ନୋଟ ବିଡ଼ା ଧରି ଘରେ ପ୍ରବେଶ କଲା ବିରାଟକାୟ ସାପ: ଭୟଙ୍କର ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। କିନ୍ତୁ ନିକଟରେ ସାପର ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଦେଖାଯାଇଛି ଯେ, ନୋଟ ବିଡ଼ା ଧରି ଏକ ସାପ ଘର ଭିତରେ...
ପନିର୍ କିଣୁଛନ୍ତି କି, ହୋଇଯାନ୍ତୁ ସାବଧାନ
ସାଧାରଣତଃ ପନିର ତରକାରୀ ପ୍ରାୟ ସମସ୍ତଙ୍କର ପ୍ରିୟ। ନିରାମିଷ ଲୋକେ ଖାଦ୍ୟରେ ପନିର ସାମିଲ କରନ୍ତି। ଅନେକ ପରିବାର ନିଜସ୍ବ ପନିର ପ୍ରସ୍ତୁତ କରୁଥିବାବେଳେ ଅନ୍ୟ କେତେକ ମାର୍କେଟ୍ରୁ ଆଣିଥାନ୍ତି। ନିକଟରେ ଏକ ପନିର ପ୍ରସ୍ତୁତର ଭିଡିଓ ଭାଇରାଲ ହୋଇଛି।...
ଡିଜେ ପଛରେ ନାଚୁଥିଲେ ଲୋକେ ହଠାତ ଗଳିପଡ଼ିଲା ସବୁ ସ୍ପିକର
ବିବାହ ହେଉ କିମ୍ବା ପାର୍ଟି, ପୂଜା ହେଉ ଅବା ପାର୍ବଣ ଏ ସବୁ କାର୍ଯ୍ୟରେ ଡିଜେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଯେ କୌଣସି ଶୋଭାଯାତ୍ରା ସମୟରେ ପିଲା ଡିଜେ ପଛରେ ନାଚନ୍ତି। ଉତ୍ତରପ୍ରଦେଶର ଆଜମଗଡର ଏକ ଅଞ୍ଚଳ...
‘ଜୀବନସାଥୀ ସହିତ ରିଲ ପାର୍ଟନର ଆବଶ୍ୟକ’
ନୂଆଦିଲ୍ଲୀ: ଆଗକୁ ବିବାହ ଋତୁ ଆସୁଛି। ଯେଉଁଥିପାଇଁ ବିବାହ ସମ୍ବନ୍ଧୀୟ ବିଭିନ୍ନ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳିବ। ତେବେ ନିକଟରେ ଏକ ବିଜ୍ଞାପନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି; ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ଉପଯୁକ୍ତ ପୁଅର ତଲାସରେ...
ଅନାଥାଶ୍ରମରୁ ଆଣିଥିବା ପୁଅକୁ ବିବାହ କଲେ ମା’
ମସ୍କୋ: ଭଲପାଇବା କେତେବେଳେ କାହା ସହିତ ହେବ ତାହା କହିବା କଷ୍ଟ। ନିକଟରେ ଏପରି ଏକ ଭଲପାଇବା ଦେଖିବାକୁ ମିଳିଛି, ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏଭଳି ଘଟିଛି। ଜଣେ ମହିଳା ତାଙ୍କ ୩୧ ବର୍ଷର ପାଳିତ ପୁଅକୁ...
ଦିଲ୍ଲୀ ମେଟୋ ଟ୍ରେନ୍ରେ ଭୟଙ୍କର ଝଗଡା, ଯୁବକଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବତୀ
ଦିଲ୍ଲୀ ମେଟୋ ଟ୍ରେନ୍ ପୁଣି ଥରେ ତାହାର ଯାତ୍ରୀଙ୍କୁ ନେଇ ଚର୍ଚ୍ଚାକୁ ଆସିଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆପଣ ଭାବୁଥିବେ ଯାତ୍ରୀମାନେ ଏପରି କ’ଣ ଚମତ୍କାର କରିଛନ୍ତି। ତେବେ ସୋନେ କୌଣସି ଚମତ୍କାର କରି ନାହାନ୍ତି।...
ସାରା ଜୀବନ ମାଗଣାରେ ଫିଲ୍ମ ଦେଖିବାର ସୁଯୋଗ, ଦେବାକୁ ପଡିବ ମାତ୍ର…
ଲଣ୍ଡନ: କୁହାଯାଏ ଓଲ୍ଡ ଇଜ ଗୋଲ୍ଡ! ଅନେକ ଲୋକ ପୁରୁଣା ଜିନିଷ ରଖିବାକୁ ଭଲ ପାଆନ୍ତି ଏବଂ ଯେତେବେଳେ ସେମାନେ ବହୁ ବର୍ଷ ପରେ ବାହାରକୁ ଆସନ୍ତି, ଲୋକମାନେ ସେମାନଙ୍କୁ ଦେଖିବା ପରେ ନିରବ ରହିଥା’ନ୍ତି। କିନ୍ତୁ ଏଥର କଥାଟି...
ମାତ୍ର ୧ ଟଙ୍କାରେ ଆଇଏଏସ କୋଚିଂ ଦେଉଛନ୍ତି ଏହି ଶିକ୍ଷକ…
ଲକ୍ଷ୍ନୌ,୩୦।୧୦ : ଆଜିର ସମୟରେ, ପ୍ରତ୍ୟେକ ଯୁବବର୍ଗ ଆଇଏଏସ ଏବଂ ପିସିଏସ ହେବାର ସ୍ବପ୍ନ ଦେଖୁଛନ୍ତି । ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ଦେଶର ଯୁବସ୍ବର୍ଗମାନେ ଅନେକ ପରିସ୍ଥିତି ଦେଇ ଗତି କରନ୍ତି, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ...
୧୬ ବର୍ଷୀୟା ଝିଅଙ୍କ କାର୍ଯ୍ୟ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା: କାର୍ ଉପହାର ଦେବାକୁ ଘୋଷଣା
ଏସିଆନ ପାରା ଗେମ୍ସ ୨୦୨୩ରେ ୧୬ ବର୍ଷୀୟା ଶୀତଲ ଦେବୀ ଦୁନିଆକୁ ଦେଖାଇ ଦେଇଛନ୍ତି ଶାରୀରିକ ଅକ୍ଷମତା କେବଳ ଏକ ଭ୍ରମ। ବିନା ହାତରେ ସେ ନିକଟରେ ଏସିଆନ ପାରା ଗେମ୍ସରେ ଅନେକ ପଦକ ଜିତିଥିଲେ। ତାଙ୍କର ଏହି ବିଜୟ...
ଶିକ୍ଷକ ଭାରତରେ ସର୍ବାଧିକ ଭରସା ଯୋଗ୍ୟ, ପୃଥିବୀରେ ଡାକ୍ତର ଶୀର୍ଷରେ…
ନୂଆଦିଲ୍ଲୀ,୩୦।୧୦ : ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି। ଭାରତରେ ଶିକ୍ଷକମାନଙ୍କ ପରେ ସଶସ୍ତ୍ର ବାହିନୀର କର୍ମଚାରୀ ଦ୍ୱିତୀୟ...
ଷ୍ଟେଶନକୁ ହଠାତ ପଶି ଆସିଲା ହାତୀ, ଜୀବନ ଭୟରେ ଦୌଡିଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡ଼ିଓ…
ହାଇଦ୍ରାବାଦ,୩୦।୧୦ : ଆନ୍ଧ୍ରପ୍ରଦେଶର ପାର୍ବତୀପୁରାମରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ହାତୀ ରେଳ ଷ୍ଟେଶନରେ ବୁଲୁଥିବାର ନଜର ଆସିଛି। ପାର୍ବତୀପୁରମ ରେଳ ଷ୍ଟେଶନର ପ୍ଲାଟଫର୍ମରେ ହାତୀ ବୁଲୁଥିବାର ଦେଖାଯାଉଛି। ଏହି ଘଟଣାର ଏକ ଭିଡିଓ...
କବାଟ କାଚ ଭାଙ୍ଗି ରେଷ୍ଟୁରାଣ୍ଟରେ ପଶିଗଲା ହରିଣ, ଡରି କି ଦୌଡ଼ିଲେ ଲୋକେ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ହରିଣ ଏକ ରେଷ୍ଟୁରାଣ୍ଟର କବାଟ କାଚ ଭାଙ୍ଗି...
Archives


