ବିବାହ ପୂର୍ବରୁ ଫାଷ୍ଟ ଲୁକ୍ ଶେୟାର କଲେ କାଜଲ
ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଅଗ୍ରୱାଲ ୩୦ ଅକ୍ଟୋବରରେ ବିବାହ ବେଦୀରେ ବସିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ ଟର୍ମ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ହାତ ଧରିବାକୁ ଯାଉଛନ୍ତି । ହେଲେ ବାହାଘରର କିଛି ସମୟ ପୂର୍ବରୁ କାଜଲ ଏକ…
ଅଡୁଆରେ ଅମୀର
ମୁମ୍ବାଇ: ବଲିଉଡ୍ର ପରଫେକ୍ଟନିଷ୍ଟ ଅମୀର ଖାନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ…
ବିବାହ ପରେ ରୋମାଣ୍ଟିକ୍ ଫଟୋ ଶେୟାର କଲେ ନେହା କକ୍କର
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍…
ଏହି ଲୋକପ୍ରିୟ ଅଭିନେତାଙ୍କୁ ଆକ୍ରମଣ: ଜୀବନରୁ ମାରିଦେବାକୁ ମିଳିଲା ଧମକ
ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଓଲଟା ଚଶମା’ରେ ଗୋଗୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସମୟ ଶାହଙ୍କ ଉପରେ ଆକ୍ରମଣ ହୋଇଛି। ଘର ବାହାରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ,…
ଏହି ଲୋକପ୍ରିୟ ଅଭିନେତା ଗୋଡ଼ରେ କଲେ ଖାସ୍ ଟାଟୁ: ଏଥିପାଇଁ ଲାଗିଲା ୩୦ ଘଣ୍ଟା
ବଲିଉଡ୍ ଅଭିନେତା କୁନାଲ ଖେମୁ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। କିଛିଦିନ ତଳେ ସେ ଝିଅ ଇନାୟାଙ୍କ ଜନ୍ମଦିନରେ ଝିଅ ନାମରେ ନିଜ ଛାତିରେ ଏକ ଟାଟୁ ତିଆରି କରିଥିଲେ। ଉକ୍ତ ଟାଟୁ ତାଙ୍କ ପାଇଁ ସବୁଠାରୁ ସ୍ବତନ୍ତ୍ର ।…
ବିବାହ ପରେ ନାମ ବଦଳାଇଲେ ନେହା କକ୍କର: ଜାଣନ୍ତୁ କ’ଣ ରଖିଲେ…
ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ଏହି ଯୋଡି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ତେବେ ଏହି ବିବାହ ହେଉଛି ଚଳିତ ବର୍ଷର ଚର୍ଚ୍ଚିତ ବିବାହ। ବିବାହ…
ସଲମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ୨୨ ବର୍ଷୀୟା ଅଭିନେତ୍ରୀ
ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ୨୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନନ୍ୟା ଅକ୍ଟୋବର ୩୦, ୧୯୯୮ରେ ଜନ୍ମଗ୍ରହଣ କରିଥିଲେ। ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ସ୍କୁଲରେ ପାଠ ପଢିଥିବା ଅନନ୍ୟା ଷ୍ଟୁଡେଣ୍ଟ…
ପୁଅ ପାଇଁ କ୍ଷମା ମାଗିଲେ ଏହି ପ୍ରସିଦ୍ଧ ଗାୟକ
ଲୋକପ୍ରିୟ ଟେଲିଭିଜନ୍ ଶୋ’ ବିଗ ବସ୍ ଘରେ ପ୍ରତିଯୋଗୀ ଥିବା ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ମରାଠୀ ଭାଷା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ୨୪ ଘଣ୍ଟା…
୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ
୮ ବର୍ଷର ଜଣେ ଝିଅ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ ପୁରୀ। ମାତ୍ର ଲୋକମାନେ ତାଙ୍କୁ ଛୋଟ କଙ୍ଗନା ନାମରେ ଡାକୁଛନ୍ତି। ଏହା ପଛରେ କାରଣ…
ବିବାହ କରିବେ ନାହିଁ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଫାତିମା ସାନା ଶେଖ ତାଙ୍କର ଆଗାମୀ ସିନେମା ‘ସୁରଜ ପେ ମଙ୍ଗଲ ଭାରୀ’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ନଭେମ୍ବର ୧୩ରେ ରିଲିଜ୍ ହେବ। ଫିଲ୍ମରେ ତାଙ୍କୁ ମନୋଜ ବାଜପେୟୀଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।…
ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ
ବିଗତ କିଛି ଦିନ ହେବ ବଲିଉଡ୍ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ ନିଜର ରାଗ ସୁଝାଇଛନ୍ତି। କିନ୍ତୁ ବିଶ୍ୱାସର କଥା ଆସିଲେ, କେତେକ କଳାକାର ସର୍ବଦା ପ୍ରଶଂସକଙ୍କ…
ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଫରାହ
ଶାହାରୁଖ୍ ଖାନ୍, ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ମହବତେ’ ରିଲିଜ୍କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଏହି ଅବସରରେ ଫିଲ୍ମର କୋରିଓଗ୍ରାଫର ଫରାହ ଖାନ୍ ଫିଲ୍ମ ସହ ଜଡିତ କିଛି କଥା କହିଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ନେଇ…
Archives


