ଫୁରସତ

ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି

ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି। ଏପରି ଅଭ୍ୟାସ ଦ୍ୱାରା ଏମାନେ ନିଜେ ଅସୁବିଧାରେ ପଡିବା ସହ ଅନ୍ୟମାନଙ୍କ ଜୀବନପ୍ରତି…

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ କାର୍‌ କିଣି ତାକୁ ବିକି ଦେଇଥାନ୍ତି। ବଜାରକୁ ଆଉ ଏକ ନୂଆ ତଥା ଦାମୀ…

ଓଲଟା ପିରାମିଡ୍‌ ସଦୃଶ ଲାଇବ୍ରେରୀ, ଜାଣନ୍ତୁ କେଉଁଠି…

ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍‌ ସଦୃଶ। ବିଶ୍ୱାସ ହେଉ ନ ଥିଲେ ବି ସତ। ଜର୍ମାନୀର ଷ୍ଟଟ୍‌ଗାର୍ଟ ସିଟି ଲାଇବ୍ରେରୀ ଏପରି ଓଲଟା ମିରାମିଡ୍‌ ଆକାରରେ ତିଆରି କରାଯାଇଛି। ଏହା ୪୦ ମିଟର ଲମ୍ବ…

ସରକାରୀ ବୈଠକରେ ଜଙ୍କ୍‌ଫୁଡ୍‌ ମନା : ମୁଢ଼ି,ଫଳ ଖାଇବେ ଅଧିକାରୀ ଓ ମନ୍ତ୍ରୀ

ସରକାରୀ ବୈଠକରେ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଜଙ୍କ୍‌ଫୁଡ୍‌ ଖାଇବେ ନାହିଁ ବୋଲି ବିହାର ସରକାର ତଥା ନୀତିଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ବୈଠକରେ କେବଳ ମୁଢ଼ି ଏବଂ ଫଳ ଖାଇବେ। ରେଷ୍ଟୁରାଣ୍ଟରୁ ମଗା ଯାଉଥିବା ଶସ୍ତା ଜଙ୍କ୍‌ଫୁଡ୍‌…

ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ଚୁଡ଼ି

ଆଜିକାଲି ମହିଳା ନିଖୋଜ, ଅପହରଣ, ବଳାତ୍କାର ପରି ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାକୁ ରୋକିବା ତଥା ମହିଳାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦର ଗଡି ହରିଶ ନାମକ ଜଣେ ୨୩ ବର୍ଷୀୟ ଛାତ୍ର ଏକ ସ୍ମାର୍ଟ ଚୁଡ଼ି ତିଆରି କରିଛନ୍ତି। ଏହି…

୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ

ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍‌ଲିମ୍‌ଙ୍କର ମସ୍‌ଜିଦ୍‌, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍‌ଜିଦ୍‌ ଏବଂ ଚର୍ଚ୍ଚ ପଥରରେ ନିର୍ମିତ। କିନ୍ତୁ କେବେ ମାନବ କଙ୍କାଳରେ ତିଆରି ଚର୍ଚ୍ଚ କଥା ଶୁଣିଛନ୍ତି। ଅବିଶ୍ୱସନୀୟ…

ଯାଯାବର ଜୀବନ ବିତେ ଶଗଡ଼ ଉପରେ…

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ। ଝିଅକୁ ବିବାହରେ ଏହି ସମ୍ପ୍ରଦାୟ ଶଗଡ଼ ଯୌତୁକ ଦେଇଥାନ୍ତି। ଶଗଡ଼ରେ ନିତିଦିନିଆ ଜୀବନରେ…

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି। ଏହାକୁ ରୋଭରର ‘ଆଏ’ ଟେଷ୍ଟ କୁହାଯାଉଛି। ଏଥିରେ ଓ୍ବାଇଡ- ଆଙ୍ଗଲ୍‌ ଲ୍ୟାଣ୍ଡ୍‌ସ୍କେପ ଓ ନ୍ୟାରୋ…

ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି କପରୁ ବେଶି କଫି ପିଇବେ ସେହିଦିନ ମାଇଗ୍ରେନର ଶିକାର ହେବା ସହ ତା’ ପରଦିନ…

ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ

ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ ତଥ୍ୟ ଦି ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ଏପିଡେମିଓଲୋଜିରେ ପ୍ରକାଶ ପାଇଛି। ଗବେଷଣାରେ ସାମିଲ ଝିଅ…

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ସାମିଲ ଅଛନ୍ତି। ଏହି ଟେକ୍‌ନୋଲୋଜିରେ ସ୍ମାର୍ଟଫୋନ ମାଧ୍ୟମରେ ନିଆଯାଇଥିବା…

ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଇ,ହରିଣ ତାହାକୁ ଖାଇବା ପାଇଁ ଆସନ୍ତି। ବାଘ ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri