ଫୁରସତ

ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ

ଯୌବନ ମଣିଷକୁ ଈଶ୍ୱରଙ୍କର ଏକ ବରଦାନ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ଆସେ। କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ। ହେଲେ ନିଜର ଯୌବନକୁ ସବୁଦିନ ଲାଗି ଅଖଣ୍ଡ ବା ସ୍ଥାୟୀ କରିବାର ନିଶା ମଣିଷକୁ ବେଳେବେଳେ…

୮୪ ବର୍ଷର ବୃଦ୍ଧ ହେଲେ ଫ୍ୟାଶନ ଆଇକନ୍‌: ଇନ୍‌ଷ୍ଟାଗ୍ରାମ୍‌ରେ ୯୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ

ଜାପାନର ୮୪ ବର୍ଷୀୟ ବୃଦ୍ଧ ତେତସୁୟା ହେଉଛନ୍ତି ଜଣେ ଅବସରପ୍ରାପ୍ତ ରସାୟନ ବିଜ୍ଞାନର ଶିକ୍ଷକ। ଦିନ ଥିଲା ସେ ଫ୍ୟାଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କିନ୍ତୁ ଏବେ ଫ୍ୟାଶନ ଦୁନିଆରେ ନୂଆ କରି ରାଜ୍‌ କରିବା ଆରମ୍ଭ କରିଛନ୍ତି। କଥା…

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି କାଫେର ଅଧିକାଂଶ କର୍ମଚାରୀ ହେଉଛନ୍ତି ବଧିର। ଗ୍ରାହକମାନଙ୍କଠାରୁ ଅର୍ଡର ରଖିବା, ଖାଦ୍ୟ ପରଷିବା ତଥା…

ଧାର୍ମିକସ୍ଥଳୀ ଅଦୂର: ଜାଣନ୍ତୁ କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କେରଳସ୍ଥିତ ଏକ ଧାର୍ମିକସ୍ଥଳୀ ହେଉଛି ଅଦୂର। ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ତଥା ଆଧ୍ୟାତ୍ମିକ ସ୍ଥଳୀଗୁଡ଼ିକ ପାଇଁ ଏହି ସ୍ଥାନର ବେଶ୍‌ ଗୁରୁତ୍ୱ ରହିଛି… କେରଳର ପଥାନାମାଥିଟ୍ଟା ଜିଲା ଅନ୍ତର୍ଗତ ଏକ ପ୍ରମୁଖ ସହର ହେଉଛି ଅଦୂର। ଏହା ସ୍ଥାନୀୟ ଏକ ଲୋକପ୍ରିୟ…

ପ୍ରଥମ ଦରମା ଥିଲା ୧୨ଟଙ୍କା: ବିଶିଷ୍ଟ ଶିଶୁ ସାହିତି୍ୟକ ବୀରେନ୍ଦ୍ର ସାମନ୍ତରାୟ

ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆଦର୍ଶ ଶିକ୍ଷକ ବୀରେନ୍ଦ୍ର ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ୧୯୪୬ ମସିହା ଜୁଲାଇ ୧୧ ତାରିଖ। ଆମ ଘର ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ୍‌ ପାଳସାହିରେ। ବାପା ନିଧି…

ବ୍ୟକ୍ତିତ୍ୱ: ରହସ୍ୟ କାହାଣୀର ଦୁଇ ନାୟିକା ଆଗାଥା କ୍ରିଷ୍ଟି, ଆନେ ରାଇସ୍‌

ରହସ୍ୟ ରୋମାଞ୍ଚକୁ ନେଇ ଲେଖାଯାଉଥିବା କାହାଣୀ ଯେ ସାହିତ୍ୟର ଏକ ପ୍ରମୁଖ ଅଙ୍ଗ ପାଲଟିପାରେ, ତାହା କରି ଦେଖାଇଥିଲେ ବିଶ୍ୱ ସାହିତ୍ୟର ଦୁଇ ମହୀୟସୀ ମହିଳା। ଜଣେ ହେଉଛନ୍ତି ଆଗାଥା କ୍ରିଷ୍ଟି ଏବଂ ଆଉ ଜଣେ ଆନେ ରାଇସ୍‌।… ବିଶ୍ୱ ସାହିତ୍ୟରେ…

ମୂକସାକ୍ଷୀ ବରଗଛ: ନାମକରଣରେ ଯୋଡ଼ି ହୋଇଛି ଅଲୌକିକ, ରୋମାଞ୍ଚଭରା କାହାଣୀ

ଗାଁରୁ ସହର ଅନେକ ଛକସ୍ଥାନର ପ୍ରହରୀ ଓ ବହୁ କଥାର କାହାଣୀ ବରଗଛ। ମଶାଣି ପଦାରୁ- ମେଳାପଡ଼ିଆ ସବୁଠାରେ ସବୁବେଳେ ଲାଗିଥାଏ ପ୍ରାଣୀଙ୍କ ସେବାରେ । ତାରି ପାଖରେ ବସେ ନ୍ୟାୟ ନିଶାପ। ତା’ ମୂଳରେ ସ୍ଥାପନା ହୁଅନ୍ତି ଗ୍ରାମଦେବତୀ ।…

ଚାଇନାରୁ ଭାରତକୁ କିପରି ଆସିଲା ମୋମ: ଜାଣନ୍ତୁ ରୋଚକ କାହାଣୀ

ଭାରତରେ ମୋମର ରହିଛି ବେଶ ଆଦର। ଯୁବପିଢ଼ିଙ୍କ ଚଟାପଟ୍‌ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ଏହାର ନାଁ ରହିଛି। ନିରାମିଷ ହେଉ କିମ୍ବା ଆମିଷ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ସ୍ବାଦ ପ୍ରତି ସମସ୍ତଙ୍କା ରହିଛି ଆଦର। ଏହା ପ୍ରାୟ ସବୁ ସମୟରେ…

ଏହି ଗଛରେ ଫଳେ ଟଙ୍କା

ବ୍ରିଟେନର ପିଙ୍କ ଜିଲାରେ ଏମିତି ଏକ ଗଛ ରହିଛି ଯେଉଁଥିରେ ଟଙ୍କା ଫଳେ ବୋଲି କୁହାଯାଏ। ତେବେ ଲକ୍ଷ୍ୟକଲେ ଦେଖାଯାଏ ଗଛର ଗଣ୍ଡିରେ ବିଭିନ୍ନ ଦେଶର କଏନ ଲାଗି ରହିଥାଏ। କେହି ଏହାକୁ ନେବାକୁ ସାହସ ମଧ୍ୟ କରନ୍ତି ନାହିଁ। ଲୋକକଥା…

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି ପୂଜା କରାଯାଇଥାଏ । ସେଥିପାଇଁ ଏଠାରେ ଭୟରେ କୌଣସି ପ୍ରେମୀଯୁଗଳ ପାଦ ପକାଇ…

ଏଠି ଚୁଇଁଗମ୍‌ ଖାଇଲେ ଦେବାକୁ ପଡ଼େ ଜରିମାନା

ଯଦି ଆପଣ କେଉଁଠିକୁ ବୁଲି ଯିବାକୁ ଚାହଁୁଛନ୍ତି, ତେବେ ଏପରି ଦେଶ ଚୟନ କରନ୍ତୁ ଯାହା ବୁଦ୍ଧିମାନର କାମ ହେବ। କାରଣ ଏହି ଦେଶ ବିଷୟରେ ଜାଣିବା ସହିତ ଏହାର ଚଳଣି, ପରମ୍ପରା, ନୀତି, ନିୟମ ଏବଂ କାନୁନ୍‌ ସମ୍ପର୍କରେ ମଧ୍ୟ…

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଏମିତି ଅଜବ ସ୍ଥିତି ଦେଖିବାକୁ ମିଳିଛି ଜାପାନରେ। ଏକ ରିପୋର୍ଟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri