ଫୁରସତ

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ ରହୁଛନ୍ତି। ତେବେ ପୂରାଦିନ ଘରେ ବସି ବସି ଅନେକ ବୋର୍‌ ହୋଇ ଯାଉଛନ୍ତି।...

କ୍ୱାରାଣ୍ଟାଇନ୍‌ ହାଉସ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ରକ୍ଷାପାଇବା ପାଇଁ ଏବେ ଅନେକେଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। କିନ୍ତୁ କ୍ୱାରାଣ୍ଟାଇନ୍‌ ହାଉସ୍‌ ନାଁରେ ଏବେ ଏକ ଚ୍ୟାଲେଞ୍ଜ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏକଥା ଶୁଣି ଲୋକେ ଅବଶ୍ୟ ହଠାତ୍‌ ଆଶ୍ଚର୍ଯ୍ୟ...

କ୍ୱାରାଣ୍ଟାଇନରେ ନ ରହିବାରୁ ଲାଠି ଧରି ଗୋଡାଇଲେ ଡାକ୍ତର

ରାଜସ୍ଥାନ, ୧୦ା୪- ବାହାରୁ ଅାସିଥତ୍ବା ଜଣେ ଯୁବକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥତ୍ଲେ ହେଁ ଏହାକୁ ନ ମାନିବାରୁ ଜଣେ ଡାକ୍ତର ତାଙ୍କୁ ଲାଠି ଧରି ଗୋଡାଇବା ଘଟଣା ରାଜସ୍ଥାନ ମକରାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ...

ସାମାଜିକ ଦୂରତା ରକ୍ଷା ଲାଗି  ଏହି ବ୍ୟକ୍ତି ଗଛ ଉପରେ ତିଆରି କଲେ ଘର

ହାପୁର,୧୦।୪: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି କରାଯାଇନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା ଏକମାତ୍ର ବିକଳ୍ପ। ତେଣୁ ବାରମ୍ବାର ସରକାର ଲୋକଙ୍କୁ ସାମାଜିକ ଦୂରତା...

ଏହି ଔଷଧର ମୂଲ୍ୟ ସୁନାଠାରୁ ଅଧିକ

ହିମାଳୟ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଔଷଧ ମିଳିଥାଏ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୬୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏହି ଔଷଧ ଭାରତ, ନେପାଳ ଏବଂ ଚାଇନାର କେତେକ ଅଞ୍ଚଳରେ ମିଳିଥାଏ ଏହା ହିମାଳୟରେ...

ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି...

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ୍‌ ହୋଇପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡୋବୋରା ଡାକ୍ତରଖାନାକୁ ପୁଣି ଅଣାଯାଇଥିବା...

କରୋନା ଭୟ: ଛେଳିକୁ ମାସ୍କ ପିନ୍ଧାଇଲେ ମାଲିକ

ଅମରାବତୀ,୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଛି। କିଛିଦିନ ତଳେ ଦେଖିବାକୁ ମିଳିଥିଲା ଆମେରିକାର ଚିଡିଆଖାନାରେ ଏକ ବାଘ କରୋନାରେ ସଂକ୍ରମିତ ହୋଇଛି। ଏହାକୁ ଦେଖିବା ପରେ ଏବେ ଆନ୍ଧ୍ରପ୍ରଦେଶର କାଲୁର ମଣ୍ଡଳରେ ଜଣେ...

ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି ଯାଇଛି। ଏହାର ଅର୍ଥ ମଧ୍ୟ ସମସ୍ତେ ହୁଏତ ଭାଲଭାବେ ବୁଝି ସାରିବେଣି। କରୋନା...

ସ୍ମାର୍ଟ ଟଏଲେଟ୍‌

ଆପଣ ଟଏଲେଟ୍‌ ଯାଇଥିବେ ଆଉ ଟଏଲେଟ୍‌ ସରିବା ପରେ ହିଁ ନିଜ ସ୍ବାସ୍ଥ୍ୟ ସୂଚନା ଜାଣିପାରିବେ। ଏଭଳି ଏକକଥା ଶୁଣିବା ପାଇଁ ଅବଶ୍ୟ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ସୂଚନା ଦେବାପାଇଁ ବୈଜ୍ଞାନିକମାନେ ତିଆରି କରିଛନ୍ତି ଏକ ସ୍ମାର୍ଟ ଟଏଲେଟ୍‌।...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଓହିଓଠାରେ। ଏଠାରେ ୟଙ୍ଗ୍‌ସଟାଉନରେ ଥିବା ଚାର୍ଲି ଆଡାମ୍‌ସ ତାଙ୍କ...

କାର୍‌ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର

ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri