ମଣିଷ ବେଶରେ ରୁହନ୍ତି ଏଲିଅନ
ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ…
ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ
ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫ ବିଲିୟନରୁ ଅଧିକ ମୂଲ୍ୟର ଦ୍ରବ୍ୟରେ କେହି ନିଆଁ ଲଗାଉଛନ୍ତି। ସମ୍ଭବତଃ ନୁହେଁ । କିନ୍ତୁ…
କାଉଡିଆ ଯାତ୍ରା ଆରମ୍ଭ କେବେ ? ଜାଣନ୍ତୁ ଜଳାଭିଷେକ କରିବାର ତିଥି, ତାରିଖ
ହିନ୍ଦୁ ଧର୍ମରେ ଭୋଳାବାବା ବା ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶ୍ରାବଣ ମାସରେ କୁଡ଼ିଆ ଯାତ୍ରା ମଧ୍ୟ ହୋଇଥାଏ, ଯେଉଁଥିରେ ଭକ୍ତମାନେ କୁଡ଼ିଆରେ ପାଣି ନେଇ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି। ଏପରି…
୬ କୋଟି ଦେଇ ୩୦୦ ଟଙ୍କାର ଅଳଙ୍କାର କିଣିଲେ ବିଦେଶିନୀ, ଜଣାପଡ଼ିବା ପରେ…
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଚେରିଶ୍ ନାମ୍ନୀ ଜଣେ ଆମେରିକୀୟ ମହିଳା ୬ କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି। ସ୍ଥାନୀୟ ମନାକ ଚୌକ୍ ଥାନା ଅନ୍ତର୍ଗତ ଜୋହରୀ ବଜାର ସ୍ଥିତ ଏକ ଅଳଙ୍କାର ଦୋକାନରୁ ସେ ଗତ ମାସରେ ୬…
ଆଜି ବିଶ୍ୱ ଆଲବିନିଜମ୍ ଦିବସ
ମଣିଷର ରଙ୍ଗ ତାହାର ଚର୍ମ ଯୋଗୁ ହୋଇଥାଏ ଏବଂ ଚର୍ମର ରଙ୍ଗ ଏଥିରେ ଥିବା ରଙ୍ଗ କଣିକା ‘ମେଲାନିନ୍’ ଦ୍ୱାରା ହୋଇଥାଏ। ଆମେ କେଉଁ ତ୍ୱଚାର ହେବା ତାହା ମାତାପିତାଙ୍କଠାରୁ ଆସିଥିବା ଗୁଣସୂତ୍ର ହିଁ ସ୍ଥିର କରିଥାଏ। ଆଲବିନିଜମ୍ (ଶ୍ୱେତ ଚର୍ମ)…
ଓଡ଼ିଶାରେ ମୋହନ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କେତେ ଦରମା? ମିଳିବ ଏତେସବୁ ସୁବିଧା
ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି ଭାଜପା ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଶପଥ…
ଭାରତୀୟ ମିମ୍ ଶେୟାର କଲେ ଏଲନ ମସ୍କ
ସାନ୍ ଫ୍ରାନ୍ସିସ୍କୋ: ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ମଙ୍ଗଳବାର ଏକ୍ସ’ରେ ଏକ ଭାରତୀୟ ମିମ୍କୁ ଶେୟାର କରିଛନ୍ତି। ‘ଓପନ୍ ଏଆଇ’ର ‘ଚାଟ୍ ଜିପିଟି’ ଫିଚର ସହ ‘ଆପଲ’ର ସହଭାଗିତାକୁ ମସ୍କ ବିରୋଧ କରି ଏହି ମିମ୍ ଶେୟାର କରିଛନ୍ତି। ଆପଲ ଡିଭାଇସ…
ପ୍ରଶାନ୍ତ କିଶୋରଙ୍କ ଏହି ୪ ଭବିଷ୍ୟବାଣୀ ମିଛ ଥିଲା, କହିଲେ ମୁଁ…
ନୂଆଦିଲ୍ଲୀ,୧୦ା୬: ଭାଜପା ନେତୃତ୍ୱରେ ଏନ୍ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ତେବେ ଏଥର ଅଧିକାଂଶ ଏକ୍ଜିଟ ପୋଲ୍ ଭୁଲ୍ ପ୍ରମାଣିତ ହୋଇଛି। ଏହି ଏକଜିଟ୍ ପୋଲରେ ଭାଜପା ୩୫୦ରୁ ୪୦୦ସିଟ୍ ଜିତିବ ବୋଲି ଆଶା କରାଯାଉଥିଲା। ତେବେ…
ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…
ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ ହୋଇଥାଏ।…
ପ୍ରଧାନମନ୍ତ୍ରୀ କାହିଁକି ନିଅନ୍ତି ଶପଥ? ଶପଥ ଭାଙ୍ଗିଲେ ହେବ…
ନୂଆଦିଲ୍ଲୀ,୯।୬: ଜୁନ ୯ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହରଲାଲ ନେହେରୁଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ନେତା ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ…
ପ୍ରଥମ ରୋଜଗାର ଟଙ୍କାରେ ଧାନ ବିହନ କିଣିଥିଲି: ସବ୍ୟସାଚୀ ବିଷୋୟୀ
ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ମୋର ଜନ୍ମ। ଜାତିରେ ଜନଜାତି ନହେଲେ ମଧ୍ୟ ସଂସ୍କୃତିରେ ସମ୍ପୁର୍ଣ୍ଣ ଆଦିବାସୀ ଜୀବନଶୈଳୀ ପ୍ରତିଭାତ। ସେମାନଙ୍କ ସହିତ ଏକାକାର ହେବାର ସୌଭାଗ୍ୟ ମିଳିଛି। ବାଲ୍ୟଜୀବନ ସେମାନଙ୍କ ସହିତ ବିତିବା ପରେ ପ୍ରାଥମିକରୁ…
ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ
ମାନବ ଶରୀର ଗଠନରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପ୍ରକୃତି ବିଭିନ୍ନ ପ୍ରକାରର ଖାଦ୍ୟ ସୃଷ୍ଟି କରିଛି, ଯେଉଁଥିରେ କୋଷ ଏବଂ ଶରୀରର ଟିସୁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଶକ୍ତି ପାଇବା ପାଇଁ…
Archives


