ଗୋଡ଼ ନ ଥାଇ ବି ସକ୍ଷମ, ଆଶାବାଡ଼ି ଧରି ଶ୍ରମିକ ସାଜିଥିବା ଏହି ଦିବ୍ୟାଙ୍ଗଙ୍କ ପରିଶ୍ରମ ଦେଖିଲେ ଆଖିରେ ଆସିବ ଲୁହ…
ଅନେକେ ଗୋଡ଼ ଥାଇ ବି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ଗୋଡ଼ ନ ଥାଇ ବି ଆଶାବାଡ଼ି ସାହାଯ୍ୟରେ ମଜୁରି ଲାଗି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ…
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଜଷ୍ଟ ଲୁକିଂ ଲାଇକ୍ ଏ ଓ୍ବାଓ’, ଜାଣନ୍ତୁ କିଏ ଆରମ୍ଭ କରିଥିଲେ…
ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ ଆରମ୍ଭ…
ନୋଏଡା ପାର୍କରେ ଯୁବତୀ-ଯୁବକ କରୁଥିଲେ ଏପରି ଘୃଣ୍ୟ କାର୍ଯ୍ୟ, ଭିଡିଓ ଦେଖିଲେ…
ବର୍ତ୍ତମାନର ପିଲା ରିଲ୍ ନିଶାରେ ଏତେ ପାଗଳ ଯେ, ସେମାନେ ଏ ନେଇ କିଛି ବି କରିପାରନ୍ତି। ଏଭଳି ଅନେକ ଦୃଶ୍ୟ ପ୍ରତିଦିନ ଭାଇରାଲ ହେଉଛି। ପୂର୍ବରୁ ଦିଲ୍ଲୀ ମେଟ୍ରୋ ଟେନ୍ର ଅନେକ ଭିଡିଓ ଭାଇରାଲ ହୋଇଛ, ଯାହା ଆପଣ ଦେଖିଥିବେ।…
ଏଠି ଝିଅଙ୍କୁ କେଶ କାଟିବା ମନା, ନିୟମ ନ ମାନିଲେ ମିଳେ ଦଣ୍ଡ
ବିଶ୍ୱରେ ଅନେକ ସମ୍ପ୍ରଦାୟ ଅଛି ଯାହାର ଜୀବନଶୈଳୀ ବହୁତ ଅଦ୍ଭୁତ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣ ଲୋକଙ୍କ ପରି ବାସ କରେ, କିନ୍ତୁ ସେମାନଙ୍କର ଜୀବନଶୈଳୀ ଏବଂ ରୀତିନୀତି ଅତ୍ୟନ୍ତ ଅନନ୍ୟ।…
ଅହିରାଜ ଲାଞ୍ଜକୁ ପାଟିରେ ପୂରାଇଲା ମାଙ୍କଡ଼, ପରେ ଯାହା ଘଟିଲା ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିରେ ପଶୁମାନଙ୍କ ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଏକ ଗଛ ଡାଳରେ…
ରେଷ୍ଟୁରାଣ୍ଟରେ ଖାଇବାକୁ ବସିଥିଲେ ଲୋକେ, ହଠାତ୍ ପଶି ଆସିଲା ହରିଣ: ଆଉ ତା’ପରେ ଦେଖନ୍ତୁ ଭୟଙ୍କର ଭିଡିଓ
ସୋସିଆଲ ମିଡିଆରେ ଆଜିକାଲି ଭୟଙ୍କର ଭିଡିଓ ସବୁ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ଯେତିକି ମଜାଦାର, ସେତିକି ଭୟଙ୍କର। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ପ୍ରସାରିତ ହେଉଛି। ଭିଡିଓରେ ହରିଣ ହଠାତ୍ ଆମେରିକାର ଏକ ରେଷ୍ଟୁରାଣ୍ଟରେ ପ୍ରବେଶ…
ଗଣ୍ଡାପଲଙ୍କ ପୁଲ୍ ପାର୍ଟି, ଦେଖନ୍ତୁ ମଜାଳିଆ ଭିଡିଓ…
ଆଇଏଫ୍ଏସ୍ (ଭାରତୀୟ ବନ ସେବା) ଅଧିକାରୀ ପରବୀନ କାସଓ୍ବାନ ଗଣ୍ଡାପଲଙ୍କ ଏକ ମଜାଳିଆ ମୁହୂର୍ତ୍ତକୁ କ୍ୟାପ୍ଚର କରି ମନୋରମ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ଗଣ୍ଡାଙ୍କ ଗୋଷ୍ଠୀଙ୍କୁ କ’ଣ କୁହାଯାଏ? A crash of…
ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ
ତାଲାହାସି: ଯୁବତୀମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଏକ ମାସିକିଆ ପ୍ରକ୍ରିୟା। ଏହା ଯୁବତୀଙ୍କୁ ଭବିଷ୍ୟତରେ ଗର୍ଭଧାରଣ କରିବାରେ ସାହାଯ୍ୟ କରେ। ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ଦ୍ୱାରା ଅନେକଙ୍କୁ କଷ୍ଟ ସହିବାକୁ ପଡ଼ିଥାଏ। ଜଣେ ମହିଳା ଏହି ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ…
ଦୁନିଆରେ ସବୁଠୁ ସୁନ୍ଦର ଏହି ଯୁବତୀଙ୍କର ହସ୍ତାକ୍ଷର, କମ୍ପ୍ୟୁଟର ଟାଇପିଂଠାରୁ ବି ଅଧିକ ସୁନ୍ଦର
ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ହସ୍ତଲିଖନ ସୁନ୍ଦର ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଆଜି ବି ପିଲାମାନେ ବିଦ୍ୟାଳୟରେ ଏହା କରିବାକୁ ଉତ୍ସାହିତ ହୁଅନ୍ତି । ଏପରିକି ପୁରସ୍କାର ମଧ୍ୟ ଦିଆଯାଏ।…
ରାସ୍ତାରେ ଚାଲୁଥିଲା ବନ୍ୟା ପାଣି: ପହଁରିବା ପାଇଁ ଡେଇଁଲେ ଯୁବକ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଦୁନିଆରେ ଜୀବନକୁ ସଠିକ୍ ଢଙ୍ଗରେ ଉପଭୋଗ କରୁଥିବା ଲୋକଙ୍କ ଅଭାବ ନାହିଁ। ଜୀବନରେ ଯେତେ ବାଧାବିଘ୍ନ ଆସୁନାହିଁ କାହିଁକି ସେମାନେ ପ୍ରତିଟି ମୁହୂର୍ତ୍ତ ଉପଭୋଗ କରିବାକୁ ଚେଷ୍ଟା କରନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପରେ…
୪ ଲକ୍ଷର କୁକୁଡା ଖାଇଯାଉଛି ଏହି କୁକୁର, ଛୋଟ ହାତୀଠାରୁ କମ ନୁହେଁ,ଲମ୍ବ ୭ ଫୁଟରୁ ଅଧିକ!
ଲଣ୍ଡନ: ଆପଣ ଆଜି ପର୍ଯ୍ୟନ୍ତ ଅନେକ ପ୍ରକାରର କୁକୁର ଦେଖିଥିବେ। ଅନେକ ପ୍ରକାରର ପ୍ରଜାତି ବର୍ତ୍ତମାନ ଲୋକଙ୍କ ଘରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ସାଧାରଣ କୁକୁରମାନଙ୍କ ବ୍ୟତୀତ କେବଳ ସୁରକ୍ଷା ଦେଉଥିବା କୁକୁରମାନେ ଦେଖାଯାଉଥିଲେ। ଏଥିରେ ଡୋଗରମ୍ୟାନ,…
ମମୋ ଖାଉଥିବା ଲୋକେ ସାବଧାନ
ଦୁନିଆର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ଖାଦ୍ୟପ୍ରେମୀଙ୍କ ସ୍ବାଦ ବଢାଇବା ପାଇଁ ସବୁବେଳେ ନୂଆ ପରୀକ୍ଷା କରାଯାଏ। କିଛି ପରୀକ୍ଷା ପାଟିର ସ୍ବାଦକୁ ବଢାଇଥାଏ। ଏଥି ସହିତ, କିଛି ଅଦ୍ଭୁତ ପରୀକ୍ଷଣ ମଧ୍ୟ ପାଟିର ସ୍ବାଦକୁ ନଷ୍ଟ…
Archives


