ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍ପାଥରେ, ଏମିତି ମିଳିଲା ପରିଚୟ
କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍ଡି କିନ୍ତୁ ଜୀବନ ବିତୁଛି ଫୁଟ୍ପାଥରେ। ଏହା ହେଉଛି…
ସ୍କୁଲ ଯିବାକୁ ଇଚ୍ଛା ନାହିଁ ବୋଲି କହୁଥିଲେ; ମହିଳା କଲେ ଏଭଳି ଯେ ଭିଡିଓ ଦେଖିଲେ…
କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲଗୁଡ଼ିକୁ ପୁଣିଥରେ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଗୋଟିଏ ପଟେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଥିବା ବେଳେ କିଛି ଏଭଳି…
ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ
ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ। ଆଜି ଦୁନିଆର ସବୁଠାରୁ ସୁନ୍ଦର କୋଠରି ବିଷୟରେ କହିବୁ ଯାହାକି ଦୁନିଆର ସବୁଠୁ ଶାନ୍ତ…
ଦୁନିଆର ସବୁଠୁ ଭୟଙ୍କର ରେଳ ମାର୍ଗ
ଅଧିକାଂଶ ଲୋକ ଟ୍ରେନ୍ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯେ କୌଣସି ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଏକ ଆରାମଦାୟକ ଏବଂ ଶସ୍ତା ପରିବହନ ଅଟେ। ଟ୍ରେନରୁ ପର୍ବତ, ଜଙ୍ଗଲ ଏବଂ ନଦୀ ସମେତ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ।…
ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ…
ବନ୍ୟାରେ କାର୍ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…
ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଆଜିକାଲି ଦେଶର ଅନେକ ସ୍ଥାନରେ ବର୍ଷା ଯୋଗୁ ବନ୍ୟା…
ସାମାନ୍ୟ ଭୁଲ୍ ପାଇଁ ଆକାଉଣ୍ଟରୁ କଟିଗଲା ଏତିକି ଲକ୍ଷ
ଅନ୍ଲାଇନ୍ ଟଙ୍କା କାରବାର ସମୟରେ ସବୁବେଳେ ସାବଧାନ ରହିବା ଉଚିତ୍। ନଚେତ୍ କେତେବେଳେ ଆକାଉଣ୍ଟ ଖାଲି ହୋଇଯିବ ତାହା କହିହେବ ନାହିଁ। ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କର ସାମାନ୍ୟ ଭୁଲ ଆଉ ଗୋଟିଏ କ୍ଲିକ୍ ଯୋଗୁ ଆକାଉଣ୍ଟରୁ ୫୨ ଲକ୍ଷ ଟଙ୍କା କଟିଗଲା।…
୮୩ ବର୍ଷ ବୟସରେ ରତନ ଟାଟା ଶିଖୁଛନ୍ତି ଏହି କାମ, ଜାଣିଲେ କରିବେ ପ୍ରଶଂସା
ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପ୍ର ଚେୟାରମ୍ୟାନ ରତନ ଟାଟା ଉଦ୍ୟୋଗ ଜଗତରେ ବେଶ୍ ପରିଚିତ ନାମ। ତାଙ୍କ ବିଷୟରେ ଏମିତି କିଛି ଖାସ୍ କଥା ଅଛି, ଯାହା ଅନେକ ଲୋକ ଜାଣିନାହାନ୍ତି। ବ୍ୟବସାୟରୁ ଦୂରେଇ ଆଜିକାଲି ସୋସିଆଲ ମିଡିଆରେ ସେ…
ରାଗିଗଲା ଷଣ୍ଢ; ଜଣଙ୍କ ପରେ ଜଣଙ୍କୁ ଶୂନ୍ୟରେ ଟେକି କଚାଡ଼ିଲା; ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କଲାଭଳି ଥାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ କିଭଳି ଷଣ୍ଢକୁ ରଗାଇବା ମହଙ୍ଗା ପଡ଼ିଛି…
ମଣିଷ ହାତରୁ ଫୋନ୍ ଛଡ଼ାଇ ଏମିତି ଚଳାଇଲା ଶିମ୍ପାଞ୍ଜି; ଭିଡିଓ ଦେଖିଲେ କହିବେ…
ମଣିଷମାନଙ୍କ ସହ ଆଜିକାଲି ପଶୁମାନେ ମଧ୍ୟ ହାଇଟେକ୍ ହୋଇଯାଉଛନ୍ତି। ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ସେଥିରୁ କିଛି ଦେଖି ଚକିତ କରିଥାଏ। ଏହି କ୍ରମରେ ଏକ ଶିମ୍ପାଞ୍ଜିର ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ…
ଫଁ ଫଁ ଗର୍ଜନ କରି ସ୍କୁଟିରୁ ହଠାତ୍ ବାହାରିଲା ନାଗ: ଆଉ ତା’ ପରେ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସ୍କୁଟିରେ ନାଗକୁ ଦେଖିବାକୁ ମିଳୁଛି। ସ୍କୁଟିଟି ଛିଡ଼ା ହୋଇଥିବା…
ବିବାହ ମଣ୍ଡପକୁ ଯାଉଥିବାବେଳେ ବାଟରେ କନ୍ୟାଙ୍କ ଗାଡି ହେଲା ଖରାପ; ଆଉ ତା’ପରେ
ନଟିଂହାମଶାୟର୍: କୌଣସି ସ୍ଥାନକୁ ଶୀଘ୍ର ଯାତ୍ରା କରିବାକୁ ଥିଲେ, ବାଟରେ ଗାଡି ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ସହ ଘଟିଥାଏ। ଏହି ସମୟରେ ମନରେ ରାଗ ଆସିବା ମଧ୍ୟ ସ୍ବାଭାବିକ। କେବଳ ଏତିକି ନୁହେଁ, ସେହି ସମୟରେ କ’ଣ କରାଯିବ…
Archives


