ମାଛ ମଡ଼କ ଯୋଗୁ ଏମର୍ଜେନ୍ସି
ଏଥେନ୍ସ:ଗ୍ରୀସ୍ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ ସଂଖ୍ୟାରେ ମୃତ ମାଛ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ଭୋଲୋସ ସହର ଫାଟି ପଡୁଛି। ପରିସ୍ଥିତିକୁ…
ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର
ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନଥାନ୍ତି। ଯେତେ ଶିକାର କଲେ ମଧ୍ୟ ସେମାନଙ୍କର ପେଟ କେବେ ମଧ୍ୟ ପୂରି…
୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ
ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ଯାହା ସାଧାରଣତଃ ଅନେକ କୋଟି ବରଫ କଣିକା ଏବଂ କ୍ଷୁଦ୍ର…
ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା
ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା ଚାରୋଟି ଗ୍ଲୋବମାଷ୍ଟର ବିମାନଠାରୁ ବଡ, ପୃଥିବୀ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ରିପୋର୍ଟ…
୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ
ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ ହାତରେ କିଛି ସମୟ ରଖଇ ବାହାରି ଥାଆନ୍ତି। କାରଣ ଏଠି ଘରୁ ବାହାରିବା ମାତ୍ରେ…
ମା’ ସହ ଛୁଆ ହାତୀର ଫୁଟ୍ବଲ ଖେଳ
ବ୍ୟାଙ୍କକ୍: ଗୋଟିଏ ଛୁଆ ହାତୀ ନିଜ ମା’ ସହ ଫୁଟ୍ବଲ ଖେଳିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ଛୁଆ ହାତୀ ଏକ ଫୁଟ୍ବଲକୁ ନିଜ ମା’ ଆଡ଼କୁ ବାରମ୍ବାର କିକ୍ କରି…
୧୧୦ ମାଇଲ ପହଁରି ରେକର୍ଡ
ଲସ୍ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ କ୍ୟୁବା…
ଇତିହାସରେ ପ୍ରଥମ: ସ୍ବାମୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ସ୍ତ୍ରୀ
ଥିରୁଭାନନ୍ତପୁରମ୍,୨ା୯: କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି. ବିଜୟନ…
କୋଣାର୍କ ଚକ ନିର୍ମାଣରେ ସାମିଲ ଥିଲେ ଖିଚିଂର ୬ ଭାସ୍କର୍ଯ୍ୟ ଶିଳ୍ପୀ
ଗତ ସଂଖ୍ୟାରେ ଗୋଟିଏ ଅଘଟଣ ଘଟିଥିବାର ଚିତ୍ର ଏବଂ ଏକ ଉତ୍ସବର ଚିତ୍ର ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏଥିରେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଗନ୍ଧ ଆମେ ଖୋଜି ପାଇଲୁ ନାହିଁ। ଅପରନ୍ତୁ ଫଗୁ ଦଶମୀଠାରୁ ଚାରି କାହାଣର ‘ଅବିର’ ପଠେଇବା…
ଭାଲୁ ସହ ଫଟୋ ଶୁଟ୍
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଅଧିକାଂଶ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉକ୍ତ ଭିଡିଓରେ ଜଣେ ମହିଳା ଏକ ବିଶାଳ ଭାଲୁ ସହ ଆଲିଙ୍ଗନ କରି ଫଟୋ ଶୁଟ୍ କରୁଥିବା ନଜରକୁ ଆସିଛନ୍ତି। ଭିଡିଓରେ…
ଅନଲାଇନ୍ ଅର୍ଡର କଲେ ପ୍ରେସର କୁକର: ୨ ବର୍ଷ ପରେ ଆସି ପହଞ୍ଚିଲା
ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟ୍ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି ହୋଇଛି।…
ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍ କରିବାକୁ ଆପଣାଯାଏ ଏମିତି ଟ୍ରିକ୍
ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ ଏବେକାର…
Archives


