ଅଜବ ସ୍ଥାପତ୍ୟର ପାର୍କ
ନ୍ୟୁୟର୍କ, ସାଉଥ୍ ଡକୋଟାରେ ଅଛି ଏକ ଅଜବ ପାର୍କ। ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ। ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍ ବିଚିତ୍ର। କାରଣ ଏସବୁ ତିଆରି ହୋଇଛି ସ୍କ୍ରାପ୍ ମେଟାଲ୍, ପୁରୁଣା ଚାଷ ଉପକରଣ ଓ…
ଚାରିଗୋଡ଼ିଆ ଦୌଡ଼ରେ ଗିନିଜ୍ ଓ୍ବାର୍ଲଡ ରେକର୍ଡ
ଉଷେନ୍ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତୋଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା କରାଯାଉଛି। ସେ ୧୦୦ ମିଟର ଚାରିଗୋଡିଆ ଦୌଡ ଅର୍ଥାତ୍ ଦୁଇ ଗୋଡ ଓ ହାତ…
ନିଆରା ପ୍ରତିଯୋଗିତା ‘ପନଜତ୍ ପିନାଙ୍ଗ’
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ଇଣ୍ଡୋନେସିଆରେ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ସେଠାକାର ଅଧିବାସୀଙ୍କ ମଧ୍ୟରେ…
ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍
ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର – ମହାକବି ହୋମରଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ। ସେମିତି ଜଣେ ହୋମର ପ୍ରଭାବିତ ବିଶ୍ୱ ସାହିତ୍ୟର…
ପବିତ୍ର ତୀର୍ଥସ୍ଥଳୀ ମେଲୁକୋଟ: କେବେ ଓ କେମିତି ଯିବେ; କ’ଣ ଦେଖିବେ
କର୍ନାଟକସ୍ଥିତ ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ମେଲୁକୋଟର ବେଶ୍ ନାଁ ରହିଛି। ଏକାଧିକ ମନ୍ଦିର ଓ ଆଶ୍ରମ ସହିତ ଦେଖିବା ପାଇଁ ଏଠାରେ ରହିଛି ଅନେକ ପୁଷ୍କରିଣୀ, ଅଭୟାରଣ୍ୟ ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ… କର୍ନାଟକର ମାଣ୍ଡ୍ୟା ଜିଲା ଅନ୍ତର୍ଗତ ମେଲୁକୋଟ…
ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ
ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ ଜଣେ ପ୍ରାଣୀ ଚିକିତ୍ସକ ଓ ମା’ ଥିଲେ ଶିକ୍ଷୟିତ୍ରୀ। ଯେହେତୁ ଚାକିରି କ୍ଷେତ୍ରରେ ସେମାନଙ୍କର…
ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ
ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି … ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ…
ଅନିନ୍ଦିତାଙ୍କ ଇମ୍ଫାଲରୁ ବ୍ୟାଙ୍କକ ଯାତ୍ରା
ସେ କେବଳ ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର କରିବାରେ ବିଶ୍ୱାସ ରଖନ୍ତି। ପ୍ରତିବନ୍ଧକକୁ ଏଡ଼େଇ ଦେଇ କେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେ ଭରସା ରଖନ୍ତି ନିଜ ଉପରେ। ସେଇଥିପାଇଁ ନିଜେ କାର୍ ଚଲେଇ ଇମ୍ଫାଲରୁ ଯାଇ ପହଞ୍ଚତ୍ପାରିଲେ ବ୍ୟାଙ୍କକ୍ରେ… ସେ କେବଳ…
ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…
ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ ମନ୍ତ୍ରଶକ୍ତିକୁ ଉପଯୋଗ କରି ଆଖି ଆଗରେ ଆସି ପହଞ୍ଚତ୍ୟିବ। ସେସବୁ ଘଟୁଥିଲା ପୌରାଣିକ ଯୁଗରେ।…
ଏପରି ଏକ ଦେଶ ଯେଉଁଠି ସ୍ନାତକ ଡିଗ୍ରୀ ପାଇଁ ଲଗାଇବାକୁ ପଡ଼େ ୧୦ ଗଛ
ଭୂପୃଷ୍ଠରେ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ମନୁଷ୍ୟକୃତ କାରଣ ସହ ପ୍ରାକୃତିକ ବିପର୍ଯ୍ୟାୟ ମଧ୍ୟ ଏହାର କାରଣ ସାଜିଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଉଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି…
ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ
ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେଣୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ…
୪୭୨ ବର୍ଷ ପୁରୁଣା ଜେଲ୍ରେ ଏବେ ଅଛନ୍ତି ଜଣେ କଏଦୀ…
ଜେଲ୍ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍। ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି। ଆରବ ସାଗର ମଝିରେ ଥିବା…
Archives


