ଏଠି ମାତ୍ର କିଛି ଘଣ୍ଟା ପାଇଁ ହୋଇଥାଏ ଅସ୍ଥାୟୀ ବିବାହ
ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା ପାଇଁ ମଧ୍ୟ ବିବାହର ଆୟୋଜନ କରାଯାଇଥାଏ। ଇରାନରେ ଏଭଳି ବିବାହ ଦେଖିବାକୁ ମିଳେ। ତେବେ…
ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ
ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨୮ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୩୬ ବର୍ଷ ପୂର୍ବେ…
ଗାଡ଼ିକୁ ଦେଖି କାହିଁକି ଭୁକିଥାନ୍ତି କୁକୁର..
କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ। ମାଲିକର ସବୁକଥା ବୁଝିବା, ଅନୁଗତ ରହିବା ଭଳି ଅନେକ କାରଣ ଯୋଗୁ କୁକୁରକୁ ଆମେ ବନ୍ଧୁ ବୋଲି କହିଥାଉ। ହେଲେ ଅନେକ ସମୟରେ କୁକୁରଙ୍କ କିଛି ଆଚରଣ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ।…
୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ
କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ ରହୁଥିବା ୯୫ ବର୍ଷୀୟ ଭାଇ ଏବଂ ୯୪ ବର୍ଷୀୟା ଭଉଣୀ। ବୟସର ଅପରାହ୍ନରେ ପହଞ୍ଚିଥିଲେ…
ପୁଅଙ୍କ ଚିଠିକୁ ପିତା ଖୋଲିଦେବାରୁ ମିଳିଲା ଏମିତି ଦଣ୍ଡ
ଜଣେ ୧୦ ବର୍ଷର ପୁଅଙ୍କ ଚିଠିକୁ ତାଙ୍କ ପିତା ଖୋଲିଦେବାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଆପଣ ଭାବୁଥିବେ ଏ ଚିଠିରେ ଏମିତି କ’ଣ ଥିଲା ଯେ ପିତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା। ଅବିଶ୍ୱାସ ଲାଗୁଥିଲେ ବି ସତ। ଏପରି ଏକ ଘଟଣା…
ଯେଉଁଠି ମୃତ ବ୍ୟକ୍ତିଙ୍କ ସହ କରାଯାଏ ଝିଅଙ୍କ ବିବାହ
ଭାରତ ଏକ ବିଶାଳ ଦେଶ। ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ନିଜ ସଂସ୍କୃତି ଏବଂ ପରମ୍ପରା ଅନୁସାରେ କାର୍ଯ୍ୟ କରିଥାନ୍ତି। ମାତ୍ର ଭାରତର କେତୋଟି ସ୍ଥାନରେ ଅଜବ ପରମ୍ପରା ପାଳନ କରାଯାଇଥାଏ ଯାହା…
ବଧିରଙ୍କୁ କର୍ମନିଯୁକ୍ତି ଦେବା ଲାଗି ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିନବ ପ୍ରୟାସ: କଥା କହି ନୁହେଁ ଗ୍ରାହକ ଦିଅନ୍ତି ଠାରରେ ଅର୍ଡର
ବିଶ୍ୱରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲମାଲିକମାନେ ବିଶେଷକରି ଏହାର ନିର୍ମାଣଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ରେଷ୍ଟୁରାଣ୍ଟ ଜେଲ ପରି ତିଆରି ହୋଇଥାଏ ତ କେଉଁଠି ଗଛ ଉପରେ ନିର୍ମିତ ହୋଇଥାଏ। ପାଣିରେ ମଧ୍ୟ…
ବିଶ୍ୱର କିଛି ବିପଦସଙ୍କୁଳ ପୋଲ: ଯାହାକୁ ଅତିକ୍ରମ କରିବା ପୂର୍ବରୁ ଭାବିବେ ୧୦ ଥର
ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ବିଶ୍ୱରେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ରହିଛି, ଯେଉଁଠାକୁ ଯିବା ପୂର୍ବରୁ ଜଣେ ଦଶ ଥର ଚିନ୍ତା କରିବ। ଲୋକଙ୍କୁ ଡରାଇବା ଲାଗି ଏଗୁଡ଼ିକ ନିର୍ମାଣ କରାଯାଇଛି…
ରାତାରାତି ବଢ଼ିଗଲା ଫ୍ରିଜ୍ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ
ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ ଧାରଣା ଆସିବ। ଠିକ୍ ଏମିତି ଏକ ଘଟଣା ଘଟିଛି ପାଟଣାର ଜଣେ ବ୍ୟକ୍ତିଙ୍କ ଘରେ।…
ଦୁନିଆର ସବୁଠୁ କମ୍ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍, ସେଓର ଓଜନ ସହ ତୁଳନା କଲେ ଡାକ୍ତର
ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍ ଥିବା ଶିଶୁ ଜନ୍ମଲାଭ କରିବା ସହ ଜୀବିତ ମଧ୍ୟ ରହିଥାନ୍ତି। ଗତ ବର୍ଷ ଅକ୍ଟୋବରରେ ଜାପାନରେ…
ଚା’ ବିକି ମାସକୁ ୧୨ ଲକ୍ଷ ଆୟ କରୁଥିବା ବ୍ୟକ୍ତି
ଚା’ ବାଲାକୁ ନେଇ ଅନେକ କଥା ଶୁଣିଛୁ। ତେବେ ଏମିତି ଆଉ ଏକ କଥା ଏବେ ସମ୍ମୁଖକୁ ଆସିଛି, ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟରେ ପଡ଼ିିଯିବେ। ପୁନେର ଏମିତି ଜଣେ ଚା’ ବାଲା ଅଛନ୍ତି ଯାହାଙ୍କ ମାସିକ ଆୟ ୧୨…
ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ
ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା ଦେଖିବାକୁ ଅବିକଳ ମଣିଷ ପରି। ନିଜର ଚେହେରା ପାଇଁ ଏହି କୁକୁର ସାରାବିଶ୍ୱରେ ଚର୍ଚ୍ଚିତ।…
Archives


