ମନୋରଞ୍ଜନ

‘ଦି ରୋଶନ୍ସ’ ପୋଷ୍ଟର ଆଉଟ୍‌

ମୁମ୍ବାଇ: ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ବୁଧବାର ଅଭିନେତା ହ୍ରିତିକ ରୋଶନଙ୍କ ପରିବାର ଉପରେ ଆଧାରିତ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ସିରିଜ୍‌ ‘ଦି ରୋଶନ୍ସ’ର ଘୋଷଣା କରିଛି। ଏହି କ୍ରମରେ ଦର୍ଶକମାନେ ରୋଶନ ପରିବାରର ପ୍ରସିଦ୍ଧ ସିନେମା ଯାତ୍ରା ବିଷୟରେ ଅତି ନିକଟରୁ…

ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟା, ମାଆ-ଛୁଆଙ୍କୁ ଚାପିଦେଲା ଭିଡ

ନୂଆଦିଲ୍ଲୀ,୫।୧୨: ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଫିଲ୍ମ ‘ପୁଷ୍ପା ୨’…

୨୪ ବର୍ଷ ପରେ ଭାରତ ଫେରିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ୯୦ ଦଶକର ସନସନି ‘କରଣ ଅର୍ଜୁନ’ ଫେମ ବିୟୁଟିଫୁଲ ଅଭିନେତ୍ରୀ ମମତା କୁଲକର୍ଣ୍ଣି ୨୪ ବର୍ଷ ପରେ ଭାରତ ଫେରିଛନ୍ତ। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଅଭିନେତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତ୍ରୀଙ୍କ ପ୍ରତ୍ୟାବର୍ତ୍ତନରେ ତାଙ୍କ ପ୍ରଶଂସକମାନେ…

ହୋଟେଲ ଓ୍ବେଟରରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍‌କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ…

କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ

ମୁମ୍ବାଇ: ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍‌ ଥିବା ନିଜେ ଫୋନ୍‌ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି।…

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାରା ଦିନ ପତ୍ନୀଙ୍କ ସହ ସମ୍ପର୍କ ହୋଇପାରିନାହିଁ। ଫୋନ୍‌ କରିବାରେ…

‘ଦ ସାବରମତି ରିପୋର୍ଟ’ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୨: ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା।…

ଅପରାହ୍ନ ୪ଟାରେ ମୋଦି ଦେଖିବେ ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିବେ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ ହୋଇଛି। ମୁଭିର କାହାଣୀ ଗଭୀର ସାମାଜିକ…

ଛାଡପତ୍ର ଖବର ମଧ୍ୟରେ ବିବାହିତ ପୁରୁଷଙ୍କୁ ଏମିତି ଉପଦେଶ ଦେଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଛନ୍ତି। ଦମ୍ପତିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାରିତ ହେଉଛି। ତେବେ ଏହି ଖବର…

ଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବମ୍ବେ: ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ ଚର୍ଚ୍ଚିତ ବଲିଉଡ୍‌ କଳାକାର ବିକ୍ରାନ୍ତ ମେସି। ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ଚରିତ୍ର ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଫିଲ୍ମକୁ ନେଇ ଚର୍ଚ୍ଚା ଥମି…

ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶି

ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍‌ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ‘ଦି…

ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ଆସନ୍ତା ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମକୁ ନେଇ ସିନେପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri