ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ
ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ କ୍ରିକେଟ…
ତ୍ରେତେୟାରେ ଲଙ୍କାରେ ନିଆଁ ଲଗାଇଥିଲା ମାଙ୍କଡ଼, ଏବେ ଆଉ ଗୋଟିଏ ମାଙ୍କଡ଼ ପୂରା ଶ୍ରୀଲଙ୍କାକୁ କରିଦେଲା ଅନ୍ଧାର
କଲମ୍ବୋ,୯ା୨: ଏପର୍ଯ୍ୟନ୍ତ ଆପଣ ମାଙ୍କଡ଼ମାନଙ୍କ ଦ୍ୱାରା ଉତ୍ପାତ ସୃଷ୍ଟି କରିବାର ଅନେକ ଖବର ଶୁଣିଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। ପୌରାଣିକ ବିଶ୍ୱାସ ଅନୁସାରେ, ତ୍ରେତେୟାଯୁଗରେ ହନୁମାନ ଜୀ ରାବଣର ସୁନାର ଲଙ୍କାରେ ନିଆଁ ଲଗାଇ ଦେଇଥିଲେ। ଶ୍ରୀଲଙ୍କାରେ ସମାନ ଘଟଣା…
ସବୁଠୁ ବଡ଼ ବୁକେ: ଦାମ ଜାଣିଲେ…
ଉପହାରରେ ଏକ ସୁନ୍ଦର ଫୁଲର ବୁକେ ସମସ୍ତଙ୍କୁ ଭଲ ଲାଗେ। ବୁକେ ଯେତେ ବଡ଼ ଖୁସି ସେତେ ଅଧିକ ଲାଗେ। ତେବେ ନିକଟରେ ଅହମ୍ମଦାବାଦରେ ଯେଉଁ ବୁକେ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି ତାକୁ ଦେଖିଲେ ତ କାହାର ବି…
ଗଞ୍ଜେଇ ବ୍ୟବହାର ଯେତିକି କ୍ଷତିକାରକ ଏହାର ବାସ୍ତବତା ତା’ଠାରୁ ବି ଭୟଙ୍କର, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗଞ୍ଜେଇ ନାଁ ପ୍ରାୟ ସମସ୍ତେ ଊଣା ଅଧିକେ ଜାଣିଥିବେ। ଏହା ଏକ ନିଶାଦ୍ରବ୍ୟ ଏବଂ ପ୍ରଭୁ ମହାଦେବଙ୍କ ପୂଜାରେ ଲାଗେ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏହି ଗଞ୍ଜେଇ ବ୍ୟବହାର ଯେତିକି କ୍ଷତିକାରକ ତା’ଠାରୁ ଏହାର ବାସ୍ତବତା ଆହୁରି ଭୟଙ୍କର। ବିଶେଷକରି…
ନିଜର ସୌକ ପୂରା କରିବାକୁ ମା’ଙ୍କ କୋଟିଏ ଟଙ୍କାର ସୁନାଗହଣାକୁ ଏତିକି ଟଙ୍କାରେ ବିକିଦେଲେ ଝିଅ, ଜାଣିଲେ…
ଆଜିର ସମୟରେ ପିଲାମାନେ ବଡ଼ ହେଉଥିବାରୁ ସମୟ ବିତିବା ସହିତ ସେମାନଙ୍କ ଲାଳନପାଳନ ଏବଂ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ମାତାପିତାଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଯାଉଛି। ପିଲାଟିର ଜିଦ୍ ଏବଂ କ୍ରୋଧକୁ କେବଳ ସେତେବେଳେ ନିୟନ୍ତ୍ରଣ କରାଯାଇପାରିବ ଯେତେବେଳେ ମାଆବାପା ଏକ ସକାରାତ୍ମକ…
ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର
ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି। ଏପରି ବୃତ୍ତି ତାଙ୍କୁ…
ଅପରେଶନ ଥିଏଟରରେ ଡାକ୍ତର କାହିଁକି ପିନ୍ଧିଥାନ୍ତି ସବୁଜ ରଙ୍ଗର ପୋଷାକ? ଜାଣି ନିଅନ୍ତୁ…
ଅପରେଶନ ସମୟରେ ଡାକ୍ତରମାନେ ପ୍ରାୟତଃ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ହେଲେ ଏହା ପଛରେ କାରଣ କ’ଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ରିପୋଟର୍ସ ମୁତାବକ ପ୍ରଥମେ ଅପରେଶନ ଥିଏଟରରେ ଡାକ୍ତର ଧଳା ରଙ୍ଗର ପୋଷାକ…
Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…
ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି। ଠିକ୍ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ବର ବଧୂଙ୍କ ମୁଣ୍ଡରେ ସିନ୍ଦୁର…
ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ
ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। କିନ୍ତୁ ଆପଣ ଜାଣନ୍ତି କି ମତଦାନ…
Video Viral: ରାହୁଲ ଦ୍ରାବିଡଙ୍କ କାର୍କୁ ଧକ୍କା ଦେଲା ଅଟୋ, ମଝି ରାସ୍ତାରେ ଯାହା ଘଟିଲା…
ନୂଆଦିଲ୍ଲୀ,୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ବହୁତ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ। ଏହି ଦକ୍ଷ ବ୍ୟକ୍ତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବିଶ୍ୱାସ କରିବେ ନାହିଁ। ମଙ୍ଗଳବାର…
ମତଦାନବେଳେ ଇଭିଏମ୍ରୁ ଉଡିଯାଇପାରେ କି ଡାଟା: କ’ଣ ରହିଛି ବ୍ୟାକ୍ଅପ୍ ପ୍ଲାନ୍, ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି। ଦିଲ୍ଲୀ ନିର୍ବାଚନରେ ଭୋଟରମାନେ ଇଭିଏମ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଯେହେତୁ ଇଭିଏମ ଜରିଆରେ ମତଦାନ ହେବ, ତେଣୁ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ଅନେକ ଅଭିଯୋଗ…
ଆଇଏଏସ୍ ଦେଲେ ବିବାହ ପ୍ରସ୍ତାବ, ୨ ମହିଳା ଅଧିକାରୀ କରିଦେଲେ ହଁ: ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୫।୨: ୟୁପିର ହରଦୋଇରେ ପୋଲିସ ଜଣେ ଠକକୁ ଗିରଫ କରିଛି। ସେ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜକୁ ଜଣେ ଆଇଏଏସ୍ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ମହିଳା ଅଧିକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କ ନାମ…
Archives


