୍ୟରେ ସ୍ନେହ ଓ…

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ ।…

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। କରୋନା କଟକଣା ପାଇଁ ୨ ବର୍ଷ ହେଲା ରଙ୍ଗ…

ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ ଏହା ନବମ ବର୍ଷରେ ପଦାର୍ପଣ କରିଛି। ଦେଶୀ ରଙ୍ଗରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ…

୩ ଶହ ବର୍ଷର ପତିରାଜପୁର ଦୋଳମେଳନ

ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ା ରାଜ୍ୟର ବିଭିନ୍ନ…

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହ ହୋଲି ଖେଳିଲେ ବିଧାୟକ

ବାଲେଶ୍ବର ଅଫିସ ୭।୩: ସ୍ବେଚ୍ଛାସେବୀ ଅନୁଷ୍ଠାନ ଦେବଦୀବ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ବର ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ହୋଲି ଉତ୍ସବ ବଡ଼ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷା ରଶ୍ମିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି…

ପରସ୍ପରକୁ ଜୋତା ଫିଙ୍ଗି ମନାଇଥା’ନ୍ତି ହୋଲି

ସାରା ଦେଶରେ ଆଜି ପାଳନ କରାଯାଇଛି ହୋଲି। ସୋସିଆଲ ମିଡିଆରେ ବିହାରର ଏକ ହୋଲିର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ କରିପାରିବେନି। ଭିଡିଓରେ ଲୋକମାନେ ରଙ୍ଗ ବଦଳରେ ପରସ୍ପର ଉପରେ ଚପଲ ଏବଂ ଜୋତା ଫିଙ୍ଗୁଥିବାର ଦେଖିବାକୁ ମିଳିଛି।…

ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ

ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ କକା-ପୁତୁରାଙ୍କ ଦୁହେଁ ଏକଜୁଟ ହୋଇଛନ୍ତି କି। କାରଣ ଶୁକ୍ରବାର ଆୟୋଜିତ ହୋଇଥିବା ଏକ ହୋଲି…

ବହୁ ଆଡ଼ମ୍ବରରେ ରାଜନେତା ପାଳିଲେ ହୋଲି

ନୂଆଦିଲ୍ଲୀ,୧୮।୩: ରଙ୍ଗର ପବ ହୋଲିକୁ ସାରା ଦେଶରେ ଶୁକ୍ରବାର ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ହେଲାଣି ଲୋକମାନେ ଏହି ପର୍ବକୁ ପାଳନ କରି ନ ଥିଲେ। କିନ୍ତୁ ଦେଶରେ ବର୍ତ୍ତମାନ କରୋନା ମାମଲା…

ହୋଲି ଖେଳିବା ପୂର୍ବରୁ ରୁହନ୍ତୁ ସତର୍କ

ରଙ୍ଗର ପର୍ବ ପାଇଁ ପୂର୍ବରୁ ନିଜର ଚର୍ମ ଏବଂ କେଶ ପ୍ରସ୍ତୁତ କରିବାକୁ ଭୁଲନ୍ତୁ ନାହିଁ । ହୋଲି ଖେଳିବାର ପରବର୍ତ୍ତୀ ସମୟରେ ତ୍ୱଚା ସହିତ କେଶ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। କାରଣ ହୋଲିରେ ଅନେକ କେମିକାଲ ଥାଏ। ଯାହା…

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri