ସୁନାମି ସଚେତନତା ନିହାତି ଜରୁରୀ
ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସରେ ସୁନାମିର ପ୍ରକୋପରୁ କିପରି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ସେ ବିଷୟରେ କୁହାଯାଇଥାଏ।…
ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍ ଦେଖି ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…
ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍ ଦେଖି କରୁଛନ୍ତି ଇସିଜି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ଯୋଧପୁରରୁ ସାମ୍ନାକୁ ଆସିଛି। ସରକାରୀ ଡାକ୍ତରଖାନାର ଜଣେ…
କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର
କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ କରିଥିବାର ଜଣାଯାଉଛି। ଯାହା ପାଖରେ କିଛି ବିଶିଷ୍ଟ ଜ୍ଞାନ ରହିଛି, ଯେଉଁମାନେ ଅଭିଜ୍ଞ, ସେମାନଙ୍କୁ…
ବୃହତ୍ ଡାଇନୋସର କଙ୍କାଳର ନିଲାମି ହେବ
ପ୍ୟାରିସ୍: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍କେନ୍ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍ ‘କୋଲିନ୍ ଡୁ ବୋକେଜ ଓ ବାରବ୍ରୋସା’ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୮ରେ ଆମେରିକାର ଓ୍ବମିଙ୍ଗଠାରେ ଉକ୍ତ…
ଏତେ ବଡ଼ ଜିନ୍ସ !
ଜିନ୍ସର ଫ୍ୟାଶନ୍ କାହିଁ କେବେଠୁ ରହି ଆସିଛି। ଖାସ୍କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଥାଏ। ବହୁତ କମ୍ ଲୋକ ଥିବେ ଯେଉଁମାନେ କି ଜିନ୍ସ ପ୍ୟାଣ୍ଟ ପିନ୍ଧୁ ନ ଥିବେ। ହେଲେ ଏଠି ଯେଉଁ ଜିନ୍ସ କଥା କୁହାଯାଉଛି…
କଙ୍କାଳ ସହ ପିଇବେ କଫି
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍ ଆଓ୍ବେରନେସ୍’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି ନିଶ୍ଚିତଭାବେ ଖାସ୍ ହେଇଥିବ। କଥା କ’ଣ କି ଏଠି ଆସୁଥିବା ଗ୍ରାହକଙ୍କୁ ଜିଇଥିବା ଅବସ୍ଥାରେ…
କାହିଁକି ଟ୍ରେନ୍ର ରଙ୍ଗ ଲାଲ,ନୀଳ ହୋଇଥାଏ, ଏମାନଙ୍କ ଭିତରେ କ’ଣ ରହିଛି…
ଟ୍ରେନ୍ରେ ଯଦି ସବୁଦିନ ଯାତ୍ରା କରୁଛନ୍ତି ତେବେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ଲାଲ ଓ ନୀଳ ରଙ୍ଗ ଦୁଇପ୍ରକାରର ଟ୍ରେନ୍ ଥାଏ। ହେଲେ କେବେ ଭାବିଛନ୍ତି କି ଏହି ଦୁଇ ରଙ୍ଗର ଟ୍ରେନ୍ ଭିତରେ ଫରକ କ’ଣ? ଏଥର ଜାଣନ୍ତୁ…
ପ୍ରଥମ ରୋଜଗାରରେ ଭଉଣୀ ହାତରେ ପିନ୍ଧାଇଥିଲି…
ମୋ ଗାଁ ହେଉଛି ଢେଙ୍କାନାଳ ଜିଲାର ନିହଲପ୍ରସାଦ। ଗାଁ ସ୍କୁଲରେ ନବମ ପଢିଲା ପରେ କଟକ ଚୌଦ୍ୱାରରେ ଥିବା ମୋ ଭଉଣୀ ଘରେ ରହି ଚୌଦ୍ୱାର ମ୍ୟୁନିସିପାଲଟି ହାଇସ୍କୁଲ୍ରେ ମାଟ୍ରିକ୍ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଆଇ.ଏସ୍ସି, ବିଜେବି କଲେଜରେ ବି.ଏ.…
ଅଣ୍ଡା ବିକି କୋଟିପତି
ବେଙ୍ଗାଲୁରୁ: ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ ବଡ଼ ବଡ଼ ପିଞ୍ଜରା ମଧ୍ୟରେ ବହୁ ଶହ କୁକୁଡ଼ାଙ୍କୁ ବନ୍ଦ କରି ରଖାଯାଇଥାଏ। ତେବେ ଏହି ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଏକ ନୂତନ ଢଙ୍ଗରେ କୁକୁଡ଼ା ଚାଷ କରି ମଞ୍ଜୁନାଥ ମାରାପନ୍ ଏବଂ ଅଶୋକ କନ୍ନନ୍…
ରହସ୍ୟମୟ ଗର୍ଭବତୀ କୂଅ
ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ବେଳେବେଳେ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭବତୀ ହେବାକୁ ସକ୍ଷମ ହୋଇ…
ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ…
ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍ ଅଫ୍ ଇଣ୍ଡିଆ ଅର୍ଥାତ୍ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର…
ଭବିଷ୍ୟତକୁ ସହଜ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ
ଆଜି ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା। ଆଜିକାଲି ଲୋକଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି। ଆଧୁନିକତା ହେତୁ ଲୋକମାନେ ଇଚ୍ଛା ନ ଥାଇ ମଧ୍ୟ…
Archives


