ଦୀର୍ଘ ସମୟ ବସି ରହିଲେ ହେବ କ୍ୟାନସର! ଅଧ୍ୟୟନରୁ ଖୁଲାସା
ଯେକୌଣସି ସ୍ଥାନରେ ବସି ରହିବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ତାହା ଘରେ ବସି ଟିଭି ଦେଖିବା, ସୋସିଆଲ ମିଡିଆରେ ବିତାଇବା କୁହାଯାଉ କିମ୍ବା ଅଫିସରେ ଦୀର୍ଘ ସମୟ ବସି ରହି କାମ କରିବା। ଘରେ ହେଉ କି ବାହାରେ…
ସୁନାଠାରୁ ଆହୁରି ମହଙ୍ଗା ରସୁଣ, କୃଷକଙ୍କ କ୍ଷେତରୁ ଖୋଳି ନେଉଛନ୍ତି ଚୋର
ଭୋପାଳ,୭ା୨: ଆଜିକାଲି ଭାରତରେ ରସୁଣକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶର ଅନେକ ଜିଲାରେ ମଣ୍ଡିରେ ରସୁଣର ମୂଲ୍ୟ ବୃଦ୍ଧି ହେବାର ଖବର ରହିଛି। ଅନେକ ସ୍ଥାନରେ ରସୁଣ ବଜାରରେ କ୍ୱିଣ୍ଟାଲ ପିଛା ୪୦,୦୦୦ଟଙ୍କାରେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ରସୁଣ…
ଲଣ୍ଡନରେ ଯାତ୍ରୀବାହୀ ଟ୍ରେନ୍କୁ ରୋକିଦେଲା ଗୋଟିଏ ହଂସ, ହଟାଇବାକୁ ବି ଡରିଲେ ଲୋକେ; କାରଣ ଜାଣିଲେ…
ସାଧାରଣତଃ ଯାତ୍ରା ସମୟରେ ଲୋକେ ଚେନ୍କୁ ଟାଣି ଟ୍ରେନ୍ ରୋକିଦେଇଥାନ୍ତି। ହେଲେ ଏବେ ଚକିତ କଲାଭଳି ଘଟଣାକ୍ରମରେ ହଂସଟିଏ ଯାତ୍ରୀଭର୍ତ୍ତୀ ଟ୍ରେନ୍କୁ ରୋକି ଚର୍ଚ୍ଚାକୁ ଆସିଛି। ଅଜବ ଲାଗିଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।…
ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍ ଭୟରେ ଥରିଲେ କ୍ରିକେଟର୍
କ୍ରିକେଟ୍ ମ୍ୟାଚ୍ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର। ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ…
ଭାଲେଣ୍ଟାଇନ୍ ସପ୍ତାହରେ ଚମକିବ ଏହି ୫ ରାଶିର ଭାଗ୍ୟ, ଜାଣନ୍ତୁ ଏଥିରେ ଆପଣ…
ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଏ । ଏହି ସପ୍ତାହ ରୋଜ ଡେରୁ ଆରମ୍ଭ ହୋଇଥାଏ। ଯୁବବର୍ଗ ସେମାନଙ୍କ ପ୍ରେମିକା ପ୍ରେମିକଙ୍କୁ ଖୁସି କରିବାକୁ ନିଜର କୌଣସି ଉପୟା ଛାଡନ୍ତି ନାହିଁ। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି…
ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ
ଅଧିକାଂଶ ଲୋକ ମୋମୋଜ ଏବଂ ନୁଡୁଲ୍ସକୁ ଷ୍ଟ୍ରିଟ ଫୁଡ ଭାବରେ ପସନ୍ଦ କରନ୍ତି । ଅନେକ ଉପାୟରେ ନୁଡୁଲ୍ସକୁ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ। କିନ୍ତୁ ଆପଣ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିଛନ୍ତି କି? ଯଦି ଆପଣ ଏହାକୁ…
ଲାଇଭ ଶୋ’ରେ ନିଜକୁ ଚାପୁଡ଼ା ମାରିଲେ ମହିଳା ରିପୋର୍ଟର
ବ୍ରିସବେନ: ଲାଇଭ ଟିଭି ପ୍ରୋଗ୍ରାମରେ ଜଣେ ମହିଳା ରିପୋର୍ଟର ହଠାତ୍ ନିଜକୁ ଚାପୁଡ଼ା ମାରିବାର ଏକ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ମହିଳା ରିପୋର୍ଟରଙ୍କ ଏହି ଆଚରଣରେ, ସମ୍ପୃକ୍ତ ପ୍ରୋଗ୍ରାମର ଉପସ୍ଥାପିକା ମଧ୍ୟ ନିଜ ହସ…
Video: କାଉ ପାଟିରେ ରାମ-ରାମ ! ଅଯୋଧ୍ୟା ରେଳ ଷ୍ଟେଶନରେ କିଛି ଏଭଳି ଦୃଶ୍ୟ ହେଉଛି ଭାଇରାଲ
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସମସ୍ତେ ‘ଜୟ ଶ୍ରୀରାମ’ ନାରା ଲଗାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ତେବେ କେବଳ ଯେ ମନୁଷ୍ୟ ତାହା ନୁହେଁ ପଶୁପକ୍ଷୀ ମଧ୍ୟ ରାମଙ୍କ ଭକ୍ତିରେ…
ଓଡ଼ିଶାରୁ ଆସିଲା ଭୟାନକ ଦୁର୍ଘଟଣାର ଭିଡିଓ: ନିଆଁରେ ବାଇକ୍କୁ ୨ କିଲୋମିଟର ଘୋଷାଡି ନେଲା କାର୍
ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବାବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ୱରରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କାର…
ଭଗବାନ ଆମର ପ୍ରାର୍ଥନା ଶୁଣିଛନ୍ତି.. ଦୁଇ ଯାଆଁଳା ଭଉଣୀଙ୍କ କ୍ୟୁଟ୍ ଅନ୍ଦାଜ୍ ଦେଖି ଲୋକେ ଫିଦା…
କଶ୍ମୀରର ଉପତ୍ୟକା ଏବେ ଆହୁରି ସୁନ୍ଦର ଦେଖାଯାଉଛି। ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ତୁଷାରପାତକୁ ଉପଭୋଗ କରୁଛନ୍ତି। ଏହି ସମୟରେ ଜମ୍ମୁ କଶ୍ମୀରର କୋକେନ୍ରାଗ ଅଞ୍ଚଳର ଯାଆଁଳା ଭଉଣୀଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜାଇବା ଏବଂ…
ଖାଦ୍ୟପ୍ରେମୀଙ୍କ ପାଇଁ ଦୁଖଦ ଖବର, ଦେଶରେ କୋବି ମଞ୍ଚୁରିଆନ ଡିସ୍ ବ୍ୟାନ୍
ଗୋଆ,୫।୨: କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି। କାରଣ ଦେଶରେ ଏକ ସହରରେ ଏହି ଡିସ୍କୁ ବ୍ୟାନ କରାଯାଇଛି। କୋବି ମଞ୍ଚୁରିଆନ ଏକ ଫ୍ୟୁଜନ ଡିସ୍ ଅଟେ। ଯାହାକୁ ସାଧାରଣତଃ ଟମାଟୋ ସସ୍ ସହ ପରଷା ଯାଇଥାଏ। ଏହି…
ବରଣମାଳା ପୂର୍ବରୁ କନ୍ୟାଙ୍କ ସହ ଏମିତି କାମ କରିଦେଲେ ବର: ଲୋକେ କହିଲେ, ଆଉ କିଛି ସମୟ ଅପେକ୍ଷା କରିଦେଇଥିଲେ ହୋଇ ନ ଥାନ୍ତା, ଦେଖନ୍ତୁ ଭିଡିଓ
ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ସେଦିନ ବର ଏବଂ କନ୍ୟା ରାଜା-ରାଣୀ ପରି ସଜେଇ ହୋଇଥାନ୍ତି। ଆଖପାଖରେ ଥିବା ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ। ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ…
Archives


