କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ
ଶ୍ରୀନଗର: କୁହାଯାଏ ଯେ ତୁମେ ଯାହା ମନ ସ୍ଥିର କର, ତାହା ସମ୍ପନ୍ନ ହୁଏ। କାର୍ଯ୍ୟଟି ଯେତେ ଚ୍ୟାଲେଞ୍ଜିଂ ହେଉନା କାହିଁକି, ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି। ଜମ୍ମୁ-କାଶ୍ମୀରର ବିଜବେହାରାରୁ ଏଭଳି ଖବରସାମ୍ନାକୁ ଆସିଛି। ବିଜବେହାରର ୱାଗାମା…
ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର
ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର…
ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ
ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାଙ୍କ ଶରୀର ଏବଂ ହର୍ମୋନରେ ବିଭିନ୍ନ ପରିବର୍ତ୍ତନ ହୁଏ। ଗର୍ଭଧାରଣର…
କାର୍ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ନୁହେଁ, ଏମିତି କିଛି ଲେଖା ହୋଇଛି; ଯାହାର ଭିଡିଓ ଦେଖିଲେ କରିବେ ପ୍ରଶଂସା
ସାଧାରଣତଃ ବାଇକ୍ ହେଉ ବା କାର୍ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ଲେଖା ହୋଇଥିବାର ଦେଖାଯାଏ। କିନ୍ତୁ ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଭିନ୍ନ ନାମ ଲେଖା ହୋଇଛି। ନାମ ଏହିପରି…
ଗଣ୍ଡାକୁ ଝୁଣି ଖାଉଥିଲେ ସିଂହପଲ, ହଠାତ୍ ପହଞ୍ଚିଗଲା ହାତୀ, ଆଉ ତା’ ପରେ…
ଜଙ୍ଗଲର ନିଜସ୍ବ ନିୟମ ଅଛି। ସେଠାରେ କେବଳ ଶକ୍ତିଶାଳୀ ପଶୁମାନଙ୍କ ରାଜ୍ ଚାଲେ। ଏହି କାରଣରୁ ସିଂହମାନଙ୍କ ଆଗରେ କେହି ଠିଆ ହେବାକୁ ସାହସ କରନ୍ତି ନାହିଁ। ଯେତେବେଳେ ବି ସେମାନେ ରାସ୍ତାରେ ଯାଆନ୍ତି ଅନ୍ୟ ପ୍ରାଣୀମାନେ ସେମାନଙ୍କୁ ଦେଖିବା ପରେ…
ପ୍ରାଙ୍କ୍ କରିବାର ଏତେ ବଡ଼ ଦଣ୍ଡ ମିଳିବ କେବେ ଭାବି ନ ଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ, ଫଟୋ ସାମ୍ନାକୁ ଆସେ। ଠିକ୍ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ୨ ଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି…
କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ
ଇଂଲଣ୍ଡ,୧୧।୧: ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି। ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା ଏବେ ମାର୍କେଟରେ ଇନଷ୍ଟାଣ୍ଟ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ନିକଟରେ ଜଣେ ବ୍ୟକ୍ତି…
ଜିମ୍ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍ ଓ୍ବାର୍କଆଉଟ୍, ଭିଡିଓ ଦେଖିଲେ ଉଡିଯିବ ହୋସ୍
ବୟସ ଏକ ସଂଖ୍ୟା ମାତ୍ର। ଏହାକୁ ପ୍ରମାଣିତ କରିଛନ୍ତି ଜଣେ ୮୦ବର୍ଷିୟ ବୃଦ୍ଧା। ୨୦-୩୦ବର୍ଷର ଯୁବପିଢି ଟିକିଏ କାମ କରି ଥକି ଯାଉଥିବାବେଳେ ବୃଦ୍ଧାଜଣକ ପ୍ରତିଦିନ ବ୍ୟାୟାମ କରି ନିଜକୁ ଫିଟ୍ ରଖିଛନ୍ତି। ଏହି ବୃଦ୍ଧାଙ୍କ ଓ୍ବାର୍କଆଉଟ୍ ସୋସିଆଲ ମିଡିଆରେ ଭାଇରାଲ…
ଏମିତି ଦେଶ, ଯେଉଁଠି ଲିଭ୍-ଇନ୍ରେ ରହିପାରିବେନି ପ୍ରେମୀଯୁଗଳ
ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ୍ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ୍-ଇନ୍ରେ ରହିବା ମଧ୍ୟ…
ହ୍ବାଟସଆପ୍ ଚାଟ୍ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍ଶଟ୍
ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍ ଚାଟ୍ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍ରେ ବାପା ଝିଅର ଇଂଲିଶ୍ ଭୁଲ ଲେଖିବା ନେଇ ଟ୍ୟୁଶନ କରିଛନ୍ତି। ଆନଭି ନାମକ ଯୁବତୀ ନିଜ…
ରେଳ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସରଳତାକୁ ଲୋକେ କରୁଛନ୍ତି ପସନ୍ଦ
ନୂଆଦିଲ୍ଲୀ,୧୧।୧:ଆଜିକାଲି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ପରିବାର ସହିତ ହାଇଦ୍ରାବାଦ ରେଳ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ଫଟୋରେ ତାଙ୍କର ସରଳତାକୁ…
ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳ ତଳୁ ବାହାରିଲେ ଅନେକ ମୂଷା: ଭୟଙ୍କର ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ
ନ୍ୟୁୟର୍କ ସିଟି ମେଟ୍ରୋ ଷ୍ଟେଶନରେ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳରୁ ପ୍ରବଳ ମୂଷା ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍ଟକ୍ ୟୁଜର୍ସ @ six4bk78 ଙ୍କ ଏହାର…
Archives


