ଶାବର ଶ୍ରୀକ୍ଷେତ୍ରରେ ହୋଲି, ରଙ୍ଗରେ ରଙ୍ଗେଇ ହେଲେ ଜିଲାପାଳ
କୋରାପୁଟ,୧୫ା୩(ଅମିତାଭ ବେହେରା): କୋରାପୁଟରେ ଶନିବାର ରଙ୍ଗର ପର୍ବ ହୋଲି ଧୂମ୍ଧାମରେ ପାଳିତ ହୋଇଯାଇଛି। କୋରାପୁଟ ଜିଲାପାଳଙ୍କ ବାସଭବନଠାରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ବାସଭବନକୁ ଯାଇ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ...
ଆଜି ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ
ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।...
ହୋଲି ଖେଳିବା ପରେ କେଶରୁ ରଙ୍ଗ ଛାଡୁ ନ ଥିଲେ ଆପଣାନ୍ତୁ ଏହି ଟିପ୍ସ
ହୋଲି ଖୁସି, ରଙ୍ଗ ଏବଂ ମଜାର ପର୍ବ। ଏହି ବିଶେଷ ଦିନରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। କିନ୍ତୁ ଏହି ସମୟରେ ବ୍ୟବହୃତ ରଙ୍ଗ, ଅବିର ଏବଂ ପାଣି ଆପଣଙ୍କ...
ନିଆରା ପରମ୍ପରା: ତପୋବନରେ ଫୁଲର ହୋଲି
ବରଗଡ଼,୧୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ୍ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବର୍ଷ ସାମୂହିକ ଭାବେ ଫୁଲରେ ହୋଲି ପାଳନ କରାଯାଇଥିଲା। ବିନା ରାସାୟନିକ ରଙ୍ଗ ବ୍ୟବହାର କରି ଫୁଲରେ ହୋଲି ଏକ ନିଆରା କାର୍ଯ୍ୟକ୍ରମ ଥିଲା। ହୋଲି ପାଳନ କରିବାର...
ଏବେ ବି ରହିଛି ଭାଇଚାରା: ଏଠାରେ ହିନ୍ଦୁ-ମୁସଲମାନ ମିଶି ଖେଳନ୍ତି ହୋଲି
ହୋଲି ପର୍ବ ପ୍ରେମ ଏବଂ ସଦ୍ଭାବର ପ୍ରତୀକ। ହୋଲି କେବଳ ରଙ୍ଗ ଖେଳିବାର ପର୍ବ ନୁହେଁ ବରଂ ଏହା ଭାରତର ଗଙ୍ଗା ଯମୁନା ସଂସ୍କୃତିର ସହଭାଗୀ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରେ। ଯଦିଓ ଆଜିର ରାଜନୀତି ଯୁଗରେ, ହିନ୍ଦୁ-ମୁସଲମାନ ନାମରେ...
କାହିଁକି ପାଳନ କରାଯାଏ ହୋଲି: ପଛରେ ଅଛି ଏମିତି କାରଣ
ହୋଲି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ହୋଲି ଏକ ଦୁଇ ଦିନିଆ ପର୍ବ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଏହା ଆରମ୍ଭ ହୁଏ। ପ୍ରଥମ ଦିନ ହୋଲି ଦହନ କରାଯାଏ ଏବଂ ଦ୍ୱିତୀୟ ଦିନ...
ଓଡ଼ିଆ ଜନଜୀବନରେ ଦୋଳଯାତ୍ରା
ଫାଲ୍ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ କୃଷ୍ଣ ଓ ରାଧାଙ୍କ ନିକଟରେ ଅବିର ଅର୍ପଣ କରାଯାଇ ରାଧାକୃଷ୍ଣ ମନ୍ଦିରରେ ବିଭିନ୍ନ...
ଦୁନିଆର ସବୁଠୁ ଦାମୀ ରଙ୍ଗ: ଯାହା ସୁନା-ରୁପାଠାରୁ ଅଧିକ ମୂଲ୍ୟବାନ, ୧୦ ଗ୍ରାମ ବିକିଲେ କୋଟିପତି
ରଙ୍ଗର ପର୍ବ ହୋଲି। ଏହି ପର୍ବ ଆସିଲେ ସମସ୍ତେ ଉତ୍ସାହିତ ହୋଇଉଠନ୍ତି। ଲାଲ, ହଳଦିଆ, ସବୁଜ-ନୀଳ ଏବଂ ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଲୋକପ୍ରିୟତା ହାସଲ କରୁଛି। କିନ୍ତୁ ଗୋଟିଏ ରଙ୍ଗ ଅଛି, ଯାହା ସମସ୍ତଙ୍କ ପାଇଁ ମୂଲ୍ୟବାନ। ଏହାର...
ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ
ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ରାଜନେତାମାନେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ।...
ହୋଲିରେ ମସ୍ଗୁଲ୍ ଗାଁଠୁ ସହର
ବାଲିଗୁଡ଼ା,୮ା୩(ଡି.ଏନ୍.ଏ.): ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ। ପରସ୍ପର ମଧ୍ୟରେ ସ୍ନେହ...
ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ
ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ...
ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର
ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। କରୋନା କଟକଣା ପାଇଁ ୨ ବର୍ଷ ହେଲା...
Archives


