ଫୁରସତ

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ: ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି….

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ଖୁବ୍‌ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦିବାକୁ ଚେଷ୍ଟା କରନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ଓ ଦାୟିତ୍ୱବାନ୍‌…

୨,୨୫୩ ଶବ୍ଦର ସବୁଠୁ ଲମ୍ବା ନାଁ

ଅକ୍‌ଲାଣ୍ଡ: ସବୁଠୁ ଲମ୍ବା ନଁାର ରେକର୍ଡ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ନିବାସୀ ଲରେନ୍ସ ୱାଟ୍‌କିନ୍ସଙ୍କ ନାମରେ ରହିଛି। ତାଙ୍କ ନାମରେ ୨,୨୫୩ ଶବ୍ଦ ଥିବାରୁ ୧୯୯୦ ମାର୍ଚ୍ଚରେ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଥିଲା। ସେତେବେଳେ ତାଙ୍କ ବୟସ ୨୪ ବର୍ଷ…

ପ୍ରେମାନନ୍ଦ ଜୀଙ୍କୁ ଭେଟିଲେ ଏଲ୍‌ଭିଶ୍‌ ଯାଦବ, ଏମିତି ଦିବ୍ୟ ପରାମର୍ଶ ଦେଇ କହିଲେ…

YouTuber ତଥା Bigg Boss OTT-୨ର ବିଜେତା ଏଲ୍‌ଭିଶ ଯାଦବ ସମ୍ପ୍ରତି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ଯୋଗୁ ବୃନ୍ଦାବନରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ସେ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ କୁହାଯାଇଥିଲା…

ମାଲିକାଣୀଙ୍କୁ ଟପିଗଲେ ଚାକରାଣୀ, କିଣିଲେ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌, ଜାଣନ୍ତୁ କେମିତି ହେଲା ସମ୍ଭବ…

ଆପଣ ହୁଏତ ସଂଘର୍ଷ ଏବଂ ସଫଳତାର ଅନେକ କାହାଣୀ ଶୁଣିଥିବେ କିନ୍ତୁ ଆଜିର ଏକ କାହାଣୀ ହୋସ୍‌ ଉଡ଼ାଇ ଦେବ। ଜଣେ ଚାକରାଣୀଙ୍କ ଖବର ସୋସିଆଲ ମିଡିଆରେ ବେଶ୍‌ ହଇଚଇ ସୃଷ୍ଟି କରିଛି, ଯାହା ସମସ୍ତଙ୍କୁ ଟିକସ, ସଞ୍ଚୟ ଏବଂ ଆର୍ଥିକ…

ଏହିସବୁ ଦେଶରେ ବ୍ୟବହାର ହୁଏ ଲକ୍ଷେ ଟଙ୍କିଆ ନୋଟ: ନାଁ ଜାଣଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅନେକ ଦେଶରେ ଲକ୍ଷେ ଟଙ୍କିଆ ନୋଟ ପ୍ରଚଳିତ ହୋଇଥାଏ। ଏହାର ଅର୍ଥ ହେଉଛି ସେଠାକାର ଲୋକମାନେ ସାଧାରଣ ଖର୍ଚ୍ଚ ପାଇଁ ଅଧିକ ମୂଲ୍ୟର ନୋଟ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଦେଶରେ, ଏସିଆର କିଛି ଦେଶ ସମେତ ଏକ ଲକ୍ଷ…

ମାତ୍ର ୬୦ ମିନିଟ୍‌ରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚିହେବ ପାର୍ସଲ: ଜାଣନ୍ତୁ କେମିତି କାମ କରିବ ଏହି ଟେକ୍‌ନିକ୍‌

ନୂଆଦିଲ୍ଲୀ,୮।୧୦: ଆଜିକାଲି ଦ୍ରୁତ ବାଣିଜ୍ୟ କମ୍ପାନୀଗୁଡ଼ିକ ପାର୍ସଲ ଡେଲିଭରି ଜଗତରେ ଚହଳ ସୃଷ୍ଟି କରୁଛନ୍ତି। କେତେକ କମ୍ପାନୀ ୧୦ ରୁ ୧୫ ମିନିଟ ମଧ୍ୟରେ ଘରକୁ ସାମଗ୍ରୀ ପହଞ୍ଚାଉଛନ୍ତି ତ ଆଉ କେତେକ ଗୋଟିଏ ସହରରୁ ଅନ୍ୟ ସହରକୁ ଗୋଟିଏରୁ ଦୁଇ…

ଜାଣିଛନ୍ତି କି… ଗଣିତରେ କାହିଁକି ମିଳେ ନାହିଁ ନୋବେଲ ପୁରସ୍କାର?  

ନୂଆଦିଲ୍ଲୀ,୭।୧୦: ସାରା ବିଶ୍ୱରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଲା ନୋବେଲ ପୁରସ୍କାର। ଏନେଇ ଘୋଷଣା ଆରମ୍ଭ ହୋଇଛି। ୬ ଟି ବିଷୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଶାନ୍ତି, ସାହିତ୍ୟ, ସାଇକୋଲୋଜି(ମନୋବିଜ୍ଞାନ) ନଚେତ ମେଡିସିନ, ଫିଜିକ୍ସ(ଭୌତିକ…

Youtubeରେ ମାତ୍ର ୫ ମିନିଟ୍‌ର ଭିଡିଓର କେତେ ଟଙ୍କା ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ପାକିସ୍ତାନରେ ନିଜ ସ୍ବାମୀଙ୍କୁ ଛାଡ଼ି ଭାରତ ଆସି ପ୍ରେମ ବିବାହ କରିଥିବା ସୀମା ହାଇଦର ୟୁଟ୍ୟୁବ ଜରିଆରେ ମାଲାମାଲ ହୋଇଛନ୍ତି। ପାକିସ୍ତାନରୁ ଭାରତ ଆସିବା ପରେ ସୀମାଙ୍କ କାହାଣୀ ଯେତେ ଆକର୍ଷଣୀୟ ଥିଲା, ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସମାନ ଭାବରେ…

୧୫ ରାଣୀ, ୩୦ ପିଲାଙ୍କୁ ଧରି ଆବୁଧାବି ପହଞ୍ଚିଲେ ଏହି ରାଜା, ସମସ୍ତେ ଦେଖି…

ଆବୁଧାବି,୭।୧୦: ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟ ପୁଣିଥରେ ଖବରରେ ଅଛନ୍ତି। ସେ ପ୍ରାୟତଃ ତାଙ୍କର ରାଜକୀୟ ଜୀବନଶୈଳୀ ପାଇଁ ଶିରୋନାମାରେ ରହିଥାଆନ୍ତି, କିନ୍ତୁ ଏଥର, ସେ ତାଙ୍କର ୧୫ ପତ୍ନୀ ଏବଂ ୩୦ ସନ୍ତାନଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି।…

ଆଜି ବିଶ୍ୱ ଶିକ୍ଷକ ଦିବସ

ଶିକ୍ଷକମାନଙ୍କର ସମାଜ ପ୍ରତି ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏଥିସକାଶେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ୧୯୯୪ରେ ଅକ୍ଟୋବର ୫ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ପାଳନ ଲାଗି ୟୁନେସ୍କୋ ଘୋଷଣା କରିଥିଲା। ପୃଥିବୀର ୧୦୦ ରୁ ଅଧିକ ଦେଶ ଉକ୍ତ ଦିନ…

ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ନିହାତି ଜରୁରୀ

ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବସ୍ତ୍ୟ ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri