କରୋନାକୁ ଡରି ହୋଲି ଖେଳିବେନି ରାକ୍ଷୀ, ପ୍ରଶଂସକଙ୍କୁ କହିଲେ ସତର୍କ ରୁହନ୍ତୁ
ବମ୍ବେ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗୋଟିଏ ପରେ ଗୋଟିଏ ଦେଶରେ ଏହା ପ୍ରଭାବ ବିସ୍ତାର କରୁଛି। ବଲିଉଡ୍ କଳାକାର ମଧ୍ୟ ଏହାକୁ ନେଇ ସତର୍କ ହୋଇଗଲେଣି। ଅନେକେ ନିଜର ବିଦେଶ ଗସ୍ତ ବାତିଲ କରୁଥିବା ଦେଖାଯାଇଛି।…

