ଫୁରସତ

କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି?

ସୁଖ ସମୃଦ୍ଧିପାଇଁ ବାସ୍ତୁ ଅନେକଥର ଦେଖାଯାଏ, ଘରେ କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହିଥାଏ। ଘରର ଉନ୍ନତି ପଥରେ ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥାଏ, ରୋଗବ୍ୟାଧି ଲାଗି ରହିଥାଏ ଏମିତି ଅନେକ କିଛି।…

ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର

ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ରହିଛି ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର। ଏଠାରେ ସମୁଦ୍ର ପାଣି ବେଳାଭୂମିରୁ ୧ରୁ ୪ କି.ମି. ଘୁଞ୍ଚିଯାଏ ଓ ଜୁଆର ସମୟରେ ଫେରିଥାଏ। ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଯଦି ସକାଳେ ଜୁଆର ଆସେ…

ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…

ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ…

ପଲିଗ୍ରାଫ୍‌ ଟେଷ୍ଟ୍‌ କ’ଣ? କେମିତି କରାଯାଏ ଏହି ପରୀକ୍ଷା ଆଉ କେତେ ହୁଏ ସତ, ଜାଣନ୍ତୁ ସବିଶେଷ ତଥ୍ୟ…

ନୂଆଦିଲ୍ଲୀ,୨୪ା୮: ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ (ସିବିଆଇ) କୋଲକାତାର ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଏବଂ ଆଉ ୫ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ୍‌ କରିବ। ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପରେ ସିବିଆଇ…

୩୨ ହଜାର ଲୋକ, ୭ ହଜାର କୋଟିର ଜମା

ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ ଯୁବକ ସହରମୁହାଁ ହେଉଛନ୍ତି। ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି…

ଓଡ଼ିଶାରେ ଛେନା ଜିଲାପିର ଆଦର ସ୍ବତନ୍ତ୍ର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମନରେ ଆନନ୍ଦ ଆଣିଥାଏ। ଯାହାକୁ ମନରେ ଆନନ୍ଦ ଆଣିଥାଏ। ଯାହାକୁ ଖାଇଲେ ମନରେ ଏକ ପ୍ରକାର ଖାଇଲେ ମନରେ ଏକ ପ୍ରକାର ଖୁସିର ଶିହରଣ…

ଭାରତର ଏହି ରେଳ ଲାଇନ୍‌ ବ୍ରିଟିଶ୍‌ କବଜାରେ, ସରକାର ଦେଉଛନ୍ତି ଟଙ୍କା

ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ଏବେ ବ୍ରିଟିଶ୍‌ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍‌ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା…

ଓଡ଼ିଶାର ଶ୍ରେଷ୍ଠ ୧୦ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ, ଯାହାବିନା ଓଡ଼ିଶା ଆସିବା ଅଧୁରା

ସୁଆଦିଆ ଖାଦ୍ୟକୁ ନେଇ ଭାରତ ପ୍ରସିଦ୍ଧି ହାସଲ କରିଛି। ଖାଇବା ପିଇବା ପଦ୍ଧତିକୁ ଛାଡିଦେଲେ ରୋଷେଇ କରିବାର ପ୍ରକ୍ରିୟାକୁ ନେଇ ମଧ୍ୟ ଆମ ଦେଶ ପଛରେ ପଡିନି। ତେବେ ଆମେ ଆଜି ଓଡ଼ିଶା ବିଷୟରେ କହିବାକୁ ଯାଉଛୁ ଯାହାର ସଂସ୍କୃତି ପରମ୍ପରା…

୧୭ ପୁରୁଷଙ୍କୁ ଆକ୍ରମଣ କରିଛି ହଣ୍ଟେଡ୍‌ ଡଲ୍‌

ଲଣ୍ଡନ: ବ୍ରିଟେନ୍‌ର ଏଲିଜାବେଥ୍‌ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍‌ ଡଲ୍‌ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି। ସାଉଥ୍‌ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍‌ଭେଷ୍ଟିଗେଟର ଲି…

ଜାତୀୟ ମହାକାଶ ଦିବସ

ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଗତବର୍ଷଠାରୁ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍‌ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଏହି ରେକର୍ଡ ସୃଷ୍ଟି କରିଥିଲା। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ…

ଏହି ରାଜ୍ୟର ଲୋକମାନେ ପାଣି ଅପେକ୍ଷା ଅଧିକ କୋକାକୋଲା ପିଉଛନ୍ତି; ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୨ା୮: ମେକ୍ସିକୋର ଏକ ସହରରେ, କୋକାକୋଲା ବ୍ୟବହାର ପିଇବା ପାଣି ତୁଳନାରେ ଅଧିକ ଅଟେ। ଗାର୍ଡିଆନ ରିପୋର୍ଟ ଅନୁଯାୟୀ, ମୁଣ୍ଡପିଛା କୋକ୍ ବ୍ୟବହାରରେ ମେକ୍ସିକୋ ବିଶ୍ୱକୁ ଆଗେଇ ନେଇଛି। ରିପୋର୍ଟରୁ ଜଣାପଡେ ଯେ ଲସ୍ ଆଲ୍ଟୋସ୍, ଚିଆପାସ୍ ର ଆଦିବାସୀ ସମ୍ପ୍ରଦାୟ…

ଏଠି ପୁରୁଷଙ୍କୁ ବଳାତ୍କାର କରନ୍ତି ମହିଳା!

କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସାରା ଭାରତରେ ସ୍ବର ଉତ୍ତୋଳନ କରାଯାଉଛି। ଏମିତି ଏକ ଜାଗା ଅଛି ଯେଉଁଠାରେ ନାରୀମାନଙ୍କର ଶୈଳୀ ସଂପୂର୍ଣ୍ଣ ଭାବେ ଶାସନ କରେ। ଏଠାରେ, ଯଦି ଜଣେ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri