ମୃତଦେହକୁ ମିଠା ଖୁଆଇବା ପରମ୍ପରା
ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ। କେତେକ ପଛରେ ବିଶେଷ କାରଣ ରହିଥିବା ବେଳେ ଆଉ କେତେକ ପଛରେ ସେଭଳି କାରଣ ନ ଥାଏ। ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି। ସେମିତି ଏକ…
ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ
ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ ଖରାବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଲୋକେ ଗରମରୁ ରକ୍ଷା ପାଇବା ପାଇଁ କେତେ…
ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା
ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି ପାଇଥାଏ। ସମୁଦ୍ର ପତ୍ତନଠାରୁ ୧୩ହଜାର ଫୁଟ୍ ଉଚ୍ଚରେ ଏହା ଅବସ୍ଥିତ। ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ…
ବେଡ୍ରୁମ୍ରୁ ଏମିତି ଶବ୍ଦ ଶୁଣି ଭୟରେ ଥରି ଉଠୁଥିଲେ ଦମ୍ପତି, ଜାଣନ୍ତୁ ଏ ଶବ୍ଦ କ’ଣ ଥିଲା
ଭାବିଲେ ଆପଣ ବେଡ୍ରୁମ୍ରେ ଥିବେ, ସେହି ରୁମ୍ରୁ ଅଜବ ଶବ୍ଦ ଆସୁଥିବ। ନା ଶାନ୍ତିରେ ବସିପାରିବେ ନା ଶୋଇପାରିବେ। ଭୟରେ ଦେହ ଥରି ଉଠିବ। ଏମିତି ଏକ ଘଟଣା ସ୍ପେନ୍ରେ ଘଟିଛି। ଗ୍ରେନେଡାରେ ରହୁଥିବା ଏକ ପରିବାରରେ ଏମିତି କିଛି ହୋଇଛି…
ଏମିତି ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ କରାଯାଏ ପୂଜା
ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ହେଲେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ଲଙ୍କେଶ୍ୱର ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ ଏକ କାହାଣୀ ରହିଛି। ଉଦୟପୁରଠାରୁ ୮୦…
ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ
ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍ ଅବା କୌଣସି ଫାଷ୍ଟ ଫୁଡ୍, ବର୍ଗର ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥାଏ। ମାତ୍ର ପୁନେର ଜଣେ ବ୍ୟକ୍ତିଙ୍କ ପାଇଁ…
ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍ଟବ୍ର ସୁବିଧା
ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍ଟବ୍। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍ଟବ୍ର ମଜା ନେବାକୁ ଏବେ ଏଠାରେ ଗ୍ରାହକଙ୍କ ଭିଡ ଲାଗୁଥିବା କହିଛନ୍ତି ହୋଟେଲ ମାଲିକ। ଜଣେ ଗ୍ରାହକ ଏହାକୁ…
ଏହି ଦୁର୍ଗରେ ରହିଛି ଚମତ୍କାର ପାରସ ପଥର: ଯାହା ଲୁହାକୁ କରେ ସୁନା
ଦୁନିଆରେ ଏପରି କିଛି ଚମତ୍କାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ। ଏପରି ଏକ ଚମତ୍କାର ପଥର ହେଉଛି ପାରସ ପଥର। ପାରସ ପଥର ଲୁହାକୁ ସୁନା କରିଥାଏ। ଏହି ପଥର ବିଷୟରେ ଆପଣ ଅନେକ ପଢ଼ିଥିବେ ମାତ୍ର…
ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ
ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ। ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ଫା ବୋଲି କୁହାଯାଏ। ବେକହମ୍ କ୍ରିକ୍ ଲଜ୍ ନାମରେ…
ଆମ୍ବର ମୂଲ୍ୟ ୫ଶହ ଟଙ୍କା
ଗୀଷ୍ମରେ ଆମ୍ବର ସ୍ବାଦ ସମସ୍ତେ ଅଳ୍ପ ବହୁତେ ଚାଖିଥିବେ। ହେଲେ ମଧ୍ୟ ପ୍ରଦେଶର ଅଲିରାଜପୁର ଜିଲାର କଠିଓ୍ବାଡା ଅଞ୍ଚଳରେ ମିଳୁଥିବା ‘ନୁରଜାହାଁ’ ପ୍ରଜାତିର ଆମ୍ବ କେହି କେହି ଚାଖି ନ ଥାଇ ପାରନ୍ତି। ଏହି ଆମ୍ବର ଲମ୍ବ ପାଖାପାଖି ୧ ଫୁଟ…
କୁକୁରର ନାମକରଣ କରି ଜେଲ୍ ଗଲେ ମାଲିକ
ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍ ଯିବାକୁ ପଡିଛି। ଚାଇନାର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଘରେ ୨ଟି କୁକୁର ପୋଷିଥିଲେ। ସେ ଏମାନଙ୍କ ନାମକୁ…
ଏହି ପିମ୍ପୁଡି କାମୁଡିଲେ ହୋଇପାରେ ମୃତ୍ୟୁ
ବିଶ୍ୱରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେହି କେହି ମଣିଷର ଭଲ କରୁଥିବା ବେଳେ କେତେକ ହାନି ପହଞ୍ଚାଇଥାନ୍ତି। ଏମିତି ତ ଅନେକ ହାନିକାରକ ଜୀବଜନ୍ତୁ ଓ ସରୀସୃପଙ୍କ ସମ୍ପର୍କରେ ଶୁଣିଥିବେ। କିନ୍ତୁ ଏସବୁ ଭିତରେ ଏବେ ଏକ…
Archives


