କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ
କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍…
ଏମିତି ମନ୍ଦିର ଯେଉଁଠି ଦେବୀ ମାତାଙ୍କୁ ଅର୍ପଣ କରାଯାଏ ଚପଲ ମାଳ…
ଭାରତର ବିଭିନ୍ନ ମନ୍ଦିରରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେଉଁଠି ଦେବୀ ଦେବତାଙ୍କୁ ଫୁଲ ତଥା ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଉଥିବାବେଳେ ଅନ୍ୟ କେଉଁଠି ଭିନ୍ନ ଭିନ୍ନ ପଦାର୍ଥ ଅର୍ପଣ କରାଯାଏ। କର୍ନାଟକ ଗୁଲବର୍ଗ ଜିଲାର ଆଳନ୍ଦ ତହସିଲ୍ର ଗୋଲା ଗାଁରେ…
ହାତ ଦୁଇଟି ନାହିଁ, ଟ୍ରାକ୍ଟର ଚଳାଇବାଠାରୁ ଆରମ୍ଭ କରି କ୍ଷେତବାଡି ବୁଝୁଛନ୍ତି ଏହି ବ୍ୟକ୍ତି
ମନରେ ଦୃଢ଼ ବିଶ୍ୱାସ ଏବଂ ଆତ୍ମବଳ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ବି ରୋକିପାରିବେ ନାହିଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କୁଶୀନଗରର ନୀରଜ ରାୟ। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ଏହି ଦିବ୍ୟାଙ୍ଗପଣ…
ବସ୍ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର
ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବେଙ୍ଗାଲୁରୁର ବସ୍ ଡ୍ରାଇଭର ନାରାୟଣପ୍ପା। ସେ ଚଲାଉଥିବା…
ଏପରି ସହର ଯେଉଁଠି ଘଣ୍ଟାରେ ନାହିଁ ୧୨ ସଂଖ୍ୟା…
ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଇରଜରଲାଣ୍ଡର ସୋଲୋର୍ଥନ ସହରରେ ଲୋକେ ୧୧ ସଂଖ୍ୟାକୁ ଶୁଭ ବୋଲି ମନେ କରିଥାନ୍ତି। ଏହି ସଂଖ୍ୟା ସହିତ ସେମାନଙ୍କ ଜୀବନର ପ୍ରତିଟି କାର୍ଯ୍ୟ ସଂଶ୍ଲିଷ୍ଟ ହୋଇଥାଏ। ଏଠାରେ ବ୍ୟବହୃତ ହେଉଥିବା ଘଣ୍ଟାରେ…
କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା ଯେତିକି ହାସ୍ୟାସ୍ପଦ ସେତିକି ଗୁରୁତ୍ୱପୂର୍ଣ୍ଣ। ମଧ୍ୟ ନିଦ ଭାଙ୍ଗୁଥିବା ଏକ କୁକୁଡ଼ା ରାବରେ ନିଦ୍ରାରେ…
ଅଜବ କଳାର ଅଧିକାରୀ ବିଜେନ୍ଦ୍ର
କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍ ଲୋକଙ୍କୁ ଏହି ନିଆରା…
ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ
ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ…
ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା
ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା…
ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…
ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି। ଏହି ଜନଜାତି ଗୋ ମୁତ୍ରରେ ମୁଣ୍ଡ ଧୋଇବାକୁ ପସନ୍ଦ କରନ୍ତି। ଏଥିରେ ଥିବା ଏମୋନିଆ…
ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ
ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ କରାଯାଏ। ଏଥିରେ ରାହୁ ଓ କେତୁଙ୍କର ଥାଏ ଭିନ୍ନ ମହତ୍ତ୍ୱ। ପ୍ରତ୍ୟେକ ଗ୍ରହଙ୍କ ଭଳି…
ଭୂକମ୍ପ ସମୟରେ କେମିତି ରହିବେ ସତର୍କ ଜାଣନ୍ତୁ
ପୃଥିବୀପୃଷ୍ଠର ଉପରିଭାଗ ୭୭ଟି ଟେକ୍ଟୋନିକ୍ ପ୍ଲେଟ୍ ରହିଛି। ଯେଉଁଠି ଏହି ପ୍ଲେଟ୍ ଗୋଟିଏ ଅନ୍ୟଟିକୁ ଧକ୍କା ଦେଇଥାଏ ସେହି ସମୟରେ ଭୂକମ୍ପ ସୃଷ୍ଟି ହୋଇଥାଏ। ଭୂକମ୍ପ ହେଲେ ଅନେକ ଜୀବନ ହାନି ଘଟିଥାଏ। ତେଣୁ କେତେକ ଦିଗ ପ୍ରତି ଧ୍ୟାନ ଦେଲେ…
Archives


