ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ
ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି ପରିବର୍ତ୍ତନ ଦେଖି ଉଦ୍ଭିଦ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ‘ଫୋର୍ଟିଗାଲ ୟୁ’ ନାମକ ଏହି ଗଛଟି…
ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍ଜିଦ୍
ମୁସ୍ଲିମ୍ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା ସହିତ ଲୋକମାନେ ମସ୍ଜିଦ୍ ଯାଇ ସମୂହ ପ୍ରାର୍ଥନା କରିଥାନ୍ତି। ନମାଜ ପଢ଼ି ସାରିବା ପରେ…
ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ
ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ। ଏଠାରେ ଝିଅମାନଙ୍କ ବିବାହ କଦଳୀ ଗଛ ସହ ସମ୍ପନ୍ନ କରାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି…
ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ
କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ ସହ ଏଭଳି ଖେଳ ଖେଳିଛି, ଯାହାକୁ ନେଇ ସେ ଭାଙ୍ଗିପଡ଼ିବା ପରିବର୍ତ୍ତେ ଦୃଢ଼ତାର ସହ…
୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି
ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ ଜଣାପଡେ କି ୪ ହଜାର ବର୍ଷ ତଳେ ରୁଟି ପ୍ରସ୍ତୁତ କରାଯାଇଥିଲା। ଉତ୍ତର ପୂର୍ବ…
ଯେଉଁଠି ଧୂମପାନ ମାଧ୍ୟମରେ କରାଯାଏ ଚିକିତ୍ସା…
ଧୂମପାନ ଶରୀର ଲାଗି କ୍ଷତିକାରକ। ତେବେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ଏକ ଆୟୁର୍ବେଦିକ୍ ହସ୍ପିଟାଲରେ ବିଭିନ୍ନ ରୋଗରେ ଚିକିତ୍ସାରେ ହୁକ୍କା ବ୍ୟବହୃତ ହୋଇଥାଏ । ଅଭିଜ୍ଞ ଡାକ୍ତରମାନେ ବିଭିନ୍ନ ଔଷଧୀୟ ଗୁଳ୍ମ ମିଶ୍ରିତ କରି ଏହି ହୁକ୍କା ତିଆରି କରିଥାନ୍ତି। ବିଭିନ୍ନ…
ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ
ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି ଟଙ୍କାକୁ ଖର୍ଚ୍ଚ କରିବାକୁ ମଧ୍ୟ ଇଚ୍ଛା ହୋଇ ନ ଥାଏ। ତେବେ ଆପଣ ଜାଣି…
ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି
ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା ରହିଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ। ଏଠାରେ କାହଁି କେଉଁ କାଳରୁ ‘ଜୈରୀ’ ନାମକ ଖେଳର…
ଏମିତି ମନ୍ଦିର ଯେଉଁଠି ଦେବୀଙ୍କ ପାଟିରୁ ବାହାରେ ନିଆଁ…
ଭାରତରେ ଥିବା କେତେକ ମନ୍ଦିରର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନି। ହିମାଚଳପ୍ରଦେଶ କାଙ୍ଗଡ଼ା ଘାଟିରେ ଦେବୀ ମା’ଙ୍କ ମନ୍ଦିର ରହିଛି। ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହୋଇଥାଏ। ପୁରାଣ ଅନୁସାରେ ଏଠାରେ ଦେବୀ…
ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା
ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ଅଭିନବ ଯୋଜନା ଆରମ୍ଭ କରିଛି। ଯେଉଁ ମହିଳା କର୍ମଚାରୀମାନେ ପ୍ରତିଦିନ ସ୍କର୍ଟ…
ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି
ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା ଅଧିକ ୧୫କୋଟି ବଢ଼ିଛି। ଫଳରେ ଏବେ ସେ ବର୍ଷକୁ ୧୪୮ କୋଟି ଟଙ୍କା ଦରମା…
ବିଚିତ୍ର ବାହାଘର ଭୋଜି
ସାଧାରଣତଃ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭାବିଥାନ୍ତି ଯେ, ନାନା ରକମର ସ୍ବାଦିଷ୍ଟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା ହୋଇଥିବ। ତେଣୁ ଭଲକରି ଗଣ୍ଡେ ଭୁରିଭୋଜନ ମିଳିବ। ହେଲେ ଯଦି ବାସ୍ତବରେ ସେମିତି ହୋଇ ନଥାଏ, ତା’ହେଲେ କେମିତି…
Archives


